Daitari Panda ଦେଲେ ଆତ୍ମହତ୍ୟାର ଚେତାବନୀ, କହିଲେ ସେମାନେ ମତେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି, ମୋ ବିପକ୍ଷରେ ମିଥ୍ୟା ଅଭିଯୋଗ ଆଣି ମତେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଆ-ତ୍ମ-ହ-ତ୍ୟା ଚେତାବନୀ ଦେଇଛନ୍ତି ଦୈତାରୀ ପଣ୍ଡା । ସେ କହିଛନ୍ତି ଯେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ତଥା ତାଙ୍କର ସନ୍ନମାନ ହାନୀ କରୁଛନ୍ତି । ମାନସିକ ନିଇର୍ଯାତନା ଦେଉଛନ୍ତି ବୋଲି ଦୈତାରୀ ପଣ୍ଡା କହିଛନ୍ତି । ଏହିଭଳି ସମସ୍ତ ବିଷୟ ସମବନ୍ଧଗରେ କହି ଆ-ତ୍ମ-ହ-ତ୍ୟା ନିମନ୍ତେ ଚେତାବନୀ ଦେଇଛନ୍ତି ଯାତ୍ରା ଜଗତର ବରିଷ୍ଠ ଅଭିନେତା । ତେବେ ସେ କାହିଁକି ଏଭଳି ଚେତାବନୀ ଦେଇଛନ୍ତି ଏବଂ ତାଙ୍କୁ କିଏ ଦେଉଛନ୍ତି ମାନସିକ ନିଇର୍ଯାତନା ? 

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ପାର୍ବତୀ ଗଣନାଟ୍ୟର ମ୍ୟାନେଜର ହର ବାରିକ, ଦୈତାରୀ ପଣ୍ଡା ଫେରାର ଥିବା କଥା ଗଣମାଧ୍ୟମକୁ କହିଥିଲେ । ଏହା ସହିତ ଅନଲାଇନ ତଥା ଥାନାରେ ଏତଲା ମଧ୍ୟ ଦେଇଥିଲେ । କିନ୍ତୁ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟଙ୍କ ସହିତ କୌଣସି ଚୁକ୍ତି ନଥିବା ବେଳେ ସେହି ଯାତ୍ରାପାଟିରେ ଯେତିକି ଦିନ କମ କରିଛନ୍ତି ସେତିକି ଦିନର ଟଙ୍କା ଆଣିଥିବା କହିଛନ୍ତି ।

ବାରମ୍ବାର ହରବାରିକ ତାଙ୍କ ସନ୍ନମାନ ହାନୀ କରିବା ସହିତ ତାଙ୍କୁ ମାନସିକ ନିଇର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଦୈତାରୀ ପଣ୍ଡା । ଆଉ ଏଥି ପାଇଁ ସେ ଆ-ତ୍ମ-ହ-ତ୍ୟା କରିବା ନିମନ୍ତେ ଚେତାବନୀ ମଧ୍ୟ ଦେଇଛନ୍ତି । ଅପର ପାର୍ଶ୍ଵରେ ହରବାରିକ ତାଙ୍କୁ ଏପର୍ଯ୍ୟନ୍ତ ଯୋଗାଯୋଗ କରିନଥିବା କହିଛନ୍ତି ଦୈତାରୀ । ଦୈତାରୀ ପଣ୍ଡା ମି-ଡି-ଆ କୁ କହିଛନ୍ତି ଯେ ମୋତେ ହାରାସ କରିବା ନିମନ୍ତେ ଚାରିଆଡୁ ଏହିଭଳି କହିଛନ୍ତି ।

ମୁଁ ଯାତ୍ରା ଜଗତର ସଭାପତି ଭାବରେ ଅନ୍ୟ ମାନଙ୍କୁ ସଚେତନ କରାଏ ତେବେ ସେ କିଭଳି ଏହିପରି ହିନ କାର୍ଯ୍ୟ କରି ପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ମାତ୍ର ଏ ସମ୍ବନ୍ଧରେ ଆଉ ମୁଁ ଚୁକ୍ତି କରିବାକୁ ଚାହୁଁନି । ବର୍ତ୍ତମାନ ସଂପୂର୍ଣ୍ଣ ଭାର ଆଇନ ଉପରେ ଛାଡିଦେଇଛନ୍ତି ବୋଲି କହିଛନ୍ତି ଦୈତାରୀ ଏବଂ ସେ କହିଛନ୍ତି ଆଇନ ବର୍ତ୍ତମାନ ଯାହା ବିଚାର କରିବା କଥା କରିବ । ପାର୍ବତୀ ଗଣନାଟ୍ୟରେ କାମ କରିବା ନିମନ୍ତେ ୧୫ ଲକ୍ଷ ଟଙ୍କା ଆଡଭାନ୍ସ ଆଣିଥିବା କହିଥିଲେ ।

୨୦୨୨ ତଥା ୨୦୨୩ ପର୍ଯ୍ୟନ୍ତ ପାର୍ବତୀ ଗଣନାଟ୍ୟ ପାଇଁ କାମ କରିବେ ବୋଲି କହିଥିଲେ । କିନ୍ତୁ ୧୫ ଲକ୍ଷ ଟଙ୍କା ନେଇ ସାରିବା ପରେ ଫୋନ ରିସିଭ କରିନଥିଲେ କି ଧରାଛୁଆଁ ଦେଇ ନଥିଲେ ବୋଲି ଯାତ୍ରା ମାଲିକ ଥାନାରେ ଅଭିଯୋଗ କରିଥିଲେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *