ରାଶିଫଳ 6 ଏପ୍ରିଲ 2020, ଆଜି ମହଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଉନ୍ନତି

ରାଶିଫଳର ଆମ ଜୀବନରେ ବହୁତ ମହତ୍ଵ ଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଏବଂ ଭବିଷ୍ୟତ ବିଷୟରେ ସୂଚନା ମିଳିଥାଏ । ଗ୍ରହ ନକ୍ଷେତ୍ରଙ୍କ ଚଳନର ଆଧାରରେ ରାଶିଫଳ ପ୍ରସ୍ତୁତ କରାଯାଇ ଥାଏ । ଏଥିପାଇଁ ଆମ ଜୀବନରେ ସବୁବେଳେ ସମାନ ସମୟ ଚାଲି ନଥାଏ । ଆଜି ସୋମବାର ୬ ଏପ୍ରିଲ ଦିନ ଆପଣଙ୍କ ପାଇଁ କେମିତି ରହିବ, ଏହା ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ମନ ସକାରାତ୍ମକ ରେ ଭରପୁର ରହିବ । ଏହି ରାଶିର ବ୍ୟକ୍ତି ଙ୍କର କାର୍ଯ୍ୟକ୍ରମ ଏବଂ ବେପାରରେ ଉର୍ଣ୍ଣତି ନିହାତି ପ୍ରାପ୍ତ ହେବ । ସନ୍ତାନଙ୍କ ଠାରୁ ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । କୌଣସି ବି ଯୋଜନା କରିବା ପୂର୍ବରୁ ଆପଣଙ୍କ ପରିବାରର ବଡ ତଥା ବୃଦ୍ଧା ଲୋକଙ୍କ ଠାରୁ ରାୟ ନେବା ଆପଣଙ୍କ ପାଇଁ ବହୁତ ଜରୁରୀ ହେବ । ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ବହୁତ ବଡ ଅବସର ପ୍ରାପ୍ତ ହେବ । ଏହାର ଲାଭ ଉଠାନ୍ତୁ । ଗର୍ଭବତୀ ମହିଳାଙ୍କ ପାଇଁ ଭଲ ଦିନ ନୁହେଁ ।

ବୃଷ

ଆଜି କାହା ସହିତ ଝଗଡା ହୋଇପାରେ । ଆର୍ଥିକ ସ୍ଥିତି ମଝବୁତ ରହିବ, ଖାସକରି ଚାକିରି କରିଥିବା ଲୋକଙ୍କୁ ଭଲ ଲାଭ ମିଳିବାର ଯୋଗ ରହିଛି । କଥା ଉପରେ ସଂଯମ ରଖନ୍ତୁ । ବେପାରରେ ଧନ ଲାଭର ଯୋଗ ରହିଛି । ବେପାରୀ ଲୋକଙ୍କ ପାଇଁ ସମୟ ଉତ୍ତମ ରହିବ । ସରକାରୀ କାମରେ ଆପଣଙ୍କୁ ସଫଳତା ମିଳିବ । ଲମ୍ବା ସମୟ ଧରି ଅଟକି ଥିବା କାମ ପୁରା ହେବାକୁ ଲାଗିବ । ଆପଣ ନିଜକୁ ଶକ୍ତି ଦ୍ଵାରା ଭରପୁର ଅନୁଭବ କରିବେ ।

ମିଥୁନ

ଆଜି ଆପଣ କୌଣସି ବି ପ୍ରକାରର ଟେନସନ ନିଅନ୍ତୁ ନାହିଁ । ଚାକିରିର ଖୋଜ ଶେଷ ହୋଇପାରେ । ଆପଣଙ୍କୁ କିଛି ଭଲ ଚାକିରି ମିଳିପାରେ । ହଠାତ ଅଧିକ ପରିମାଣରେ ଧନ ପ୍ରାପ୍ତି ହୋଇପାରେ । ଫାଲ୍ତୁ ବିବାଦରେ ପଶିବା ଦ୍ଵାରା ଆପଣଙ୍କର ପଇସା ଏବଂ ସମୟ ଖରାପ ହୋଇପାରେ । ମହତ୍ବପୂର୍ଣ ଲୋକଙ୍କ ସହିତ କଥା ହେବା ସମୟରେ ନିଜ ଶବ୍ଦକୁ ଭଲ ଭାବରେ ବାଛନ୍ତୁ । ଆପଣଙ୍କର ସବୁ ବିଗିଡି ଥିବା କାମ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ଦ୍ଵାରା ହୋଇଯିବ ।

କର୍କଟ

ଶିକ୍ଷା କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ବହୁତ ସାରା କାମର ବୋଝ ରହିବାର ସମ୍ଭାବନା ଅଛି, ଯାହାଦ୍ୱାରା ଆପଣ ନିଜ ଲକ୍ଷ ବିହୀନ ହୋଇଯାଇ ପାରନ୍ତି । କିଛି ନୂଆ କାମ ଆପଣ ଆରମ୍ଭ କରି ପାରନ୍ତି । ବେପାର କରୁଥିବା ଲୋକଙ୍କ ପାଇଁ ଏହି ସମୟ ନୂଆ ଲୋକଙ୍କ ସହିତ ଆପଣଙ୍କର ଦେଖା ହେବ । କିଛି ଏମିତି କଥା ବା ପରିସ୍ଥିତି ଆପଣଙ୍କ ସାମନାକୁ ଆସିପାରେ, ଯାହାଦ୍ୱାରା ଆପଣଙ୍କର ଭାବନା ବଦଳି ଯିବ । ଏହି ପରିବର୍ତନ ଆପଣଙ୍କ ପାଇଁ ଶୁଭ ଫଳ ରହିବ ।

ସିଂହ

ଆଜି କୌଣସି ବଡ ନିସ୍ପତି ନେବା ପୂର୍ବରୁ ଆପଣଙ୍କୁ ନିଜ ଜୀବନ ସବନ୍ଧିତ ଯୋଜନା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ହେବ । ଆଖି ରୋଗ ଆଜି ଏକ ସମସ୍ୟା ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ହଠାତ ପରିବର୍ତନ ର ଯୋଗ ରହିଛି । ଆପଣଙ୍କର ହଜି ଯାଇଥିବା ସାଙ୍ଗ ଆପଣଙ୍କୁ ପୁଣି ଥରେ ମିଳିବେ । କିଛି ମତଭେଦ ଆପଣଙ୍କୁ ଚିଡଚିଡା ଏବଂ ଅସ୍ଥିର କରିପାରେ ।

କନ୍ୟା

ଏହି ରାଶିର ଲୋକ ପଇସା ଦେବା ନେବାରେ ସାବଧାନ ରହିବେ, ଅନ୍ୟଥା ହାନି ହୋଇପାରେ । ଯେଉଁ ଲୋକଙ୍କ ବେପାର ଚାଲୁ ନାହିଁ ତାହା ଚାଲିବ ଏବଂ ଯାହାକୁ ଚାକିରି ମିଳୁ ନାହିଁ ତାଙ୍କୁ ଜଲ୍ଦି ହିଁ ମିଳିବାକୁ ଯାଉଛି । ହଠାତ ଯାତ୍ରା କାରଣରୁ ଆପଣ ଚିନ୍ତାର ଶିକାର ହୋଇ ପାରନ୍ତି । ଛାତ୍ର ମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଆସିବାକୁ ଯାଉଛି । ଯେଉଁ ଲୋକ ବହୁତ ଦିନରୁ ଚିନ୍ତାରେ ଅଛନ୍ତି ସେହି ଲୋକଙ୍କର ଚିନ୍ତା ଦୂର ହେବ । ସାଙ୍ଗ ଏବଂ ଭଲପାଇବା ପାଇଁ ଆପଣଙ୍କୁ ତ୍ୟାଗ କରିବାକୁ ପଡିପାରେ ।

ତୁଳା

ଆଜି ଆପଣଙ୍କୁ ନିଜର ସତ ଭଲପାଇବା ମିଳିବ ଆପଣ ଦୃତ ଗତିରେ ପ୍ରଗତି କରିବା ସମୟରେ ସଫଳତାର ନୂଆ କୀର୍ତିମାନ ସ୍ଥାପନ କରିବେ । ଯଦି ଆପଣ ଥଣ୍ଡା ମତିଷ୍କରେ କାମ କରୁଥାନ୍ତି ତାହେଲେ ଆପଣଙ୍କ ମତିଷ୍କ ଶାନ୍ତ ରହିବ ଏବଂ ସବୁ କାମକୁ କରିବାରେ ଆପଣଙ୍କର ମନ ଲାଗିବ । ଶେୟାର ବଜାରରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ହେବ । ଦାମ୍ପତ୍ୟ ଜୀବନରେ ଖୁସୀ ଆସିବ ।

ବିଛା

ଆଜି ଧନ କମି ଦୂର ହେବ । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଭଲ ସମ୍ପର୍କ ରହିବ ଏବଂ ଘରେ ଖୁସିର ବାତାବରଣ ରହିବ । ଆଜି ମିତ୍ର ଏବଂ ସାଙ୍ଗ ମାନଙ୍କ ସହିତ ଦେଖା ହୋଇ ପାରେ । ସମାଜରେ ମାନ ସଂମ୍ମାନ ବଢିବ ଏବଂ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ ହେବ । ଆପଣଙ୍କ ଜୀବନର ଖରାପ ସମୟର ଶେଷ ହେବ ଏବଂ ଖୁସି ଆସିବ । ଆପଣଙ୍କର ସବୁ ବିଗିଡି ଯାଇଥିବା କାମ ପୁରା ହେବ । ଆପଣ ସଫଳତାର ନୂଆ କୀର୍ତିମାନ ସ୍ଥାପନ କରିବେ ।

ଧନୁ

ଆଜି ଆପଣଙ୍କର କୌଣସି ଏମିତି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଜୀବନ ବଦଳି ଯିବ । ଅଧିକ ତଥା ଲମ୍ବା ଯାତ୍ରା କରିବା ସମୟରେ ଆପଣଙ୍କୁ ଟିକେ ଥକାପଣ ଅନୁଭବ ହେଇପାରେ କିନ୍ତୁ ଏହି ଥକାପଣ ଜଲ୍ଦି ଦୂର ହୋଇଯିବ । ଯାତ୍ରା ଆପଣଙ୍କ ପାଇଁ ଆନନ୍ଦଦାୟକ ଏବଂ ବହୁତ ଲାଭକାରୀ ହେବ । ଆପଣଙ୍କ ଠାରୁ ବଡ ଲୋକମାନେ ଆପଣଙ୍କ କଥାକୁ ଠିକ ଭାବେ ବୁଝିପାରିବେ ନାହିଁ । କିନ୍ତୁ ଧର୍ଯ୍ୟ ରଖନ୍ତୁ, ଜଲ୍ଦି ସେ ଆପଣଙ୍କ କଥାକୁ ବୁଝି ପାରିବେ ।

ମକର

ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନିଜର ଦୈନିକ ଜୀବନରେ ଅପାର ସଫଳତା ମିଳିବାର ଯୋଗ ଦେଖିବାକୁ ମିଳୁଛି । ଖାସ ସମୟରେ ଆପଣଙ୍କ ଉପରକୁ ଆସିବାକୁ ଥିବା ସବୁ ପ୍ରକାରର ସମସ୍ୟା ଦୂର ହେବ । ଆପଣଙ୍କୁ ଆପଣଙ୍କର ଶତ୍ରୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରି ପାରନ୍ତି । ପ୍ରେମିକା ଙ୍କ ଠାରୁ କିଛି ଖାସ ଉପହାର ମିଳିବାର ବି ସମ୍ଭାବନା ଅଛି । ଆର୍ଥିକ ପାଇଁ ଏହି ସମୟ ଜବରଦସ୍ତ ରହିବ ।

କୁମ୍ଭ

ଆଜି ଆପଣଙ୍କୁ ଆପଣଙ୍କ ରାଗ ଉପରେ ନିୟତ୍ରଣ ରଖିବାର ଆବଶ୍ୟକତା ଅଛି । ଆପଣଙ୍କ ରାଗ ଆପଣଙ୍କର ହୋଇଥିବା କାମକୁ ବି ବିଗାଡି ପାରେ । ଆପଣଙ୍କୁ ଜଲ୍ଦି କୌଣସି ସରକାରୀ ଚାକିରି ମିଳିପାରେ । ଆପଣ ପାରିବାରିକ ସମସ୍ୟାରେ ଫାଶୀ ନିଜର ଭଲପାଇବା କୁ ଧ୍ୟାନ ଦେଇ ପାରିବେ ନାହିଁ । କୌଣସି ବ୍ୟକ୍ତି ଙ୍କ ସହିତ ଦେଖା ହୋଇପାରେ, ଯାହା ଭଲପାଇବାରେ ବଦଳି ଯାଇ ପାରେ ।

ମୀନ

ଆଜି ଆପଣଙ୍କର ଶତ୍ରୁ କମଜୋର ରହିବେ । ପ୍ରତିଦୋନ୍ଦି ରେ କାରବାରରେ ବୃଦ୍ଧି ହେବ, ଲାଭରେ ବୃଦ୍ଧି ହେବ । କୌଣସି ରୋମାଣ୍ଟିକ ଜାଗାକୁ ଯିବା ପୂର୍ବରୁ ଆପଣଙ୍କ ଜୀବନସାଥୀ ଙ୍କ ରାୟ ନେବା ଆପଣଙ୍କ ପାଇଁ ଭଲ ହେବ । ଆର୍ଥିକ ମାମଲାରେ ଅଧିକ ସାବଧାନୀ ହେବା ନିହାତି ଦରକାର । ଶତ୍ରୁଙ୍କ ସହିତ ଆପଣଙ୍କର ମିତ୍ରତା ହେବ । ସାଙ୍ଗ ଏବଂ ପରିବାର ସହିତ ମଜାଦାର ସମୟ କାଟିବେ । ଖରାପ ସାଙ୍ଗ ଏବଂ ସ୍ଵାର୍ଥୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଏଥିରେ ଆପଣଙ୍କର ଭଲ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *