କରୋନାରେ ପୀଡିତ ପ୍ରେଗନେଣ୍ଟ Dr. ଡିମ୍ପଲ ଆରୋରୋ ମୃତ୍ୟୁ ପୂର୍ବରୁ ଯାହା କହିଲେ, ଶୁଣି ଆପଣ ବି କାନ୍ଦି ପକାଇବେ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ଗତବର୍ଷ ପରି ଏହି ବର୍ଷ ମଧ୍ୟ କେତେକ ପରିଚିତ ଲୋକ ମାନଙ୍କ ପ୍ରାଣ ନେଇ ସାରିଛି କରୋନା ।

ବନ୍ଧୁଗଣ କରୋନା ମହାମାରୀ ଗତ କିଛି ସମୟ ମଧ୍ୟରେ ଦୁଇଟି ମହିଳାଙ୍କ ଜୀବନ ନେଇ ଯାଇଛି । ଆପଣ ମାନେ ନିଶ୍ଚୟ ଏହି ଦୁଇଜଣ ମହିଳାଙ୍କୁ ଜାଣିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ମହିଳା ସାମ୍ବାଧିକ ସବନମ ସିରିନ ଏହି କରୋନା ମହାମାରୀରେ ନିଜ ପ୍ରାଣ ହରାଇଛନ୍ତି ।

ବହୁତ କମ ବୟସରେ ତାଙ୍କ ଝିଅ ମା ଛେଉଣ୍ଡ ହୋଇଯାଇଛି । ବର୍ତ୍ତମାନ କେବଳ ସ୍ମୃତି ହୋଇ ରହିବେ ସେ ସମସ୍ତଙ୍କ ମନରେ । ୧୯୮୩ ମସିହାରେ ଜୁନ ୧୨ ତାରିଖରେ ଜନ୍ମ ହୋଇଥିଲେ ସବନମ । ମାତ୍ର ୩୭ ବର୍ଷ ବୟସରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ସମସ୍ତଙ୍କୁ ଛାଡି ଦେଇଛନ୍ତି ସବନମ । ବନ୍ଧୁଗଣ ଏହା ଏକ ବଡ ଦୁଃଖର ଖବର । ଅନ୍ୟ ପକ୍ଷରେ ଏକ ଗର୍ଭବତୀ ଡାକ୍ତର ମଧ୍ୟ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜ ପ୍ରାଣ ହରାଇ ଛନ୍ତି ।

ଏହି ମହିଳା ଡାକ୍ତର ଜଣକ କରୋନା ଆକ୍ରାନ୍ତ ହେବା ପରେ ସୋସିଆଲ ମିଡିଆ ମାଧ୍ୟମରେ ଏକ ବାର୍ତ୍ତା ଦେଇ ଚାଲି ଯାଇଛନ୍ତି । ବନ୍ଧୁଗଣ ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି Dr. ଡିମ୍ପଲ ଆରୋରୋ । ଡିମ୍ପଲ କରୋନାରେ ଆକ୍ରାନ୍ତ ହୋଇ ଏକ ଭିଡିଓ ସେୟାର କରିଥିଲେ ।

ସେହି ଭିଡିଓରେ ସେ ବହୁତ କଷ୍ଟରେ କିଛି ବାର୍ତ୍ତା ଦେଇଥିଲେ । ଭିଡିଓ ମଧ୍ୟରେ ସେ କହିଥିଲେ, ‘ମୁ ବହୁତ ଖରାପ ପରିସ୍ଥିତିରେ ଅଛି । ଦୟାକରି ଆପଣ ମାନେ ଏହି ରୋଗକୁ ସାଧାରଣ ଭାବନ୍ତୁ ନାହିଁ । ସବୁବେଳେ ସତର୍କ ରୁହନ୍ତୁ ଓ ମାସ୍କ ପିନ୍ଧାନ୍ତୁ । ମୁ ଆଶା କରୁଛି ମୋର ଯେଉଁ ଅବସ୍ତା ହୋଇଛି ତାହା ଅନ୍ୟ କାହାକୁ ନହେଉ’ ।

୧୧ ଏପ୍ରିଲରେ ତାଙ୍କୁ କରୋନା ହୋଇଥିଲା ଓ ୨୬ ଏପ୍ରିଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଲେ । ଦୀପିକା ଏହି ଭିଡିଓଟିକୁ କରି ନିଜ ପ୍ରାଣ ହରାଇଥିଲେ । ସବନମ ତାଙ୍କ କୁନି ଝିଅ ଓ ତାଙ୍କ ପରିବାରକୁ ଛାଡି ଚାଲି ଯାଇଥିବା ବେଳେ ଦୀପିକା ତାଙ୍କ କୁନି ପୁଅ ଏବଂ ପରିବାରକୁ ଛାଡି ଚାଲି ଯାଇଛନ୍ତି । ବନ୍ଧୁଗଣ ସତକୁ ଆଖି ଆଗରେ ରଖି ଆପଣ ମାନେ ସାବଧାନ ରୁହନ୍ତୁ ବୋଲି ଆମେ ଅନୁରୋଧ କରୁଛୁ । ତେଣୁ ବନ୍ଧୁଗଣ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *