ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ସଫେଇ ଦେଲେ ଡାକ୍ତରାଣୀ, କହିଲେ ‘ତାଙ୍କର ଛୁଆ ବୁଲୁ ନଥିଲା ମୁଁ ଅଲ୍ଟ୍ରାସାଉଣ୍ଡ କରିବାକୁ କହିଲି, ସେ ମାନିଲେନି, ତେଣୁ ମୁଁ…’ ଦେଖନ୍ତୁ video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ମହିଳା ଡାକ୍ତର କହିଛନ୍ତି ଯେ ଜଣେ ରୋଗୀ ତାଙ୍କ ପାଖକୁ ୭ ତାରିଖ ଦିନ ଆସିଥିଲେ । ଏବଂ ସେ ଆସି କହିଲେ ଯେ ମୋର ଟିକିଏ ପେନ ହେଉଛି ଏବଂ ସେ ରେଗୁଲାର ପେସେଣ୍ଟ ଥିଲେ । ମାତ୍ର ଡାକ୍ତର ତାଙ୍କୁ କହିଲେ ଯେ ୧୨ ତାରିଖ ଡେଟ ଅଛି, ତୁ ଅଲ୍ଟ୍ରାସାଉଣ୍ଡ କରେ ଯଦି ବ୍ଲଡ଼ ସପ୍ଲାଏ ସବୁ ଠିକ ଥିବ ତେବେ ମୁଁ ତତେ ନର୍ମାଲ ଡେଲିଭେରୀ ନିମନ୍ତେ ଛାଡିବି । ଏହା ପରେ ପେସେଣ୍ଟ କହିଲା ଯେ ଠିକ ଅଛି ମାଡାମ ମୁଁ ଅଲ୍ଟ୍ରାସାଉଣ୍ଡ କରି ଆପଣଙ୍କୁ ଦେଖାଇବି ।

ଏହା ପରେ ପେସେଣ୍ଟ ୧୦.୩୦ ରେ ହସ୍ପିଟାଲ ରେ ଦେଖାଇଲା । ମାତ୍ର ଆଉ ଆସିଲା ନାହିଁ କି ରିପୋର୍ଟ କିଛି ଆଣିଲେ ନାହିଁ । ମାତ୍ର ସେ ଡାକ୍ତର ଙ୍କର ଯେହେତୁ ରେଗୁଲାର ପେସେଣ୍ଟ ଥିଲେ ଏଣୁ ସେ ନିଜ ତରଫରୁ କଲ କରିଲେ । କିନ୍ତୁ ସେ କଲ ମଧ୍ୟ ରିସିଭ କରିଲେ ନାହିଁ । ଏହାପରେ ସେ କଲ କରି କହିଲା ଯେ ମାଡାମ ମୁଁ ଆଜି ଆଉ ଅଲ୍ଟ୍ରାସାଉଣ୍ଡ କରି ପାରିବି ନାହିଁ । ବର୍ଷା ହେଉଛି ପେନ ମଧ୍ୟ ଅଧିକ ହେଉନାହିଁ ମୁଁ କାଲି ଅଲ୍ଟ୍ରାସାଉଣ୍ଡ କରିବି ।

ଏହାପରେ ପୁଣି ସେ ଆଉ ଥରେ କଲ କରିଲେ, ଏବଂ କହିଲେ ମାଡାମ ଜୋରରେ ପେନ ହେଲାଣି । ଏହାପରେ ମାଡାମ କହିଲେ ଯେ ଠିକ ଅଛି ତୁମେ ହସ୍ପିଟାଲ ଜାଅ । ମାତ୍ର ସେ କହିଲା ଯେ ନା ନା ମୁଁ ଆପଣଙ୍କ ପାଖରେ ଦେଖାଇବି । ମାତ୍ର ସେତେବେଳକୁ ସ୍ଥିତି ଗମ୍ଭୀର ହୋଇଗଲାଣି ଏବଂ ଛୁଆ ତା ଭିତରେ ଝାଡା କରିଦେଇଛି ।

ଏହା ପରେ ଡାକ୍ତର କହିଲେ ଯେ ସ୍ଥିତି ବହୁତ ଗମ୍ଭୀର ହୋଇଗଲାଣି ତ ତୁରନ୍ତ ସର୍ଜରୀ ଦରକାର । ମାତ୍ର ରୋଗୀ କହିଲେ ଯେ ମାଡାମ ଆପଣଙ୍କ ପାଖରେ କରାଇବି । ଏହାପରେ ସମସ୍ତ ପ୍ରିକେସନ ତଥା ଇଂଜେକସନ ଦେଇ ମାଡାମ ତାଙ୍କ ଅପରେସନ କରିଲେ ।

କିନ୍ତୁ ବେବି ର ଅବସ୍ଥା ଗୁରୁତ୍ଵର ଥିଲା ଏବଂ ଆଇସିୟୁରେ ରଖିବାର ୨ ଦିନ ପରେ ତାହାର ମୃ-ତ୍ୟୁ ହୋଇଗଲା । ତେବେ ଏଠାରେ ଭୁଲ କାହାର ? ପେସେଣ୍ଟ ର ନା ଡାକ୍ତର ର ବୋଲି ପ୍ରଶ୍ନ ପଚାରିଛନ୍ତି ମହିଳା ଡାକ୍ତର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *