Interesting Odia Gk- ଚୂନା ମାଛକୁ ଇଂରାଜୀରେ କଣ କୁହାଯାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ନମସ୍କାର, ତେବେ ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଜ୍ଞାନ ର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ଜ୍ଞାନ ବିନା ମନୁଷ୍ୟ ତୁଚ୍ଛ ସାବ୍ୟସ୍ତ ହୋଇଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନୋତ୍ତର ସମ୍ବନ୍ଧରେ। ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଏହାର ଉତ୍ତର ସମ୍ବନ୍ଧରେ।

୧;- ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କ’ଣ ?

ଉତ୍ତର;- ନୀଳ ନଦୀ ।

୨;-ଗାନ୍ଧୀଙ୍କ ଫଟୋଚିତ୍ର ନୋଟରେ କେଉଁ ମସିହାଠାରୁ ଆସିଲା ?

ଉତ୍ତର;- ୧୯୬୯ ମସିହାରେ ।

୩;- ଗୀତଗୋବିନ୍ଦ ପୁସ୍ତକର ଲେଖକ କିଏ ?

ଉତ୍ତର;- ଜୟଦେବ ।

୪;- କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲେ ?

ଉତ୍ତର;- ଆମେରିକା ।

୫;- ତାଜମହଲରେ ସମୁଦାୟ କେତୋଟି ରୁମ ଅଛି ?

ଉତ୍ତର;- ୧୨୦ ।

୬;- କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ ?

ଉତ୍ତର;- ଅଷ୍ଟ୍ରେଲିଆ ।

୭;- ଭାରତର ନେପୋଲିୟମ କାହାକୁ କୁହାଯାଇଥାଏ ?

ଉତ୍ତର;- ସମୁଦ୍ରଗୁପ୍ତ ।

୮;- କେଉଁ ଦେଶରେ ସବୁଠାରୁ କମ ଫାଶୀଦଣ୍ଡ ଦିଆଯାଏ ?

ଉତ୍ତର;- ଭାରତ ।

୯;- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜିଲ୍ଲା ଅଛି ?

ଉତ୍ତର;- ଉତ୍ତର ପ୍ରଦେଶ ।

୧୦;- କିଶାନ ଦିବସ କେବେ ପାଳନ କରାଯାଏ ?

ଉତ୍ତର;- ୨୩ ଡିସେମ୍ବର ।

୧୧;- ଖାଣ୍ଟି ସୁନା କେତେ କ୍ୟାରେଟ ର ହୋଇଥାଏ ?

ଉତ୍ତର;- ୨୪ କ୍ୟାରେଟ ।

୧୨;- ଜାତୀୟ ଖେଳ ଦିବସ କେବେ ପାଳନ କରାଯାଏ ?

ଉତ୍ତର;- ଅଗଷ୍ଟ ୨୯ ।

୧୩;- ବିଶ୍ବରେ କେଉଁ ଦେଶରେ ସର୍ବପ୍ରଥମେ 5G network ଆରମ୍ଭ ହେଲା ?

ଉତ୍ତର;- ଦକ୍ଷିଣ କୋରିଆ ।

୧୪;- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?

ଉତ୍ତର;- ରାଜେନ୍ଦ୍ର ପ୍ରସାଦ ।

୧୫;- କେଉଁ ସହର କେବଳ ଗୋଟାଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉତ୍ତର;- ଆହ୍ଲାବାଦ ।

୧୬;- ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇନାହିଁ ?

ଉତ୍ତର;- ଗୋଆ ।

୧୭;- କେଉଁ ଦେଶ ପ୍ରଥମେ କାଗଜ ନୋଟ ବ୍ୟବହାର କଲା ?

ଉତ୍ତର;- ଚୀନ ।

୧୮;- ମେରେ ୱତନ କେ ଲୋଗୋ, ଦେଶ ଭକ୍ତି ଗୀତ କିଏ ଲେଖିଥିଲେ ?

ଉତ୍ତର;- କବି ପ୍ରଦୀପ ।

୧୯;- କେଉଁ ରାଜା ନିଜ ଝିଅକୁ ବିବାହ କରିଥିଲେ ?

ଉତ୍ତର;- ରାଜା ଅଗସ୍ତ୍ୟ ।

୨୦;- ଚୂନା ମାଛକୁ ଇଂରାଜୀ ରେ କଣ କୁହାଯାଏ ?

ଉତ୍ତର;- fry ।

୨୧;- ଶିମିଳିପାଲ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- ଜିଲ୍ଲା- ମୟୁରଭଞ୍ଜ, ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, ହାତୀ, ଗୟଳ, ଶମ୍ବର, ହରିଣ, ଭାଲୁ, ସାପ ।

୨୨;- ଭିତର କନିକା କେଉଁ ଜିଲ୍ଲାରେ ଅଛି ଏବଂସେଠାରେ କେଉଁ ବନ୍ୟାପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- କେନ୍ଦ୍ରାପଡା କୁମ୍ଭୀର ପ୍ରଜନନ କେନ୍ଦ୍ର, ସାପ, ହରିଣ, ଶମ୍ବର । ବନ୍ଧୁଗଣ ଏହି ବିଶେଷ ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *