କ୍ୟାମେରାରେ କଏଦ ହୋଇଥିବା ଏହି ଭୟାନକ ଦୃଶ୍ୟ ଦେଖିଲେ ଆପଣ ଡରିଯିବେ ! ଦେଖନ୍ତୁ ଏହି Video

ବନ୍ଧୁଗଣ ବାଘକୁ ତାଙ୍କ ପ୍ରଜାତିର ସବୁଠାରୁ ବଡ ଓ ମାରାତ୍ମକ ପ୍ରାଣୀ କୁହାଯାଏ । ବାଘର ହୁଙ୍କାର ଏତେ ଭୟଙ୍କର ଥାଏ ଯାହା ଶୁଣିଲେ ସମସ୍ତ ପ୍ରାଣୀ ଓ ମଣିଷ ଭୟବିତ ହୋଇଯାନ୍ତି । କିଛି ବିଶେଷଜ୍ଞ ମାନଙ୍କ ମତରେ କୌଣସି ସାଧାରଣ ବାଘ ମଣିଷଙ୍କ ଉପରେ ଆକ୍ରମଣ କରିନଥାଏ ମଣିଷ ଦେଖିଲେ ବାଘ ଚମ୍ପଟ ମାରିଥାଏ । ହେଲେ ଅନେକ ଥର ବାଘ ମଣିଷ ଉପରେ ଆକ୍ରମଣ କରି ଛନ୍ତି ଯାହାଫଳରେ ଅନେକ ଥର ମଣିଷର ପ୍ରାଣ ମଧ୍ୟ ବାଘ ନେଇଯାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାଘ ଆକ୍ରମଣର କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ବ୍ୟକ୍ତି ହାତୀ ଉପରେ ସବାର ହୋଇ ଜଙ୍ଗଲରେ ଯାତ୍ରା କରୁଥିବାର ନଜର ଆସୁଛି । ହେଲେ ବାଘ କେବେ ହାତୀକୁ ଆକ୍ରମଣ କରିବାକୁ ପଛାଇ ନଥାଏ ତେବେ ଏହି ଘଟଣାରେ ଗୋଟେ ବାଘ ସେହି ହାତୀ ଉପରେ ବସିଥିବା ବ୍ୟକ୍ତି ଉପରେ ଆକ୍ରମଣ କରିବାର ପ୍ରୟାସ କରୁଛି । ହେଲେ ଠିକ ସମୟରେ ହାତୀ ସାବଧାନ ହୋଇଯିବାରୁ ବାଘଟି ସେହି ଜାଗରୁ ଚାଲି ଯାଉଛି ।

୨. ବେଙ୍ଗାଲୋରର ଏକ ନାସନାଲ ପାର୍କରେ କିଛି ଟୁରିଷ୍ଟ ବୁଲିବା ପାଇଁ ଯାଇଥିଲେ । ବୁଲିବା ବେଳେ ଗୋଟେ ବାଘ ତାଙ୍କ ଗାଡି ଆଡକୁ ଆସି ଗଲା । ସେହି ସମୟରେ ଟୁରିଷ୍ଟ ମାନେ ଭୟବିତ ହୋଇ ଗାଡି ଆଗକୁ ନେଇଗଲେ ହେଲେ ବାଘଟି ତାଙ୍କ ଉପରେ ଆକ୍ରମଣ କଲା ନାହିଁ । ହେଲେ ବନ୍ଧୁଗଣ ସେହି ଟୁରିଷ୍ଟ ମାନଙ୍କ ଅବସ୍ଥା ପୁରା ଖରାପ ହୋଇଯାଇଥିଲା ।

୩. ଆମ ଲିଷ୍ଟର ତୃତୀୟ ଭିଡିଓରେ ଜଣେ ବ୍ୟକ୍ତି ବାଘ ମାନଙ୍କୁ ଖାଦ୍ୟ ଦେଉଥିବାର ନଜର ଆସୁଛି । ପ୍ରଥମେ ବ୍ୟକ୍ତି ଶିଶୁ ବାଘକୁ କ୍ଷୀର ପିଆଉଛି ଏହା ପରେ ସେ ଏକ ବଡ ବାଘ ପାଖକୁ କ୍ଷୀର ନେଇ ଯାଉଛି ହେଲେ ସେହି ସମୟରେ ଶିଶୁ ବାଘଟି ଆସି ବ୍ୟକ୍ତିର ଗୋଡକୁ କାମୁଡୁଛି ସେହି ସମୟରେ ବଡ ବାଘଟି ମଧ୍ୟ ବ୍ୟକ୍ତି ଉପରେ ଆକ୍ରମଣ କରି ଦେଉଛି ଯାହାଫଳରେ ବ୍ୟକ୍ତି ସୁରକ୍ଷା ଜାଲରେ ଲୁଚି ନିଜ ଜୀବନ ବଞ୍ଚାଉଛି ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଉତରାଖଣ୍ଡ ନାସନାଲ ପାର୍କରେ କିଛି ଲୋକ ଗବେଷଣା ପାଇଁ ଯାଇଛନ୍ତି । ସେହି ସ୍ଥାନରେ ଏକ ବାଘ ସେମାନଙ୍କ ଉପରକୁ ଆକ୍ରମଣ କରିବା ପାଇଁ ଚାଲି ଚାଲି ଆସୁଛି ହେଲେ ସେମାନେ ନିଜ ଗାଡିକୁ ଧୀରେ ଧୀରେ ଆଗକୁ କରି ଫଟୋ ଉଠାଉଛନ୍ତି । ବହୁତ ପ୍ରୟାସ କରିବା ପରେ ବାଘଟି ଆକ୍ରମଣ କରି ନପାରି ଜଙ୍ଗଲକୁ ଚାଲି ଯାଉଛି ।


୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଦୁଇଟି ଲୋକ ବାଇକରେ ଯାଉଥିବା ବେଳେ ହଠାତ ଏକ ବାଘ ତାଙ୍କ ଉପରକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି । ହେଲେ ସେମାନଙ୍କ ଭାଗ୍ୟ ଭଲ ଥିବାରୁ ସେମାନେ ବଞ୍ଚି ଯାଉଛନ୍ତି ।

Leave a Reply

Your email address will not be published. Required fields are marked *