ଚୁଚୁନ୍ଦ୍ରା ଘରେ ରହିବା ଶୁଭ ନା ହାନିକାରକ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଚୁଚୁନ୍ଦ୍ରା ଘରେ ରହିବା ଦ୍ବାରା ଶୁଭ ହୋଇଥାଏ ଅଥବା କ୍ଷତିକ -କାରକ। ଚୁଚୁନ୍ଦ୍ରା ଏକ ସର୍ଵଭକ୍ଷୀ ପ୍ରାଣୀ ଅଟେ। ଏହି ପ୍ରାଣୀ ଅତ୍ୟନ୍ତ ହାନୀ କାରକ ଏବଂ ସାହସୀ ଅଟେ। ସାପ ଏବଂ ମୁଷା କୁ ଦେଖିଲେ ତାଙ୍କୁ ଖାଇବା ନିମନ୍ତେ ଚୁଚୁନ୍ଦ୍ରା କଦାପି ବିଳମ୍ବ କରିନଥାଏ। କୁକୁର ଏବଂ ବିଲୁଆ ଭଳି ପ୍ରାଣୀ ମଧ୍ୟ ଚୁଚୁନ୍ଦ୍ରା କୁ ଖାଇବାର ସାହସ କରିନଥାନ୍ତି। ପକ୍ଷୀ ମାନଙ୍କ ମଧ୍ୟରେ କେବଳ ଜଣେ ପକ୍ଷୀ ହିଁ ଚୁଚୁନ୍ଦ୍ରା କୁ ଖାଇପାରେ ଏବଂ ସେ ହେଉଛି ପେଚା। କିନ୍ତୁ ଚୁଚୁନ୍ଦ୍ରା କୁ ଖାଇବା ଦ୍ବାରା ପେଚା ର ଦେହ ମଧ୍ୟ ଖରାପ ହୋଇଥାଏ ଏବଂ ଏହି କାରଣରୁ ପେଚା ମାନେ ମଧ୍ୟ ଚୁଚୁନ୍ଦ୍ରା କୁ ଖାଆନ୍ତି ନାହିଁ।

ଚୁଚୁନ୍ଦ୍ରା ଙ୍କ ଲାଳ ରେ ନାଗସାପ ଭଳି ବିସଷ ରହିଥାଏ। ଏହି କାରଣରୁ କୌଣସି ପ୍ରାଣୀ ତାକୁ ଖାଇ ନଥାନ୍ତି ଏବଂ ଚୁଚୁନ୍ଦ୍ରା କୁ ଖାଇବା ଦ୍ବାରା ଦେହ ଅସୁସ୍ଥ ମଧ୍ୟ ହୋଇଥାଏ ଏବଂ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖା ଯାଇଥାଏ। ଚୁଚୁନ୍ଦ୍ରା ପ୍ରାୟ ସମୟ ନିଜ ପାଟିରୁ ଦୁର୍ଗନ୍ଧ ଛାଡ଼ିଥାନ୍ତି। ଏହି ସବୁ କାରଣରୁ ଭୟଙ୍କର ଜନ୍ତୁ ମାନେ ମଧ୍ୟ ଚୁଚୁନ୍ଦ୍ରା କୁ ଖାଆନ୍ତି ନାହିଁ।

ମୁଷା ଏବଂ ଚୁଚୁନ୍ଦ୍ରା ମଧ୍ୟରେ ବହୁତ ପାର୍ଥକ୍ୟ ରହିଥାଏ। ମୂଷା ଭଳି ପ୍ରାଣୀ ର ଆୟୁ ମାତ୍ର ୩ ବର୍ଷ ହୋଇଥିବା ସମୟରେ ଚୁଚୁନ୍ଦ୍ରା ଭଳି ପ୍ରାଣୀ ର ଆୟୁ ୧୦ ବର୍ଷ ରୁ ମଧ୍ୟ ଅଧିକ ହୋଇଥାଏ।
କୁହାଯାଏ ଯେ, ଯେଉଁ ଭବନରେ ଚୁଚୁନ୍ଦ୍ରା ରହିଥାଏ ସେଠାରେ ମାତା ଲଷ୍ମୀ ଙ୍କ ବାସ ରହିଥାଏ। କିନ୍ତୁ ଏହା କେତେ ଦୁର ସତ୍ୟ ତାହା କେହି ଜାଣି ନାହାନ୍ତି।

ଘରେ ଚୁଚୁନ୍ଦ୍ରା ରହିବା ଦ୍ବାରା ସେ ସମସ୍ତ ପ୍ରକାର କିଟପଟଙ୍ଗ ଏବଂ ସାପ ମୂଷା ଭଳି ପ୍ରାଣୀ କୁ ଖାଇ ଦେଇଥାଏ। ଏହି କାରଣରୁ ଘର ସଫା ମଧ୍ୟ ରହିଥାଏ। ସଂକ୍ଷେପରେ କହିବାକୁ ଗଲେ ଚୁଚୁନ୍ଦ୍ରା ଘରେ ରହିବା ଦ୍ବାରା ଘର ସଫା ସୁତୁରା ରହିଥାଏ।ଏହି କାରଣରୁ କୁହାଯାଇ ପାରିବ ଯେ, ଚୁଚୁନ୍ଦ୍ରା ଥିବା ସ୍ଥାନ ରେ ମାତା ଲକ୍ଷ୍ମୀ ବାସ କରିବେ।

ବନ୍ଧୁଗଣ ଅନ୍ୟ ପ୍ରାଣୀ ମାନଙ୍କ ପାଇଁ ଚୁଚୁନ୍ଦ୍ରା ଯେତେ ମାତ୍ରା ରେ ହାନନି -କାରକ ହୋଇଥାଏ ସେତେ ପରିମାଣ ରେ ମନୁଷ୍ୟ ମାନଙ୍କ ପାଇଁ ମଧ୍ୟ ଚୁଚୁନ୍ଦ୍ରା ବହୁତ ହାନନି -କାରକ ହୋଇଥାଏ।
ବନ୍ଧୁଗଣ ଯଦି ଆପଣଙ୍କ ଘରର ଆଖପାଖରେ ଚୁଚୁନ୍ଦ୍ରା ଅଛନ୍ତି ତେବେ ଆପଣ ଘରର ଖାଦ୍ୟ ପଦାର୍ଥ କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।

କାରଣ ଚୁଚୁନ୍ଦ୍ରା ଯଦି ନିଜ ମୁହଁ ସେହି ଖାଦ୍ୟ ପଦାର୍ଥ ରେ ମାରିଥାଏ ତେବେ ସେହି ଖାଦ୍ୟ ବିସ -ଷାକ୍ତ ହୋଇଯାଇଥାଏ ଏବଂ ଏହା ସହିତ ଆପଣ ଗୋଟିଏ କଥା ର ଧ୍ୟାନ ଅବଶ୍ୟ ରଖନ୍ତୁ ଯେ, ଯେପରି ଚୁଚୁନ୍ଦ୍ରା ଆପଣଂକୁ ନ କାମୁଡ଼ି ପାରେ । ଚୁଚୁନ୍ଦ୍ରା କାମୁଡ଼ିବା ଦ୍ବାରା ତାର ଶରୀରରେ ଥିବା ବିସଷ ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ ଏବଂ ଚୁଚୁନ୍ଦ୍ରା କାମୁଡ଼ିବା ଦ୍ବାରା ଇଂଜେକସନ ମଧ୍ୟ ଲଗାଇବାକୁ ପଡ଼ିଥାଏ।

ଚୁଚୁନ୍ଦ୍ରା କାମୁଡ଼ିବା ଦ୍ବାରା ଯେଉଁ ରୋଗ ହୋଇଥାଏ ସେହି ରୋଗର ନାମ ହେଉଛି, ‘ହାଇଡରୋଫୋବିଆ’। ଏହି ରୋଗ ଦ୍ବାରା ମୁତୟୁ  ହେବାର ମଧ୍ୟ ସମ୍ଭାବନା ରହିଥାଏ।ଏହି ସବୁ କାରଣରୁ ଚୁଚୁନ୍ଦ୍ରା ଅତ୍ୟନ୍ତ ହାନନି -କାରକ ହୋଇଥାଏ। ବନ୍ଧୁଗଣ ଅନ୍ୟ ଦୃଷ୍ଟି ରେ ଦେଖିବାକୁ ଗଲେ ଚୁଚୁନ୍ଦ୍ରା ଯେଉଁ ବ୍ୟକ୍ତି ଚାରିପଟେ ଘୁରି ଥାଏ ସେହି ବ୍ୟକ୍ତି କୁ ହଠାତ କୌଣସି କ୍ଷେତରେ ଲାଭ ପ୍ରାପ୍ତ ହୋଇଥାଏ। ଏହା ସହିତ ଯେଉଁ ଘରର ଚାରିପଟେ ଚୁଚୁନ୍ଦ୍ରା ବୁଲିଥାଏ ସେହି ଘରେ ସର୍ବଦା ମାତା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସେହି ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ଆକସ୍ମିକ ଭାବରେ ଧନ ଲାଭ ହୋଇଥାଏ।

ଚୁଚୁନ୍ଦ୍ରା କୁ ଘରୁ ବାହାର କରିବାର କିଛି ଉପାୟ-

୧. ବନ୍ଧୁଗଣ ଯେଉଁ ସ୍ଥାନରେ ଚୁଚୁନ୍ଦ୍ରା ବାସ କରୁଛି ସେହି ସ୍ଥାନରେ ତୁଳା ରେ ପେପର ମିଣ୍ଟ କୁ ରଖି ଦିଅନ୍ତୁ।

୨. ପୋଦିନା ପତ୍ରକୁ ଗୁଣ୍ଡ କରି ଚୁଚୁନ୍ଦ୍ରା ଥିବା ସ୍ଥାନରେ ରଖି ଦିଅନ୍ତୁ।

୩. ଶେଷ ଉପାୟଟି ହେଉଛି, ଚୁଚୁନ୍ଦ୍ରା ଥିବା ସ୍ଥାନରେ ନାଲି ଲଙ୍କା ଗୁଣ୍ଡ ରଖି ଦିଅନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *