ଚୋରି କରିବାର ହାଇପରସୋନିକ୍ ଟେକନିକ୍, ନା ଅଛି ଧରାପଡ଼ିବାର ଡର.. ନା ପଡୁଛି କଷ୍ଟ, ଦେଖନ୍ତୁ Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏଟିଏମ ଲୁଟର ଅନେକ ନଜର ରହିଛି । ଚୋରୀ କରିବାକୁ ମାଷ୍ଟର ପ୍ଳାନ କରନ୍ତି ଲୁଟେରା । ସିସିଟିଭି ନଜର ଆଡୁଆଳରେ ଲୁଟ କରିନିଅନ୍ତି ଟଙ୍କା ।

ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏଟିଏମ ଅଛି କ୍ୟାମେରା ବି ଲାଗିଛି ହେଲେ ଲୁଟର ତରିକା ପୁରା ପ୍ରଫେସନାଲ । ଏଟିଏମ ଲୁଟିବାକୁ କଟର କି ଲୁହା ରଡ ନୁହେଁ ବରଂ ବ୍ୟବହାର ହୋଇଛି ଜେସିବି ମେସିନ । ପୁରା ମୂଳରୁ ତାଡି ଉପାଡି ନେଲେ । ମହାରାଷ୍ଟ୍ର ମିରଜ ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଅଭିନବ ଏଟିଏମ ଲୁଟ । ଜେସିବି ଲଗାଇ ପୁରା ଏଟିଏମକୁ ଉଠାଇ ନେଇଛନ୍ତି ଲୁଟେରା ।

ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଘଟଣାର ସାରା ଦୃଶ୍ୟ । ଜେସିବି ଲଗାଇ ଲୁଟି ନେଇଛନ୍ତି 27 ଲକ୍ଷ ଟଙ୍କା । ଟେକିନିକ ଦେଖିଲେ ଲାଗୁଛି ଲୁଏଟା ମାନେ ପୁରା ପ୍ରଫେସନାଳ । ସବୁଠାରୁ ବଡ କଥା ହେଉଛି ଏଟିଏମ ଲୁଟ ପାଇଁ ଲୁଟେରା ଯେଉଁ ଜେସିବି ମେସିନର ବ୍ୟବହାର କରିଛନ୍ତି ତାହା ବି ଚୋରା ମାଲ ।  ପ୍ରଥମେ ସେମାନେ ଜେସିବି ଚୋରୀ କରିବା ପରେ ସେହି ମେସିନରେ ହିଁ ଏଟିଏମ ଲୁଟି ଛନ୍ତି ।

ହାଇ ପ୍ରୋଫାଇଲ ଚୋରଙ୍କ ହାଇ କାରସାଦି ଲୁଟ । ଏହି ଚୋରୀ ବେଳାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଚୋରୀ କରିବା ପାଇଁ ପୁରା ମୁଣ୍ଡ ଖଟାଇ ଛନ୍ତି ଲୁଟେରା । ପ୍ରମାଣ ଯୋଗାଡ କେମିତି କରିବ ବୋଲି ତାକୁ ନେଇ ଏବେ ଚିନ୍ତା । ଲୁଟେରାଙ୍କୁ କାବୁ କରିବାକୁ ନାକେଦମ ହେଲାଣି ପୋଲିସ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *