2 ଯାଆଁଳା ଭଉଣୀ Chiki-Minki ଙ୍କ ଜୀବନର କିଛି ଅଜଣା କଥା, ଆଗରୁ କେବେ ବି ଜାଣି ନଥିବେ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଏକାଭଳି ଦେଖାଯାଉଥିବା ଚିଙ୍କି ଏବଂ ମିଙ୍କି ଙ୍କ ସମ୍ବନ୍ଧରେ । ତାଙ୍କର ପ୍ରକୃତ ନାମ ହେଉଛି ସୁରଭି ଏବଂ ସମୃଦ୍ଧି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ସଂପୂର୍ଣ୍ଣ କାହାଣୀ ଏବଂ ଏମାନଙ୍କର ଜିରୋ ରୁ ସକସେସ ହେବା ପଛର କାହାଣୀ । ଏହା ସହିତ ଆମ୍ଭେ କହିବାକୁ ଯାଉଅଛୁ ଯେ ଆପଣ ଉଭୟଙ୍କୁ କିଭଳି ଚିହ୍ନିବେ ? ଏମାନଙ୍କୁ ପ୍ରଥମ ଥର ଚିହ୍ନିବା ବହୁତ କଷ୍ଟକର ଅଟେ ।

୨୪ ଡିସେମ୍ବର, ୧୯୯୮ ରେ ଦିଲ୍ଲୀ ର ଏକ ପଞ୍ଜାବୀ ଫ୍ୟାମିଲିରେ ଦୁଇଟି ଯାଆଁଳା ଶିଶୁକନ୍ୟା ଙ୍କର ଜନ୍ମ ହୋଇଥିଲା । ଜଣଙ୍କ ନାମ ସୁରଭି ରଖାଗଲା ଆଉ ଜଣକ ନାମ ସମୃଦ୍ଧି । ଏମାନଙ୍କ ବନ୍ଧୁବାନ୍ଧବ ଏମାନଙ୍କୁ ଚିଙ୍କି ମିଙ୍କି ଡାକିବାକୁ ଲାଗିଲେ । ସୁରଭି ସମୃଦ୍ଧି ଙ୍କ ଠାରୁ କେବଳ ୧ ମିନିଟ ବଡ ଅଟନ୍ତି । ଏହାର ଫାଇଦା ସୁରଭି ଅଧିକାଂଶ ସମୟରେ ପିଲାବେଳେ ଉଠାଉଥିଲେ । ସମୃଦ୍ଧି କୁହନ୍ତି ଯେ ସୁରଭି ପିଲାଦିନୁ ବହୁତ ଦୁଷ୍ଟ ଅଟନ୍ତି ।

ମାତ୍ର ସମୃଦ୍ଧି ବହୁତ ବବଲି ନେଚର ର ଅଟନ୍ତି । ତାଙ୍କ ପରିବାରରେ ତାଙ୍କ ମାତା ପିତା ଏବଂ ଗୋଟିଏ କୁକୁର ଅଛି । ପିଲାଦିନେ ମାତାପିତା ବହୁତ ଦ୍ଵନ୍ଦରେ ରହୁଥିଲେ ଯେ ଏମାନଙ୍କ ମଧ୍ୟରୁ ଚିଙ୍କି କିଏ ଏବଂ ମିଙ୍କି କିଏ ? ଏମାନେ ପାଠ ପଢାରେ ବହୁତ ଭାତ ଛାତ୍ରୀ ରହିଆସିଛନ୍ତି । ଏମାନେ ନିଜ ସ୍କୁଲ ମାଉଣ୍ଟ ଆବୁ ପବ୍ଲିକ ସ୍କୁଲ ଦିଲ୍ଲୀ ରୁ ହିଁ କମ୍ପ୍ଲିଟ କରିଛନ୍ତି । ଉଭୟ ନିଜର ପାଠ ପଢା କମର୍ଷ ରେ କମ୍ପ୍ଲିଟ କରିଛନ୍ତି । ସୁରଭି ବୋର୍ଡ ପରୀକ୍ଷାରେ 92% ଏବଂ ସମୃଦ୍ଧି 89% ସ୍କୋର କରିଥିଲେ ।

ସେମାନେ ନିଜ କଲେଜ ମଧ୍ୟ ଲାଜପଥ ନଗରରେ କମ୍ପ୍ଲିଟ କରିଥିଲେ । ଏମାନେ ନିଜ କଲେଜ ସାରି ତତକ୍ଷଣାତ ଚାକିରି କରିବା ଆରମ୍ଭ କରିଦେଇଥିଲେ । ମାତ୍ର ଚାକିରିରେ ଏତେ ସମୟ ଦେଇପାରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା, ଏହାପରେ ଉଭୟ ବ୍ଲଗିଙ୍ଗ କରିବା ଆରମ୍ଭ କରିଦେଇଥିଲେ, ଏହାଦ୍ଵାରା ଏମାନଙ୍କୁ ବହୁତ ଆୱାର୍ଡ ମଧ୍ୟ ମିଳିଲା ।

ଏହା ସହିତ ଫ୍ୟାସନ ଫଟୋସୁଟ ମଧ୍ୟ କରିବାକୁ ଲାଗିଲେ । ଏବଂ ଏମାନେ ବହୁତ ଆଡଫିଲ୍ମ୍ସ ମଧ୍ୟ କରିଲେ । ସେତେବେଳେ ଏମାନେ ଜୁଡବା 2 ଚଳଚିତ୍ର ନିମନ୍ତେ ଅଡିସନ ମଧ୍ୟ ଦେଇଥିଲେ । 2019 ରେ ଉଭୟ କଲେଜ ପାଠପଢା ଶେଷ କରିନେଲେ । ଏହାପରେ ଉଭୟ ଏହା ପ୍ଳାନ କରିଥିଲେ ଯେ କଲେଜ ପରେ ଉଭୟ କାନ୍ନଡା ଯିବେ । ସେମାନଙ୍କୁ ଏହା ଆଦୌ ଜଣା ନଥିଲା ଯେ ତାଙ୍କ ଜୀବନରେ ତାଙ୍କୁ ଏତେ ବଡ ସୁଯୋଗ ମିଳିବାକୁ ଯାଉଛି । ଏମାନେ ଟିକଟକ ରେ ଭି-ଡି-ଓ ବନାଇବାକୁ ଲାଗିଲେ । ସେ ସବୁ ବହୁତ ଭା-ଇ-ରା-ଲ ହେବାକୁ ଲାଗିଥିଲା ।

ଏହାପରେ ଏହାକୁ ଦେଖି “ଦ କପିଲ ଶର୍ମା ସୋ” ରୁ ଅଫର ଆସିଲା । ଉଭୟ ନିଜର ଅଡିସନ କୁ ରେକର୍ଡ କରି ପଠାଇଲେ । ଏହାପରେ ସେପଟୁ କଲ ଆସିଲା ଯେ ଉଭୟ ସିଲେକ୍ଟ ହୋଇଯାଇଛନ୍ତି । ଏମାନେ ସେଠାକୁ ଗଲେ ଏବଂ ନିଜର ପରଫରମାନ୍ସ ଦେବାକୁ ଲାଗିଲେ ଏବଂ ଉଭୟଙ୍କର ପ୍ରଥମ ପରଫରମାନ୍ସ ଲୋକଙ୍କୁ ବହୁତ ଭଲ ଲାଗିଲା । ଏହାପରେ ଚିଙ୍କି ମିଙ୍କି ସଂପୂର୍ଣ୍ଣ ଇଣ୍ଡିଆରେ ଫେମସ ହୋଇଗଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *