କ୍ରେନ ତଳେ ଚାପି ହୋଇଗଲେ ଆଉ ତା ପରେ…ଦେଖନ୍ତୁ Exclusive Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛି । ଗତ କାଲି ନୂଆପଡା ଜିଲ୍ଲା ଖଡିଆଲ ବୋଡେଲ ଛକରେ ଏକ ଅଭାବନୀୟ ଘ-ଟ-ଣା ଘ-ଟି-ଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଗତ କାଲି ନୂଆପଡା ଜିଲ୍ଲା ଖଡିଆଲ ବୋଡେଲ ଛକରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘ-ଟି-ଛି । ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲେ ଦୁଇ ବାଇକ ଆରୋହି । ବହୁତ କଷ୍ଟରେ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଧାର କରାଯାଇଛି । ସଖାଳେ ଖଡିଆଲର ବୋଡେଲ ଛକରେ ଆସୁଥିବା ଦୁଇ ବାଇକ ଆରୋହିଙ୍କୁ ଗୋଟେ କ୍ରେନ ଧ-କା ଦେଇଥିଲା । ଫଳରେ ବାଇକ ଆରୋହି ଦୁଇଜଣ ତଳେ ଫ-ସି ଯାଇଥିଲେ ।

ଏହା ପରେ ପୋଲିସ, ଅ-ଗ୍ନି-ସ-ମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହତୟାରେ ଘଣ୍ଟାଏ ପରେ ସେହି ଦୁଇ ବାଇକ ଆରୋହିଙ୍କୁ ଉଧାର କରଯାଇଥିଲା । ସେହି ସମୟରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯାନବାହାନ ଚଳାଚଳକୁ ବନ୍ଦ ରଖାଯାଇଥିଲା । ବର୍ତ୍ତମାନ ଦୁଇ ବାଇକ ଆରୋହିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାଇକ ଆରୋହି ଦୁଇଜଣଙ୍କୁ ସୁରକ୍ଷିତ ଭାବରେ ଉଧାର କରି ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ର ଭି-ଡି-ଓ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଘଟଣା ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *