ରାଶିଫଳ 9 ସେପ୍ଟେମ୍ବର 2020- ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ହେବ ଧନପ୍ରାପ୍ତି

ଆଜି 9 ସେପ୍ଟେମ୍ବର 2020 ବୁଧବାର । ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ମନରେ ବହୁତ ଶୀଘ୍ର ପରିବର୍ତ୍ତନ ଆସିବ ଯାହାଦ୍ୱାରା ଆପଣଙ୍କ ମନ କିଛି ଦୁଗ୍ଧାଯୁକ୍ତ ରହିବ । ଆପଣଙ୍କ କାମରେ ଲୋକମାନେ ବହୁତ ଖୁସି ହେବେ । ଚାକିରିରେ ଆପଣଙ୍କୁ ଝଗଡା ଦେଖିବା ପାଇଁ ମିଳିବ । ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ପାଇଁ ଆଜିର ଦିନ ଲାଭକାରୀ ଅଟେ । କୌଣସି କଥାକୁ ନେଇ ବାପା କିମ୍ବା ଭାଇଙ୍କ ସହିତ ମତଭେଦ ହୋଇ ପାରେ । ଯଦି କୌଣସି ଯୋଜନାରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତାହେଲେ ଭାଗ୍ୟର ସମ୍ପୂର୍ଣ ସାଥ ମିଳିବ । ଆପଣଙ୍କୁ ଦୂରରୁ ଶୁଭ ଖବର ମିଳିପାରେ ।

ବୃଷ

ଆଜି ଅତ୍ୟଧିକ କାମ କାରଣରୁ ଅଯୋଥା ଚିନ୍ତା ହୋଇ ପାରେ କିନ୍ତୁ ଆପଣ ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ, ଦିନର ଶେଷ ପର୍ଯ୍ୟନ୍ତ ସବୁ କିଛି ଠିକ ହୋଇ ଯିବ । କଷ୍ଟର ସାମନା କରିବାକୁ ପଡିପାରେ । ନିଜ କାର୍ଯ୍ୟ କ୍ଷେତ୍ରରେ ଶୁଭ ସମାଚାର ମିଳିପାରେ । ଯାତ୍ରା କରିବାର ଆୟୋଜନ କରିବେ । ବିବାହିତ ଯୋଡି ପାରିବାରିକ ପ୍ରତିବନ୍ଧତାରେ ବ୍ୟସ୍ତ ରହିବେ । ସନ୍ଧ୍ୟା ସମୟରେ କୌଣସି ପ୍ରିୟ ବନ୍ଧୁ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରନ୍ତି । ସମୃଦ୍ଧି ପାଇଁ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ମିଥୁନ

ଆଜି ଆପଣ ନିଜ କାମ ପ୍ରତି ସମ୍ପୂର୍ଣ ଭାବରେ ସଚ୍ଚୋଟ ରହିବା ସହିତ ନିଜ କାମ ଉପରେ ଧ୍ୟାନ ରଖି ପାରିବେ । ଆପଣ କିଛି ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରି ପାରନ୍ତି । ଅନ୍ୟ ପାଇଁ ଖରାପ ଚିନ୍ତା କରିବା ମାନସିକ ଚିନ୍ତା ବଢାଇ ଦେଇ ପାରେ । ଏପରି ବିଚାର କରନ୍ତୁ ନାହିଁ କାରଣ ଏହା ସମୟକୁ ନଷ୍ଟ କରିଥାଏ । ପରିସ୍ଥିତିରୁ ବାହାରିବା ପାଇଁ ଆଉ କିଛି ସମୟ ଦରକାର ଅଟେ । ନିଜ ଇଛା ଉପରେ ନିୟତ୍ରଣ ରଖନ୍ତୁ ।

କର୍କଟ

ଆଜି ଶତ୍ରୁ ଏବଂ ପ୍ରତିଯୋଗୀ ମାନଙ୍କ ପାଇଁ ଆପଣଙ୍କୁ ସମସ୍ୟା ହେବ । ଯଦି ଆପଣଙ୍କ ପାଇଁ କେହି କଷ୍ଟରେ ଥାନ୍ତି ତାହେଲେ ତାଙ୍କୁ ସେହି କଷ୍ଟରୁ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ । ରୋଜଗାରେରେ ଭଲ ସୁଯୋଗ ମିଳିବ । କାହା ପାଖରୁ ଆପଣ କିଛି ଆଶା ରଖନ୍ତୁ ନାହିଁ, ଯାହା ବି କାମ ଅଛି ତାହାକୁ ନିଜେ କରନ୍ତୁ । ଆପଣ ନିଜ ଲାଭକୁ ଦେଖି କାହାର କ୍ଷତି କରନ୍ତୁ ନାହିଁ । ପ୍ରେମ ଜୀବନ ଭଲ ରହିବ । କିଛି ସମୟ ଶାନ୍ତିପୂର୍ଣ ଭାବରେ ଅତିବାହିତ କରିବେ ।

ସିଂହ

ଆଜି ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଧାର୍ମିକ କାମରେ ପୁରା ଭଲ ମନରେ ସହଯୋଗ କରିବେ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବ । ଚାକିରି ପରିବର୍ତ୍ତନ କରିବାର ବିଚାର ଆପଣଙ୍କ ମନରେ ରହିବ । ଆପଣଙ୍କ ପ୍ରିୟ ସମ୍ପର୍କୀୟ କିମ୍ବା ବନ୍ଧୁ ରୋଜଗାର ପାଇଁ ସାହାଯ୍ୟ ନେଇ ପାରନ୍ତି । ଜୀବନସାଥିଙ୍କ ସାଥ ମିଳିବ । ଆର୍ଥିକ ସ୍ଥିତି ଏବଂ ଖର୍ଚରେ ଭଲ ସନ୍ତୁଳନ ରହିବ । ଆପଣ ଖର୍ଚି ବୋଲି ପ୍ରମାଣିତ ହୋଇ ପାରନ୍ତି ।

କନ୍ୟା

ଆଜି ଆପଣଙ୍କର ପାରିବାରିକ ସ୍ଥିତି ଠିକ ରହିବ । ବାଦ ବିବାଦ ସମାଧାନ ହୋଇ ଯିବ । ନ ମାଗି ମଧ୍ୟ ସାହାଯ୍ୟ ମିଳିବ । ଆଜି କୌଣସି କର୍ଜ କରନ୍ତୁ ନାହିଁ । କୌଣସି ବି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ । ଆପଣ ଗାଡି ମଧ୍ୟ କିଣି ପାରନ୍ତି । ଏକ ସ୍ମରଣୀୟ ଯାତ୍ରା ହେବାର ସମ୍ଭାବନା ଅଛି । ପାରିବାରିକ ଜୀବନ ସୁଖମୟ ରହିବ । ଆପଣ ନିଜ ବିରୋଧୀ ମାନଙ୍କ ଉପରେ ବିଜଯ ହାସଲ କରିବେ ।

ତୁଳା

ଆଜି ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ରହିବ । ଯାତ୍ରା କରିବାର ଯୋଗ ଅଛି । ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଜିର ଦିନ ବହୁତ ଭଲ ରହିବ । ଆପଣଙ୍କୁ ନିଜ ପରିବାରର କୌଣସି ଛୋଟ ସଦସ୍ୟଙ୍କ ବିବାହର ଖର୍ଚ ଉଠାଇବା ପାଇଁ ପଡିପାରେ । ନିଜ କାମ ପାଇଁ ଆପଣଙ୍କୁ ଲଗାତାର ଯାତ୍ରା କରିବାକୁ ପଡିପାରେ । ଶୈକ୍ଷିକ କାମରେ ସଫଳତା ମିଳିବ । ଆପଣ ଭୁଲ କରି ପାରନ୍ତି ଏବଂ ଏହାକୁ ଆପଣ ସ୍ଵୀକାର ଆରିବାରେ କୌଣସି ଭୁଲ ନାହିଁ ।

ବିଛା

ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ । ଅଧିକ ପରିଶ୍ରମ ପାଇଁ ସାମାନ୍ୟ ପରିଣାମ ମିଳିବ । ବ୍ୟବସାୟ ସାମାନ୍ୟ ରହିବ । ଆପଣଙ୍କ ମାନଙ୍କ ମଧ୍ୟରୁ କେତେକ ଲୋକ ନୂଆ କ୍ଷେତ୍ରକୁ ଯିବା ପାଇଁ ଏକ ସୁଯୋଗ ପାଇବେ ଏବଂ ଆପଣ ଆପଣଙ୍କ ଉଦ୍ୟମରେ ସଫଳ ମଧ୍ୟ ହେବେ । ଆପଣଙ୍କ ଚିନ୍ତା ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଚିକିତ୍ସା କ୍ଷେତ୍ର ସହିତ ଯୋଡି ହୋଇ ଥିବା ଲୋକଙ୍କୁ ନୂଆ ସୁଯୋଗ ମିଳିବ । ହଠାତ ଅଧିକ ଖର୍ଚ ହେବାର ସମ୍ଭାବନା ଅଛି । ଖୁସି ଖବର ମିଳିବ । ବେରୋଜଗାର ଯୁବକ ମାନଙ୍କୁ ଚାକିରି ମିଳିପାରେ । ଆପଣ ବହୁତ ଶୀଘ୍ର ଅଗ୍ରଗତି କରି ଆଗକୁ ବଢିବେ ।

ଧନୁ

ଆଜି ଆପଣଙ୍କ କାମରେ ଉର୍ଣ୍ଣତି ହେବ । ଆଜିର ଦିନ ଆପଣଙ୍କ ପାଇଁ କିଛି ସୁଯୋଗ ବାହାର କରିବ । ଜୀବନ ପାଇଁ କିଛି ଅନୁକୂଳ ସମୟ ଆପଣଙ୍କୁ ବାହାର କରିବାକୁ ପଡିବ । ଜୀବନସାଥୀ ବାହାରକୁ ବୁଲିବାକୁ ଯିବା ପାଇଁ ଆପଣଙ୍କ ପାଖରେ ଦାବି କରି ପାରନ୍ତି ଏବଂ ଆପଣଙ୍କୁ ଏହି ଦାବି ନିହାତି ପୂରଣ କରିବାକୁ ପଡିବ । ଯେଉଁ କ୍ଷେତ୍ରରେ ଚେଷ୍ଟା କରିବେ ସେଥିରେ ଆପଣଙ୍କୁ ସମ୍ପୂର୍ଣ ସଫଳତା ମିଳିପାରେ । ଆପଣଙ୍କ ପାରିବାରିକ ସମସ୍ୟା ଶେଷ ହେବ । ପୁରୁଣା ବାଦ ବିବାଦର ଫଳ ଆପଣଙ୍କ ପକ୍ଷରେ ଆସିବ । ଆଗାମୀ ଦିନରେ ଆପଣଙ୍କର ଲଟ୍ରି ମଧ୍ୟ ଲାଗିପାରେ ।

ମକର

ଆଜି ଆପଣଙ୍କର ନୀତିଦିନ କାମରେ କିଛି ବାଧା ଆସିପାରେ । ଜୀବନସାଥିଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ନିଜେ ଭାବି ଥିବା କାମ ହଠାତ ବିଗିଡି ଯାଇପାରେ । ବାଦ ବିବାଦରେ ଠାରୁ ଦୂରେଇ ରୁହନ୍ତୁ । ଧାନ ସଞ୍ଚୟ କରିବେ । କାହା ଧନ ପ୍ରତି କୌଣସି ଧାରଣା ରଖନ୍ତୁ ନାହିଁ ଖାସ କରି ଆପଣଙ୍କ ସାଥି କିମ୍ବା କୌଣସି ପାଖ ଲୋକଙ୍କର । ଆର୍ଥିକ ମାମଲାରେ ଆପଣଙ୍କୁ ସଂଯମ ରଖିବାକୁ ହେବ ଏବଂ କୌଣସି ନୂଆ ପ୍ରତିବଦ୍ଧତା ପୂର୍ବରୁ ଦୁଇ ଥର ଚିନ୍ତା କରିବା ଉଚିତ ।

କୁମ୍ଭ

ଆଜିର ଦିନ ଆପଣଙ୍କ ପାଇଁ ଶକ୍ତିରେ ଭରା ରହିବ । ବେପାରରେ ସଫଳତା ମିଳିବ । ବନ୍ଧୁଙ୍କ ଠାରୁ ଭରପୁର ସହଯୋଗ ଆପଣଙ୍କୁ ମିଳିପାରେ । କୌଣସି ବି କାମ କରିବା ପୂର୍ବରୁ ସକାରାତ୍ମକ ରୁହନ୍ତୁ ନହେଲେ ଆପଣଙ୍କ କାମ ଅଟକି ଯାଇ ପାରେ । ପୁରୁଣା ଅଟକି ଥିବା କାମ ଶେଷ ହୋଇ ପାରେ । ଆଜି ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସହିତ ଖାଇବାର ଆନନ୍ଦ ନେବେ । ଘରେ ଏବଂ ପରିବାରରେ ଖୁସି ରହିବ । ସମ୍ପର୍କୀୟଙ୍କ ଠାରୁ କୌଣସି ବଡ ଉପହାର ଆପଣଙ୍କୁ ମିଳିବ ।

ମୀନ

ଏହି ରାଶି ପାଇଁ ଆଜିର ଦିନ ବିଶେ ରୂପରେ ବହୁତ ଭଲ ଅଟେ । ଆପଣ ନିଜର କିଛି ନୂଆ କାମ ଆରମ୍ଭ କରି ପାରନ୍ତି । ବହୁତ ଦିନ ଧରି ଆପଣଙ୍କର କୌଣସି ଅଧୁରା କାମ ପୁରା ହୋଇ ପାରେ । ନିଜ ସମ୍ପର୍କୀୟଙ୍କ ଠାରୁ ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ ଯାହା ଆପଣ କେବେ ଭାବି ନଥିବେ । ଆପଣଙ୍କ ସାଥି ଆପଣଙ୍କ ସହିତ ରହିବେ । କୌଣସି ବଡ କାମ କରିବା ପୂର୍ବରୁ ଆପଣଙ୍କ ଜୀବନସାଥୀଙ୍କ ପରାମର୍ଶ ନିହାତି ନିଅନ୍ତୁ । ସ୍ୱାସ୍ଥ୍ୟ ସହିତ ଯୋଡି ହୋଇ ଥିବା ସବୁ ପ୍ରକାରର ସମସ୍ୟା ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *