‘ଛୁଆ ଯେତେବେଳେ ପାଖରେ ଅଛି ସେ ଟିଚର ବୋଧେ କୋଉ ଟୋକା ସହ ଖେଳ କରିଛି, ସେ ପିଲାଟା ଦେଖିକି ତାକୁ…’: ଗଜପତି

ବନ୍ଧୁଗଣ, ବର୍ତ୍ତମାନ ଏକ ଏଭଳି ଘଟଣା ସମ୍ବନ୍ଧରେ ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚା ଦେଖିବାର ମିଳିଛି ଯାହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଟିଉସନ ପଢାଉଥିବା ଟିଚର ନିଜ ପ୍ରେମୀ ସହିତ କଥା ହେଉଥିବା ବେଳେ ପାଠ ପଢିବାକୁ ଆସିଥିବା ଛୁଆ ଟି ସବୁ ଶୁଣି ଏହିଭଳି କହିଲା । ତେବେ ଏହାକୁ ନେଇ କମେଡିଆନ ଗଜପତି ନିଜର ମତ ରଖିଛନ୍ତି ଯେ ଛୁଆ ହେଉଛନ୍ତି ମାଟିହାଣ୍ଡି ସେମାନଙ୍କୁ ଆପଣ ଯେମିତି ଗଢିବେ ସେ ସେହିଭଳି ଗଢିବ ।

ଛୁଆ ଯେତେବେଳେ ପାଖରେ ଥିଲା ସେତେବେଳେ ହୁଏତ ଟିଚର ଏହିଭଳି କିଛି କଥା ହୋଇଛନ୍ତି ବାରମ୍ବାର ଯାହାକୁ ଛୁଆଟି ସଂପୂର୍ଣ୍ଣ ମନେ ରଖିଛି । ଘରେ କିଛି ପ୍ରାଇଭେଟ କଥା ହେଲେ ଛୁଆ ଙ୍କୁ ଦୂରେଇ ରଖିଥାଉ । ମାତ୍ର ଆଜିକାଲିର ଛୁଆ ବହୁତ ଚାଲାକ ଅଟନ୍ତି । ବର୍ଷକ ଭିତରେ ସେମାନେ ଜାଣିଦେଇଥିବେ ଯେ ଛୁଆ କେମିତି ହେବ ?

ଟିଚର ଜଣଙ୍କ ନିଜ ପ୍ରେମୀ ସହିତ କିଛି ଏଭଳି କଥା ହେବା ସମୟରେ ଛୁଆଟି ଶୁଣିଥିଲା । ଏହାପରେ ଟିଚର ଯେତେବେଳେ ଛୁଆଟିକୁ କୌଣସି କାରଣରୁ ମାଡ ମାରିବାକୁ ବସିଥିଲେ, ସେତେବେଳେ ଛୁଆଟି କହୁଛି ଯେ ତୁ କଣ ମୋତେ ମାରିବୁ ନିଜେ ଗୋଟିଏ ଟୋକା ସାଙ୍ଗରେ ଗପୁଛୁ…..ଏହିଭଳି ଅନେକ କଥା ଛୁଆଟି କହିବାକୁ ଲାଗିଲା ।

ଏଣୁ ଏଥିରେ ସଂପୂର୍ଣ୍ଣ  ଭାବରେ ଭୁଲ ଅଟେ ଟିଚରଙ୍କର । ସେ ଏହିଭଳି କିଛି ଧନ ଜାନୁ କହି କଥା ହୋଇଛନ୍ତି ଯେ ପିଲାଟି ଏହିଭଳି କହିଛି । ମାତ୍ର ଟିଚର ଯଦି ଟିଚର ଜାଗାରେ ରହିବେ ତେବେ ତାହା ଠିକ ହେବ । ମାତ୍ର ଆଜିକା ଟିଚର ମାନେ ଯେଉଁଭଳି ଭାବରେ ଶାଢୀ ପିନ୍ଧି ବେବି ଲିପଷ୍ଟିକ ଲଗାଇ ଆସୁଛନ୍ତି, ତାଙ୍କର ଫାଳେ ଦେଖାଯାଉଥିବ ତେବେ ଛୁଆ କେଉଁଠିକୁ ଅନାଇବେ ଆଉ ? ଆଗ କାଳରେ ଶିକ୍ଷକ ଥିଲେ ସେମାନେ ପଇସା ନ ନିଅନ୍ତୁ ମଧ୍ୟ କିନ୍ତୁ ପାଠ ପଢାଉଥିଲେ । ପାଠ ପ୍ରତି ତାଙ୍କର ଆକର୍ଷଣ ଥିଲା ।

କିନ୍ତୁ ଆଜିକାଲି ଯେଉଁ ଅଛନ୍ତି କିଛିଟା ଗୁରୁମା ଗୁରୁଜୀ ଅଥବା ଶିକ୍ଷକ ଶିକ୍ଷୟତ୍ରୀ ଏମାନଙ୍କର ପଇସା ସହିତ ଅଲଗା ପ୍ରକାରରେ ରହିଲାଣି ନଜର । ଆଜିଭଳି ଦିନରେ କେଉଁ ଶିକ୍ଷକ ଛାତ୍ରୀ କୁ ବାହା ହେଲାଣି ତ ଆଉ କେଉଁ ଶିକ୍ଷୟତ୍ରୀ ଛାତ୍ର କୁ ବିବାହ କରିଲେଣି । ଏଣୁ ଏମାନଙ୍କ ନଜରରେ ଶିକ୍ଷାର ମୂଲ୍ୟ ଆଜିଭଳି ଦିନରେ କିଛି ନାହିଁ । ଏହିଭଳି ଭାବରେ କିଛି କଥା କହିଛନ୍ତି କମେଡିଆନ ଗଜପତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *