ଥାଲାପାଥୀ Viajay ଙ୍କ ‘ହାଲାମିଥୀ ହାବିବୋ’ ଗୀତରେ ନାଚି କମ୍ପାଇ ଦେଲେ ଦାଦି ମା’, ଭିଡିଓ ହେଲା ଭାଇରାଲ…ମାତ୍ର 5 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଫେମସ ହେବା ପାଇଁ ସର୍ଟ ଭିଡିଓ ମଧ୍ୟ ଅପଲୋଡ କରୁଛନ୍ତି । ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ଜଣେ ବୃଦ୍ଧ ମହିଳା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସାଉଥ ଫିଲ୍ମ ‘ବିଷ୍ଟ’ର ଆରବିକ କୁତୁ ଗୀତରେ ଏହି ବୃଦ୍ଧ ମହିଳା ଜଣକ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ପ୍ରତିଦିନ ସୋସିଆଲ ମିଡିଆରେ ଏପରି ଅନେକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥାଏ ହେଲେ ଏବେ ସାଉଥ ଅଭିନେତା ତାଲାପଥି ବିଜୟଙ୍କ ସୁପର ହିଟ ଗୀତ ‘ଆରବିକ କୁତୁ’ ଏବେ ଚହଳ ସୃଷ୍ଟି କରିଛି ।

ଏହି ଗୀତର ଲୋକପ୍ରିୟତା ଏବେ ବହୁତ ଅଧିକ ବଢି ଯାଇଛି । ସମସ୍ତ ଲୋକ ଏହି ଗୀତର ତାଳେ ତାଳେ ରିଲ୍ସ ଭିଡିଓ ବନାଉ ଛନ୍ତି । ଏହାରି ମଧ୍ୟରେ ଜଣେ ବୃଦ୍ଧ ମହିଳା ଏହି ଗୀତରେ ଖୁବ ହୃଦୟ ସ୍ପର୍ଶୀ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସେ ଏହି ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଯାହାକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି ।

ତାଙ୍କର ଏହି ଡ୍ୟାନ୍ସ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଏହି ଭିଡିଓଟି ଏବେ ଚର୍ଚ୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *