ଡାକ୍ତରାଣୀଙ୍କ ପ୍ରେମରେ ପଡି ସର୍ବଶାନ୍ତ, ଭାଇରାଲ ହେଲା କଲ ରେକର୍ଡ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମିଡିଆ ଯେତେ ଭଲ ସେତେ ମ-ନ୍ଦ ମଧ୍ୟ । କାରଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଇଛା ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ମଣିଷ ପୂରଣ କରି ପାରୁଛନ୍ତି । ଆଗ କାଳରେ ବିବାହ ପାଇଁ ଦେଖାଣ ଚାହାଣ ହେଉଥିଲା ହେଲେ ଏବେ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ମଧ୍ୟ ଲୋକମାନେ ବିବାହ କରିପାରୁଛନ୍ତି । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଖବର ବହୁତ ଚର୍ଚାରେ ଅଛି । ମାଟ୍ରିମୋନିରୁ ପ୍ରେମ ସଂପର୍କ।

ପରେ ଫୋନ୍ ନମ୍ବର ଦିଆନିଆ। ତା’ ପରେ ଖଣ୍ଡି ହିନ୍ଦୀରେ ଆରମ୍ଭ ହୋଇଥିଲା ପ୍ରେମ ବାର୍ତ୍ତାଳାପ। ଶେଷରେ ଲକ୍ଷାଧିକ ଟଙ୍କା ଚୂନା ଲଗାଇବା ପରେ ଏବେ ଲାଗୁନି ଯୁବତୀଙ୍କ ନମ୍ବର । ଖଣ୍ଡି ହିନ୍ଦୀରେ କଥା ହେଇଥିବା ଯୁବକ ଜଣକ ହେଉଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋହିଲି ବ୍ଲକର ଜନାର୍ଦନ ପୁର ଗାଁର ସର୍ବ ପ୍ରସନ୍ନ ପଣ୍ଡା । ମାଟ୍ରିମୋନିରୁ ପ୍ରସନ୍ନଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଖଣ୍ଡି ହିନ୍ଦୀରେ ଯୁବତୀଙ୍କ ସହ କଥା ବାର୍ତ୍ତା ଆରମ୍ଭ କରିଥିଲେ ପ୍ରସନ୍ନ ।

ସେହି ସୁନ୍ଦରୀ ଯୁବତୀ ନିଜକୁ ଏକ ଡାକ୍ତରର ପରିଚୟ ଦେବା ସହ ସେ ଇଂଲଣ୍ଡରେ ରହୁଛନ୍ତି ବୋଲି ପ୍ରସନ୍ନଙ୍କୁ କହିଥିଲେ । ପ୍ରସନ୍ନ ଓ ଯୁବତୀଙ୍କ ମଧ୍ୟରେ ଫୋନରେ କଥା ହୋଇଥିବା କଲ୍ ରେକର୍ଡିଙ୍ଗ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାକୁ ଲାଗିଛି । ଫ୍ରଡ ଡାକ୍ତରାଣୀଙ୍କ ପ୍ରେମରେ ପଡି ପ୍ରସନ୍ନ ସର୍ବସାନ୍ତ ହୋଇଯାଇଛନ୍ତି । ପ୍ରସନ୍ନଙ୍କୁ ୩ ଲକ୍ଷ ୯୫ ହଜାର କହିବାକୁ ଗଲେ ୪ ଲକ୍ଷ ଟଙ୍କାର ଚୂ-ନ ଲଗାଇଛନ୍ତି ଯୁବତୀ ଓ ବର୍ତ୍ତମାନ ତାଙ୍କର ପତା ମିଳୁ ନାହିଁ ।

ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ପ୍ରସନ୍ନ । ପ୍ରସନ୍ନଙ୍କ ମତରେ, ମାଟ୍ରିମୋନିରେ ସେହି ଯୁବତୀ ନାମ ଦେଇଥିଲେ ଓ ତାଙ୍କ ଘର ଛତିଶଗଡ ବୋଲି ଲେଖିଥିଲେ । ଯୁବତୀଙ୍କ ସହ କଥା ହେବା ବେଳେ ଯୁବତୀ ଇଂଲଣ୍ଡରେ ଡାକ୍ତର ଅଛନ୍ତି ବୋଲି କହିଥିଲେ । ଯୁବତୀ ପ୍ରସନ୍ନଙ୍କ ସହ ବିବାହ କରିବେ ବୋଲି କହିଥିଲେ । ଯୁବତୀ ମେଡିକାଲ କରିବେ ବୋଲି ପ୍ରସନ୍ନଙ୍କୁ କହିଥିଲେ ଓ ତାଙ୍କ ଠାରୁ ୪ ଲକ୍ଷ ଟଙ୍କା ନେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟନା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *