ଦେଖନ୍ତୁ ଓଡିଶାର ଲୋକପ୍ରିୟ କମେଡିଆନ Pragyan Khatua ଙ୍କ ବାହାଘର ! ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି। ବନ୍ଧୁଗଣ ଏହା ସହିତ ଏହି ଅଭିନେତା ମାନେ ନିଜର ଲଭ ଅଫେୟାର ଓ ନିଜ ବିବାହ ପାଇଁ ବହୁତ ଚର୍ଚାକୁ ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରଜ୍ଞାନ ଖଟୁଆ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରଜ୍ଞାନଙ୍କର ଜବରଦସ୍ତ କମେଡି ନିଶ୍ଚୟ ଦେଖିଥିବେ । ଲୋକମାନେ ତାଙ୍କ ଅଭିନୟକୁ ଦେଖିବା ପାଇଁ ବେସ ଅଧିକ ପସନ୍ଦ କରନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ ସେ କାମ କରିଛନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଏକ ଖବର ଆସିଥିଲା ଯେ ପ୍ରଜ୍ଞାନଙ୍କର ନିର୍ବନ୍ଧ ହୋଇଛି । ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରିଥିବାର ଭିଡିଓ ସାମ୍ନାକୁ ଆସିଥିଲା ହେଲେ ଏବେ ତାଙ୍କର ବିବାହ ବରଯାତ୍ରୀ ଭିଡିଓ ସାମ୍ନାକୁ ଆସିଛି ।

ପ୍ରଜ୍ଞାନଙ୍କ ବିବାହ ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ବିବାହ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ପ୍ରଜ୍ଞାନଙ୍କ ଭିଡିଓ ବିଷୟରେ । ବନ୍ଧୁଗଣ ପ୍ରଜ୍ଞାନଙ୍କ ବିବାହରେ ତାଙ୍କ ପରିବାର ଲୋକ ଓ ତାଙ୍କ ସାଙ୍ଗ ମାନଙ୍କ ସହ ଅନେକ ଓଡିଆ କଳାକାର ମାନେ ଯୋଗ ଦେଇଥିଲେ ।

ଏହି ଭିଡିଓରେ ପ୍ରଜ୍ଞାନ ବର ଭେଷରେ ନଜର ଆସୁଛନ୍ତି । ବନ୍ଧୁଗଣ ପ୍ରଜ୍ଞାନଙ୍କ ବିବାହ ପାଇଁ ଆମ ତରଫରୁ ତାଙ୍କୁ ସୁବେଚ୍ଚା ଜଣାଉଛୁ । ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏଥିପାଇଁ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ବିବାହ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *