କଲେଜ ଖୋଲିବା ଗଲେ କଲେଜ ଗଲେ ଓଡିଆ ହିରୋଇନ ଭୂମିକା, କଲେଜ ରେ ଭୂମିକାଙ୍କୁ ଦେଖିବା ପାଇଁ ଜମିଲା ଭିଡ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଭୂମିକା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୂମିକାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଭୂମିକା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଭୂମିକାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଏହି କିଛି ସମୟ ହେବ ଭୂମିକାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି କାରଣ ଭୂମିକା ଏକ କଲେଜରେ ନଜର ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଲକଡାଉନ ପରେ ସରକାର ସମସ୍ତ କଲେଜ ଓ ସ୍କୁଲକୁ ଖୋଲିବାର ଘୋଷଣା କରିଛି । ଯାହାଫଳରେ ଛାତ୍ର ଛାତ୍ରୀ ମାନେ ସ୍କୁଲ ଓ କଲେଜରେ ନଜର ଆସୁଛନ୍ତି । ଏହି କିଛି ଦିନ ପୂର୍ବରୁ ଭୂମିକା ମଧ୍ୟ ଏକ କଲେଜରେ ନଜର ଆସିଥିଲେ । ଭୂମିକାଙ୍କୁ ଦେଖିବା ପାଇଁ ବହୁତ ଲୋକ ସେହି ସ୍ଥାନରେ ପହଞ୍ଚି ଥିଲେ । ବନ୍ଧୁଗଣ ପ୍ରକୃତ କଥା ହେଲା ଭୂମିକା ଏକ ଫିଲ୍ମର ସୁଉଟିଙ୍ଗ ପାଇଁ କଲେଜ ଯାଇଥିଲେ । ଏହି ଫିଲ୍ମଟିର ନାମ ହେଉଛି ‘କହିଦେ ଥରେ ଆଇ ଲଭ ୟୁ’ ।

ଏହି ଫିଲ୍ମଟିର ମୁଖ୍ୟ ଭୂମିକାରେ ଆରିୟାନ ରହିଥିବା ବେଳେ ଭୂମିକା ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିବେ । ବନ୍ଧୁଗଣ ଆଗାମୀ ସମୟରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଉତ୍ସାହିତ ଅଛନ୍ତି । ଯେତେବେଳେ ଭୂମିକା କଲେଜ ଡ୍ରେସ ପିନ୍ଧି କଲେଜରେ ପାଦ ଦେଇଥିଲେ ସେତେବେଳେ ପିଲା ମାନେ ଭୂମିକାଙ୍କୁ ଦେଖିବା ପାଇଁ କଲେଜ କ୍ୟାମ୍ପସ ରେ ଭିଡ କରିଦେଇଥିଲେ । ଯାହାଫଳରେ ସୁଉଟିଙ୍ଗ କରିବା ପାଇଁ ବହୁତ ଅସୁବିଧା ହୋଇଥିଲା ।

ହେଲେ କିଛି ସମୟ ଅପେକ୍ଷା କରିବା ପରେ କଲେଜ କ୍ୟାମ୍ପସରେ ଭିଡ କମିଥିଲା ଓ ଭୂମିକା ଅଭିନୟ କରିପାରିଥିଲେ । ବନ୍ଧୁଗଣ ଭୂମିକାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଆଗାମୀ ସମୟରେ ଭୂମିକାଙ୍କର ଏହି ଫିଲ୍ମକୁ ଦେଖିବା ପାଇଁ ମଧ୍ୟ ଲୋକମାନେ ଉତ୍ସାହିତ ଅଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଭୂମିକା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତା ହେଲେ ଆମକୁ କମେନ୍ଟ କରିବେ ଓ ଏହାକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *