BIG BREAKING: ଚିଲିକାରେ ବୁଡିଲା ଡଙ୍ଗା, ଦେଖନ୍ତୁ Exclusive Video

ବର୍ତ୍ତମାନର ବ୍ରେକିଙ୍ଗ ନ୍ଯୁଜ ଚିଲିକାରେ ଡଙ୍ଗା ବୁଡିଗଲା । ଏଥିରେ ଜଣେ ନିଖୋଜ ଥିବା ବେଳେ 10 ଜଣଙ୍କୁ ଉଧାର କରା ଯାଇଛି । ଆଜି ପ୍ରବଳ ବର୍ଷା ପବନ ଯୋଗୁ ଡଙ୍ଗା ନିୟନ୍ତ୍ରଣ ହରାଇ ଚିଲିକାରେ ବୁଡି ଯାଇ ଥିଲା । କାଳିଜାଇ ରୁ ଫେରିଲା ବେଳେ କାଳ ବୈଶାଖୀ ହେଲା କାଳ । ହଠାତ ମାଡି ଆସିଥିଲା କଳା ବାଦଲ ସାଙ୍ଗକୁ ପ୍ରବଳ ଝଡ ତୋଫାନ । ତା ସାଙ୍ଗକୁ ଘଡଘଡି । ଯେଉଁ କାରଣରୁ ଏମିତି ଅଘଟଣ ଘଟିଥିଲା ।

ଆପଣ ଏହି ଭିଡିଓ ରେ ସେହି ସମୟର ଦୃଶ୍ୟ ଦେଖି ପାରୁଥିବେ । ଅତି ଭୟଙ୍କର ଅଟେ ଏହି ଦୃଶ୍ୟ । ଚିଲିକାରେ ଡଙ୍ଗାଟି ବୁଡି ଯାଇଛି । ଖବର ଅନୁସାରେ ଜଣେ ନିଖୋଜ ହୋଇ ଯାଇଛନ୍ତି ଓ 10 ଜଣ ଉଦ୍ଧାର ହୋଇଛନ୍ତି । ଆଜି ପ୍ରବଳ ବର୍ଷା ପବନ ଯୋଗୁ ଡଙ୍ଗା ଟି ନିୟନ୍ତ୍ରଣ ହରାଇ ଥିଲା ଓ ଚିଲିକାର ଗଭୀର ଜଳରେ ବୁଡି ଯାଇଥିଲା ।

ପର୍ଯ୍ୟଟକ ମାନେ କାଳିଜାଇରୁ ଫେରିବା ସମୟରେ ହଠାତ ସେହି ସମୟରେ ମାଡି ଆସିଥିଲା କାଳ ବୈଶାଖୀ ଝଡ । ଯାହା କାଳ ହୋଇ ବର୍ଷିଥିଲା ଏହି ପର୍ଯ୍ୟଟକଙ୍କ ଉପରେ । ଯେଉଁଥିରେ 10 ଜଣଙ୍କୁ ଉଧାର କରା ଯାଇଛି । ଏ ପର୍ଯ୍ୟନ୍ତ ଜଣଙ୍କର କୌଣସି ପତ୍ତା ମିଳୁ ନାହିଁ । ଆପଣ ଭିଡିଓ ରେ ଦେଖି ପାରୁଥିବେ ସମସ୍ତେ ଲାଇଫ ଜ୍ୟାକେଟ ପିନ୍ଧିଛନ୍ତି ।

ଲାଇଫ ଜ୍ୟାକେଟ ପାଇଁ ସେମାନଙ୍କୁ ସୁରକ୍ଷିତ ଉଧାର କରା ଯାଇଛି । କିନ୍ତୁ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳୁ ନାହିଁ । ଆଜି ସନ୍ଧ୍ୟାରେ କାଳ ବୈଶାଖୀ ବର୍ଷା ହୋଇଥିଲା । ପ୍ରବଳ ପବନ ହୋଇଥିଲା । ସେହି ସମୟରେ ଏମିତି ଏକ ଅଘଟଣ ଘଟି ଯାଇଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫାଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *