ମଙ୍ଗଳବାରର ରାଶିଫଳ 19 ମେ 2020, ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ଏହି ୩ଟି ରାଶିର ଭାଗ୍ୟ, କୌଣସି ବଡ କାମ କରିବା ପୂର୍ବରୁ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 19 ମେ 2020 ମଙ୍ଗଳବାରର ରାଶିଫଳ ।

ମେଷ

ଆଜି କିଛି କହିବା ପୂର୍ବରୁ ଭଲ ଭାବରେ ଭାବନ୍ତୁ । ଅନୁକୂଳ ସମୟର ଲାଭ ଉଠାନ୍ତୁ । ଅଯୋଥା ଝଗଡା କରନ୍ତୁ ନାହିଁ । ଆଜି ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ବେପାର କ୍ଷେତ୍ରରେ ବହୁତ ଅଗ୍ରଗତି ହେବ । ଆପଣଙ୍କ ଘର ପରିବାରକୁ ଖୁସି ଆସିବ । ବେପାରୀ ମାନଙ୍କୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡିପାରେ । ଗରିବ ଏବଂ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ଲାଭ ମିଳିବ । ଅଧିକ କାମ ପାଇଁ ବ୍ୟସ୍ତ ରହିବେ, ବେମାର ହୋଇ ପାରେ ।

ବୃଷ

ଯଦି ଆପଣ ବୁଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଆଜି ଆପଣ ସାବଧାନ ହୋଇ ଗାଡି ଚଳାନ୍ତୁ ଏବଂ ଝଗଡା ଠାରୁ ଦୂରେଇ ରୁହନ୍ତୁ । ଘରେ ଆପଣଙ୍କ ମାନ ସଂମ୍ମାନ ବଢିବ । ଆଜିର ଦିନ ଆପଣଙ୍କ ଜୀବନରେ ବହୁତ ଭଲ ପାଇବା ଆଣିବ ଏବଂ ଆପଣ ବହୁତ ଖୁସି ରହିବେ ।

ମିଥୁନ

ଆପଣଙ୍କ ପରିବାର ସହିତ ଯୋଡି ହୋଇଥିବା ସମସ୍ୟା ଅତି ସହଜରେ ସମାଧାନ ହୋଇଯିବ । ଭାଇ ଓ ଭଉଣୀଙ୍କ ଠାରୁ ସମ୍ପୂର୍ଣ ସହଯୋଗ ମିଳିବ । ଯଦି ଆପଣ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ବାପା ମାଆଙ୍କ ଠାରୁ ନିହାତି ପରାମର୍ଶ ନିଅନ୍ତୁ । ବରିଷ୍ଠ ଅଧିକାରୀଙ୍କ ସହିତ ଚାଲିଥିବା ଝଗଡା ଦୂର ହୋଇଯିବ କିନ୍ତୁ କାମର ବୋଝ ବଢିପାରେ । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବାର ଯୋଗ ରହିଛି । ଆଯ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ । ସନ୍ତାନ ମାନଙ୍କର ବ୍ୟବହାର ଚିନ୍ତିତ କରିପାରେ ।

କର୍କଟ

ବ୍ୟବସାୟୀ ମାନଙ୍କର ଲାଭ ସହିତ କ୍ଷତି ମଧ୍ୟ ହୋଇ ପାରେ । ଆଶା ଠାରୁ ଅଧିକ ଧନ ଏବଂ ସଂମ୍ମାନ ମିଳିବ । ଆଜି କୌଣସି ଖାସ ଉପଲବ୍ଧି ମିଳିବାର ଯୋଗ ଅଛି । ଘରେ ବଡ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ବି ଚିନ୍ତାମୁକ୍ତ ରହିବେ । ସମୟ ଆପଣଙ୍କ ପାଇଁ ଅନୁକୂଳ ଅଛି ଏହାକୁ ବୁଝନ୍ତୁ । ଛାତ୍ରମାନେ ସଫଳତା ପାଇବେ । ବନ୍ଧୁ ଏବଂ ସ୍ନେହୀ ଲୋକଙ୍କ ସହିତ ଦେଖା ହୋଇ ପାରେ । ଆପଣଙ୍କ ଆଗାମୀ ସମୟରେ ଅଧିକ ଧନ ପ୍ରାପ୍ତିର ଯୋଗ ଅଛି ।

ସିଂହ

ଚାକିରି କରିଥିବା ଲୋକ ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି । ମହିଳାମାନେ ଆଜି ଭୁଲ ବୁଝାବଣାର ଶିକାର ହୋଇ ପାରନ୍ତି । ଆଜି ହନୁମାନ ଚାଳିଶା ପାଠ କରନ୍ତୁ ଆପଣଙ୍କ ଦିନଟିରେ ଆପଣଙ୍କର ଲାଭ ହେବ । ଆପଣ ବହୁତ ଆରାମ ଅନୁଭବ କରିବେ ଏବଂ ନିଜର କାର୍ଯ୍ୟକ୍ଷେତ୍ର ପ୍ରଗତିରେ ସନ୍ତୁଷ୍ଟ ରହିବେ । ସ୍ଵତନ୍ତ୍ର ଭାବନା ଆପଣଙ୍କୁ କୌଣସି ବନ୍ଧୁଙ୍କ ସହିତ ବାଧାରେ ପକାଇ ପାରେ ।

କନ୍ୟା

ଅତୀତ ସହିତ ଯୋଡି ହୋଇଥିବା କେହି ବ୍ୟକ୍ତି ଆପଣଙ୍କ ସହିତ ସମ୍ପର୍କ କରିବେ ଯାହା ସହିତ ଭେଟ ହୋଇ ଆପଣଙ୍କ ପୁରୁଣା କଥା ପୁଣିଥରେ ମନେ ପଡିଯିବ । ଆପଣ ନିଜ ଜୀବନତେ ଦୃତ ଗତିରେ ପ୍ରଗତି କରି ଆଗକୁ ବଢିବେ । ଆଜି ଆପଣଙ୍କ ଦ୍ଵାରା କରାଯାଇ ଥିବା କାମ ସମାଜର ଅଧିକାଂଶ ଲୋକ ମାନଙ୍କୁ ଲାଭ ଦେବ । ଆଜି ଆପଣ ନିଜର ପାର୍ଟନର ଙ୍କ ସହିତ ଭଲ ସମୟ କାଟିବେ ଯାହାଦ୍ୱାରା ଆପଣଙ୍କ ଭିତରେ ଥିବା ଦୂରତା ଶେଷ ହୋଇଯିବ । ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ ଏବଂ ପ୍ରତିଦିନ ଯୋଗ କରନ୍ତୁ ।

ତୁଳା

ଆଜି ଆପଣଙ୍କ ଉପରେ ହନୁମାନ ଙ୍କର ଅଧିକ କୃପାଦୃଷ୍ଟି ରହିବ । ବ୍ୟବସାୟ କରୁଥିବା ଲୋକ ନିଜର କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ବୁଝାବୁଝି କରନ୍ତୁ ଏବଂ ତାପରେ ପଦକ୍ଷେପ ନିଅନ୍ତୁ । ଆଜି ମାଂସାହାରୀ ଙ୍କ ଠାରୁ ଦୂରରେ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କୁ ଲାଭ ମିଳିବ । ଆଜି କାମ ଚାପ ପଡିପାରେ ଏଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ହେବ । ଆପଣଙ୍କ ଜୀବନରେ ନୂଆ ସମସ୍ୟା ଆସିବ । ବିବାହରେ ଆସୁଥିବା ବାଧା ଦୂର ହେବ ।

ବିଛା

ରଚନାତ୍ମକ କ୍ଷେତ୍ରରେ ଆପଣଙ୍କୁ ବିଶେଷ ଚର୍ଚା ମିଳିବ । କାମର ଚାପ କାରଣରୁ ଆପଣ ଚିନ୍ତାରେ ରହି ପାରନ୍ତି । ମହତ୍ଵପୂର୍ଣ କାର୍ଯ୍ୟ ପରିବାରର ସାହାଯ୍ୟରେ ଶେଷ ହେବ । କିଛି ଲୋକଙ୍କ ସହିତ ଦେଖା ହୋଇ ପାରେ । ଆଜି କୌଣସି ବଡ କାମ କରିବା ପୂର୍ବରୁ ବଡ ମାନଙ୍କର ଉପଦେଶ ନେବା ବହୁତ ଦରକାର ଅଟେ । ରାଗ ଆପଣଙ୍କ ପାଇଁ କ୍ଷତି ବୋଲି ପ୍ରମାଣିତ ହୋଇପାରେ ।

ଧନୁ

ଆଜି ଆପଣଙ୍କୁ ହଠାତ ବହୁତ ଧନ ଲାବହ ହେବାର ଅଛି । ବେପାର, ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ନୂଆ ସଫଳତା ମିଳିବ । ଆଜି ଆପଣ ହନୁମାନ ଙ୍କର ନାମ ନେଇ ଯେକୌଣସି କାମ କରିବେ ସେଥିରେ ଆପଣଙ୍କୁ ନିହାତି ସଫଳତ ମିଳିବ । ପିଲା ମାନଙ୍କ ସହିତ ଅଧିକ ସମୟ କଟାଇବେ । ଆପନ୍ନକର ସମ୍ପର୍କୀୟ ମାନଙ୍କ ମାଧ୍ୟମରେ ବଡ କାମ ସମ୍ପାଦିତ ହେବ ।

ମକର

ଆଜି ଘରେ ସବୁ ଲୋକ ବହୁତ ଖୁସି ରହିବେ । ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ଆଗାମୀ ସମୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅଭୁତ ଭଲ ଅଟେ ଏବଂ ପ୍ରତିଯୋଗୀ ପରୀକ୍ଷାରେ ବଡ ସଫଳତା ମିଳିବ । କୌଣସି ମନ୍ଦିରରେ ଘିଅ ଦୀପ ଜାଳନ୍ତୁ ଏହା ଆପଣଙ୍କ ପାଇଁ ଭଲ ରହିବ ଏବଂ ଏହାଦ୍ୱାରା ଆପଣଙ୍କର ଚିନ୍ତା ମଧ୍ୟ ଅଭୁତ ଶୀଘ୍ର ଦୂର ହୋଇଯିବ । ଜୀବନସାଥି ଙ୍କ ସହିତ ଆପଣଙ୍କ ସମ୍ପର୍କ ମଧୁର ହେବ ।

କୁମ୍ଭ

ଆଜି ଆପଣଙ୍କୁ କୌଣସି ବିଶେଷ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପଡିବ । ହନୁମାନ ଙ୍କ କୃପାରୁ ଆପଣଙ୍କ ଜୀବନକୁ ଆସୁଥିବା ସବୁ ଦୁଖଃ କଷ୍ଟ ଦୂର ହେବ । ମାନସିକ ଚିନ୍ତା କମ ହେବ । ପଇସା ସ୍ଥିତି ଧୀରେ ଧୀରେ ସୁଧୁରିବ । ଆପଣଙ୍କୁ ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ବଡ ସଫଳତା ମିଳିବ । କାହାର ଝଗଡାରେ ପଡନ୍ତୁ ନାହିଁ ।

ମୀନ

ଆଜି ବ୍ୟବସାୟ କ୍ଷେତ୍ରରେ ପ୍ରବାସ ହୋଇ ପାରେ । ଆପଣଙ୍କ କାର୍ଯ୍ୟଭାର ବଢିପାରେ । ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହୋଇ ପାରେ । କୌଣସି ଖାସ ବ୍ୟକ୍ତି ଆପଣଙ୍କର କଥା ଶୁଣିବେ । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହେବା ସହିତ ଦରମା ମଧ୍ୟ ବଢିପାରେ । ହନୁମାନ ଙ୍କର କୃପା ଦୃଷ୍ଟି ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ଖୁବ ଶୀଘ୍ର ପୂରଣ ହେବ । ମାନସିକ ଶାନ୍ତି ମିଳିବ ଏଆବ୍ଙ୍ଗ ଆପଣ କୌଣସି ଭଲ ବହି ପଢି ପାରନ୍ତି । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *