ରାଶିଫଳ 20 ଏପ୍ରିଲ 2020, ଭୋଲେନାଥଙ୍କ ଆଶୀର୍ବାଦରୁ ବଦଳିଯିବ ଏହି ୭ଟି ରାଶିର ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ଅଟେ । ଦୈନିକ ରାଶିଫଳକୁ ବାହାର କରିବା ସମୟରେ ପାଞ୍ଜିର ଗଣନା କରାଯାଇଥାଏ । ଏହି ଦୈନିକ ରାଶିଫଳ ରେ ୧୨ଟି ରାଶିର ଆଜିର ଦିନରେ କଣ ଘଟିବାକୁ ଯାଉଛି ବିଷୟରେ କୁହାଯାଇ ଥାଏ । ଯାହାକୁ ପଢି ଆପଣଙ୍କର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜି ଦିନରେ କିଛି ରାଶିର ଭାଗ୍ୟ ବଦଳିବା ସହିତ ବହୁତ ଧନ ଲାଭ ହେବ । ତାହେଲେ ଆସନ୍ତୁ ଜାଣିବା ଆଜିର ସଂପୂର୍ଣ୍ଣ ରାଶିଫଳ ବିଷୟରେ ।

ମେଷ

ଏହି ରାଶିର ଲୋକଙ୍କ ପାଇଁ ଆଜି ନୂଆ ଆୟର ବୃଦ୍ଧି ହେବା ସହିତ ପଇସା ଦେବା ନେବା କରିବା ପାଇଁ ଦିନଟି ଭଲ ଅଛି । ନିବେଶ ଲାଭକାରୀ ପ୍ରମାଣିତ ହେବ । ଆଜି ଆପଣ ନିଜ ଆଖପାଖର ଲୋକଙ୍କ ସହିତ ମିଶିବା ପାଇଁ ସମୟ ବାହାର କରି ପାରନ୍ତି । ଆଜି କୌଣସି ନୂଆ ଲୋକଙ୍କ ସହିତ ସମ୍ପର୍କ ଆରମ୍ଭ ହୋଇ ପାରେ । ପୁରୁଣା ବନ୍ଧୁଙ୍କ ସହିତ ଭଲ ସମୟ କାଟିବେ । କୌଣସି ଅପ୍ରିୟ ଘଟଣାର ସାମାନା କରିବାକୁ ପଡି ପାରେ ।

ବୃଷ

ଆଜି କାର୍ଯ୍ୟକ୍ଷେତ୍ରରେ ଅଧିକ କାମର ଚାପ ପଡିବ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଧନ ଲାଭ ପ୍ରତି ଲୋଭ ଛାଡି ପୁଞ୍ଜି ନିବେଶ କରନ୍ତୁ । ଆପଣଙ୍କୁ କିଛି ଖୁସି ଖବର ମିଳିବ । କୌଣସି ଭଲ କାମ କରିବା ପାଇଁ କିଛି ଦାନ କରନ୍ତୁ । ସମ୍ପର୍କୀୟ ଙ୍କ ଠାରୁ ଦୂରକୁ ଯିବାର ସମ୍ଭାବନା ଅଛି । ଚାକିରି ରେ ନୂଆ ଦାୟିତ୍ଵ ମିଳିବ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇ ପାରେ ।

ମିଥୁନ

ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମହିଳା ବନ୍ଧୁଙ୍କର ସହଯୋଗ ମିଳିବ । ମାନ ସଂମ୍ମାନ ରେ ବୃଦ୍ଧି ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ମାନସିକ ଶାନ୍ତି ରହିବ । ନୂଆ ଗାଡି କିଣିବାର ସମ୍ଭାବନା ଅଛି । କୌଣସି ପୁରୁଣା ରୋଗ ବଢିପାରେ । ଯେଉଁ ବ୍ୟକ୍ତି ନୂଆ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଆଜି ଚାକିରି ମିଳିଯାଇ ପାରେ । ଆବଶ୍ୟକ ନଥିବା ଖର୍ଚ କରନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ହେବ ।

କର୍କଟ

ଆଜି ଆପଣଙ୍କୁ ଧନ ସହିତ କିଛି ଉପହାର ମିଳିବ । ଦାମ୍ପତ୍ୟ ଜୀବନ ବହୁତ ଖୁସିରେ କଟିବ । ବ୍ୟବସାୟ ପାଇଁ ରାଗରେ କିଛି ବି ନିଷ୍ପତ୍ତି ନିଅନ୍ତୁ ନାହିଁ । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଅଳ୍ପ ସମୟ ପାଇଁ ଝଗଡା ହୋଇ ପାରେ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ମନ ଲାଗିବ ନାହିଁ । ମହିଳା ମାନେ ନିଜର ଦୈନଦିନ କାମରେ ପରିବର୍ତ୍ତନ କରନ୍ତୁ ଆପଣଙ୍କ ପାଇଁ ବହୁତ ଭଲ ହେବ । ଶାରୀରିକ, ମାନସିକ ଏବଂ ଆର୍ଥିକ ଦୃଷ୍ଟିରୁ ଆଜିର ଦିନ ଆପଣଙ୍କ ପାଇଁ ଭଲ ଅଛି ।

ସିଂହ

ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ଖୁସି ରହିବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ନିଜ କଥା ଉପରେ ନିୟତ୍ରଣ ରଖନ୍ତୁ । ଆପଣଙ୍କ ଶତ୍ରୁ ଆଜି ପରାସ୍ତ ହେବେ । ଆପଣ ଲଗାତାର ପରିଶ୍ରମ କରିବା ଦ୍ଵାରା ନିଜର ଲକ୍ଷ ପାଇ ପାରିବେ । ଭୂମି ସବନ୍ଧିତ କାର୍ଯ୍ୟ କରିବେ । ଉର୍ଣ୍ଣତି ର ରାସ୍ତା ଚଉଡା ରହିବ । ନୂଆ କାମ କରିବା ପାଇଁ ପ୍ରେରିତ ହେବେ । ଭୌତିକ ସୁଖ ସୁବିଧାର ଅଭାବ ରହିବ ।

କନ୍ୟା

ଆଜି ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ବୁଦ୍ଧିର ସହିତ ସବନ୍ଧରେ ସକରାତ୍ମକତା ବଢିବ । ଆଜି ଆପଣଙ୍କ ଦିନତି ବହୁତ ଭଲରେ କଟିବ । ନୂଆ ବ୍ୟବସାୟରେ ଆପଣଙ୍କର ସ୍ଥିତି ଦୃଢ ହେବ । କିଛି ନୂଆ ପୋଷାକ କିଣିବା ଦ୍ଵାରା ଆପଣ ବହୁତ ଖୁସି ହେବେ । ବନ୍ଧୁଙ୍କ ସହିତ ଦିନର ଆନନ୍ଦ ନେବେ । ଅଧିକାରୀ ଆପଣଙ୍କ କାମରେ ଖୁସି ହୋଇ ଆପଣଙ୍କୁ କିଛି ବଡ ଦାୟିତ୍ଵ ଦେଇ ପାରନ୍ତି । ବ୍ୟବସାୟରେ ନିବେଶ କରିବା ଆପଣଙ୍କ ପାଇଁ ଲାଭ ହେବ ।

ତୁଳା

ଆଜି ଆର୍ଥିକ ଚିନ୍ତାରୁ ମୂକତି ପାଇବା ପାଇଁ ନିଜର ପୂର୍ବ ନିର୍ଧାରିତ ବଜେଟ ଠାରୁ ଦୂରେଇ ଯାଆନ୍ତୁ ନାହିଁ ନହେଲେ ନୂଆ କାମ କରିବା ପାଇଁ ତାହା ସଫଳ ହୋଇ ପାରିବ ନାହିଁ । ଧାର୍ମିକ କାମରେ ସଫଳତା ପାଇବେ । କଠିନ ପରିସ୍ଥିତି ର ସାମନା ବୈଦୁକ ବଳ ଦ୍ଵାରା କରିବାକୁ ପଡିବ । ବୁଝାବଣା ବି କରିବାକୁ ପଡିପାରେ । କୌଣସି ପରିଚିତ ବ୍ୟକ୍ତି ଙ୍କ ସାମନାରେ ଜୀବନସାଥିଙ୍କ ସହିତ କୌଣସି କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡିପାରେ । ଆଳସ୍ୟ ପାଇଁ ପ୍ରଗତିରେ ବାଧା ଆସିପାରେ । ଝଗଡା ଠାରୁ ଦୂରେଇ ରୁହନ୍ତୁ ।

ବିଛା

ଆଜି ବନ୍ଧୁ ଏବଂ ଆପଣାର ଲୋକଙ୍କ ସହିତ ଦିନତି ଖୁସିରେ କଟିବ । ବ୍ୟବସାୟରେ ଲାଭ ମିଳିବ । କୋର୍ଟ କଚେରୀ ମାମଲାରେ କ୍ଷତି ହୋଇ ପାରେ । କୌଣସି ଝଗଡାରେ ପସନ୍ତୁ ନାହିଁ । ବଡ ମାନଙ୍କର ଆଦେଶ ମାନନ୍ତୁ । ହଠାତ ଧନ ଲାଭ ହେବ । ଆଜି ଆପଣ କୌଣସି ପାର୍ଟି ର ଆୟୋଜନ କରି ପାରନ୍ତି । ଯାହାକୁ ଆପଣ ମାନେ ମାନେ ଭଲ ପାଉଛନ୍ତି ତାଙ୍କ ସହିତ ଆଜି ସେହି ବିଷୟରେ କଥା ହୋଇ ପାରନ୍ତି । ନିଜର ଭାବନାକୁ ଚିନ୍ତିତ କରାନ୍ତୁ ନାହିଁ ।

ଧନୁ

ଆଜି ଧାର୍ମିକ କାମରେ ନିଜର ରୁଚି ବଢିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ । ଆପଣଙ୍କୁ କୌଣସି ବ୍ୟକ୍ତି ଧୋକା ଦେଇ ପାରନ୍ତି । ଶୁଭ ଖବର ମିଳିବା ସହିତ ଅଟକି ଥିବା ଧନ ମିଳିବ । ଯାତ୍ରା ବହୁତ ଭଲ ରହିବ । ଆୟରେ ବୃଦ୍ଧି ହେବ । ଅଫିସ କାମକୁ ପ୍ରାଧାନ୍ୟତା ଦେବା ସହିତ ସମୟ ଦେବା ଜରୁରୀ ଅଟେ । ମୌକା ମିଳିଲେ ମଧ୍ୟ ଆପଣ କାହାକୁ ବି ଅସଂମ୍ମାନ କରନ୍ତୁ ନାହିଁ ।

ମକର

ଆଜି ଆପଣଙ୍କର ଅଯୋଥା ଖର୍ଚ ହେବ । ଅନ୍ୟକୁ ଅପେକ୍ଷା କରନ୍ତୁ ନାହିଁ । ପୁରୁଣା ରୋଗ ପୁଣି ବାହାରି ପାରେ । କାମର ଗତି ଧୀର ରହିବ । କିଛି ସାହାସୀକତା ନିଷ୍ପତ୍ତି ସଫଳତା ଦେଇ ପାରେ । ନିଜ ଭିତରେ ହେଉଥିବା ଝଗଡା କୋର୍ଟରେ ପହଞ୍ଚି ପାରେ । ବିଶ୍ଵସ୍ତ ଲୋକ ଧୋକା ଦେଇ ପାରନ୍ତି । ବହୁତ ସମୟ ଧରି ଅଟକି ଥିବା ପ୍ରମୋଶନ ଆଜି ତାହା ଆପଣଙ୍କୁ ମିଳିଯିବ ଯେଉଁଥି ପାଇଁ ଆପଣ ବହୁତ ଖୁସି ହେବେ । ଆପଣ ଭଲ ଶାରୀରିକ ପ୍ରତିରୋଧ ର ଆନନ୍ଦ ନେବେ ।

କୁମ୍ଭ

ଆଜି ଆପଣ ଶାରୀରିକ ଏବଂ ମାନସିକ ଭାବେ ଅସୁସ୍ଥତା ଅନୁଭବ କରିବେ । ନିଜର କଥା ଉପରେ ସଂଯୋଗ ରଖନ୍ତୁ । ଆର୍ଥିକ ଚିନ୍ତା ରହିବ । ସ୍ୱାସ୍ଥ୍ୟ ସବନ୍ଧୀୟ ସମସ୍ୟା ରହିପାରେ । ମନରେ ଖରାପ ଚିନ୍ତାଧାରା ରହିବ । ଭାଇ ମାନଙ୍କର ସହଯୋଗ ମିଳିବ । ନୂଆ ଯୋଜନା ଉପରେ କାମ କରନ୍ତୁ । ବିଦ୍ୟାର୍ଥୀ ମାନେ ମନ ଲଗାଇ ପଢିବେ । ଅଯୋଥା ଅଧିକ ଖର୍ଚ ହୋଇ ପାରେ । ପୁଞ୍ଜି ନିବେଶ କରିବା ପୂର୍ବରୁ ଏହି ସବୁ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ ।

ମୀନ

ଆଜି ଆପଣଙ୍କ ଦିନଟି ବନ୍ଧୁ ମାନଙ୍କ ସହିତ ବହୁତ ଭଲରେ କଟିବ । ରୋଗ ହୋଇଥିବା ବ୍ୟକ୍ତି ଆଜି ଟିକେ ସୁସ୍ଥତା ଅନୁଭବ କରି ପାରନ୍ତି । ବୈବାହିକ ଜୀବନ ବହୁତ ସୁଖମୟ ହେବ । ବ୍ୟବସାୟରେ ପରିବର୍ତ୍ତନ କରିବା ପାଇଁ କିଛି ଯୋଜନା କରିବେ । କାମରେ ସଫଳତା ସହିତ ଯଶ ମିଳିବ । ନୂଆ ସମ୍ପର୍କ ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *