ଦେଖନ୍ତୁ, IPL 2021 ରଦ୍ଦ ହେବାରୁ କିପରି କ୍ରିକେଟ ର ଦିଗ୍ଗଜ ମାନେ କହିଦେଲେ କିଛି ଏମିତି କଥା, ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀର କୋପ ବଢିବାରେ ଲାଗିଛି । ଯାହାଫଳରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ଦେଶର କେତେକ ରାଜ୍ୟରେ ଏହି କାରୋନା ମହାମାରୀ ସଂକ୍ରମଣକୁ ଦେଖି ଲକଡାଉନ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି ଓ ଅନ୍ୟ ପକ୍ଷରେ କିଛି ଅନୁଷ୍ଠାନ ଗୁଡିକୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଥିଲା ଯେ, କାରୋନା ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ଆଇପିଏଲ ମ୍ୟାଚକୁ ବନ୍ଦ କରାଯାଇଛି । ବନ୍ଧୁଗଣ ଏହି ଆଇପିଏଲ ମ୍ୟାଚରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କର କାରୋନା ଟେଷ୍ଟ କରଯାଇଥିଲା ଓ ସମସ୍ତଙ୍କର ନେଗେଟିଭ ମଧ୍ୟ ଆସିଥିଲା ।

ସମସ୍ତ ଖେଳାଳି ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ବହୁତ ସଚେତନ ରହୁଥିଲେ ହେଲେ ବନ୍ଧୁଗଣ ଆଇପିଏଲରେ ଖେଳୁଥିବା ଦୁଇଟି ଖେଳାଳି ଗତ କିଛି ସମୟ ପୂର୍ବରୁ କାରୋନା ପଜେଟିଭରେ ଚିହ୍ନଟ ହୋଇଛନ୍ତି ଯାହା କାରଣରୁ ଦେଶର ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବନ୍ଧୁଗଣ କଲିକତା ଟିମର ବରୁନ ଚକ୍ରବର୍ତୀ ଓ ସନ୍ଦିପ ୱାରିଅର କରୋନା ଚିହ୍ନଟ ହୋଇଛନ୍ତି । ବନ୍ଧୁଗଣ କଲିକତା ଟିମର ଏହି ଦୁଇଜଣଙ୍କ ଖେଳାଳି କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହା କାରଣରୁ ଆରସିବି ଓ କଲିକତା ମଧ୍ୟରେ ଥିବା ମ୍ୟାଚକୁ ବନ୍ଦ କରାଯାଇଥିଲା । ଆଇପିଏଲ ବନ୍ଦ ହୋଇଯିବାରୁ ଭାରତର କିଛି ଦିଗଜ ଖେଳାଳି ମାନେ ଏହା ଉପରେ କିଛି ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସର୍ବ ପ୍ରଥମେ ସୁନୀଲ ଗାଭାସ୍କର ଆଇପିଏଲ ବନ୍ଦ ହୋଇଯିବାରୁ କହିଥିଲେ, ‘ବର୍ତ୍ତମାନ ଦେଶ ବହୁତ ଶୋଚନୀୟ ସମସ୍ୟାରେ ଗତି କରୁଛି ତେଣୁ ଆପଣ ମାନେ ସମସ୍ତେ ମାସ୍କର ବ୍ୟବହାର କରନ୍ତୁ ଓ କରୋନା ମୁକବାଲା ପାଇଁ ପ୍ରସୂତ ରୁହନ୍ତୁ । ଏହି ପରିକା ସମୟରେ ଆଇପିଏଲକୁ ବନ୍ଦ କରିବା ଏକ ସଠିକ ନିର୍ଣ୍ଣୟ ଅଟେ’ । ଏହାପରେ ଟିଭି ଆଙ୍କର ଇରଫାନ ପଠାନ ମଧ୍ୟ ଆଇପିଆରଏଲ ବନ୍ଦକୁ ନେଇ କିଛି ବୟାନ ଦେଇଛନ୍ତି ।

ଇରଫାନଙ୍କ ମତରେ, ‘ସମସ୍ତ ଲୋକ ଘରୁ ବାହାରିବା ସମୟରେ ନିୟମିତ ମାସ୍କର ବ୍ୟବହାର କରନ୍ତୁ । ଏହି ଲଢେଇ ହେଉଛି ସମସ୍ତଙ୍କର ତେଣୁ ଏହି ଲଢେଇକୁ ସମସ୍ତେ ମିଳିମିଶି ଲଢିବା ଉଚିତ । ହେଲେ ଏହି ସମୟରେ ଜନତାଙ୍କ ମନପସନ୍ଦ ଟୁର୍ନାମେଣ୍ଟ ଆଇପିଏଲକୁ ଚଲେଇ ରଖିବା ତା ହେଲେ ସମସ୍ତେ ଖୁସି ହେବେ’ ।

ବନ୍ଧୁଗଣ ବିରେନ୍ଦ୍ର ସେବାକ ଓ ଆକାଶ ଚୋପଡାଙ୍କ ପରି ଖେଳାଳି ମଧ୍ୟ କିଛି ବୟାନ ଦେଉଛନ୍ତି । ତାଙ୍କ ମତରେ, ଆଇପିଏଲ ପରି ଟୁର୍ନାମେଣ୍ଟ କେତେକ ଅନ୍ୟ ଦେଶରେ ମଧ୍ୟ ଆରମ୍ଭ ହୋଇସାରିଛି । ହେଲେ ଆମ ମାନଙ୍କୁ ସୁରକ୍ଷିତ ରହିବା ନିହାତି ଆବଶ୍ୟକ । ତେଣୁ ଆପଣ ମାନେ ଘରେ ରୁହନ୍ତୁ ଓ ଏହି ଟୁର୍ନାମେଣ୍ଟର ମଜା ନିଅନ୍ତୁ’ ।

ଦେଶର ଦିଗଜ ଖେଳାଳି ସୌରବ ଗାଙ୍ଗୁଲି ପ୍ରଥମେ ଏକ ବୟାନ ଦେଇଥିଲେ । ସେହି ବୟାନଟି ହେଉଛି, ଏହି ସମୟରେ ଦେଶର ଲୋକ ମାନେ ଆଇପିଏଲ ମ୍ୟାଚକୁ ଦେଖି ନିଜ ମନୋରଞ୍ଜନ କରିପାରିବେ ଓ ଘରେ ରହି ସୁରକ୍ଷିତ ରହିପାରିବେ । ଏହା ସହିତ ବିରାଟ କୋହିଲି, ଏମଏସ ଧୋନୀ ଓ ରୋହିତ ଶର୍ମା ମଧ୍ୟ ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *