ମୃତ୍ୟୁର ୧୪ ଦିନ ପରେ Arindam ଙ୍କ ପରିବାରକୁ ଆସିଲା ଖୁସିର ଖବର

ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃ-ତ୍ୟୁକୁ ୧୪ ଦିନ ହୋଇ ସାରିଛି । ଅପରେସନ ଗଜରାଜରେ ଅରିନ୍ଦମ ଏକ ହାତୀ ରେସକ୍ୟୁ ଅ-ପ-ରେ-ସ-ନ-ରେ ନ୍ୟୁଜ ସଂଗ୍ରହ କରିବା ପାଇଁ ଯାଇଥିଲେ । ଅରିନ୍ଦମ ଏକ ଓଡ୍ରାଫ ଟିମ ସହ ମହାନଦୀ ଭିତରକୁ ହାତୀକୁ ହୁଡାଇବା ପାଇଁ ଯାଇଥିଲେ । ହେଲେ ହଠାତ ମହାନଦୀ ଜଳ ସ୍ରୋ-ତ ବଢିଯିବାରୁ ବୋଟଟି ଓ-ଲୋ-ଟି ଯାଇଥିଲା ଯାହା ଫଳରେ ଅରିନ୍ଦମ ମହାନଦୀ ପାଣିରେ ବୁଡି ପ୍ରା-ଣ ହରାଇ ଥିଲେ ।

ଅରିନ୍ଦମଙ୍କ ଦେ-ହା-ନ୍ତ ପରେ ସାରା ଓଡିଶାରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅରିନ୍ଦମଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଥିଲେ ଓଡିଶାର କିଛି ଜଣାଶୁଣା ବ୍ୟକ୍ତି । ହେଲେ ବନ୍ଧୁଗଣ ତାଙ୍କ ମୃ-ତ୍ୟୁର ୧୪ ଦିନ ପରେ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଏହା ବିଷୟରେ ।

ତା ହେଲେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଅରିନ୍ଦମଙ୍କ ପରିବାର ଲୋକ ବହୁତ ଦୁଃଖରେ ଅଛନ୍ତି । ତେଣୁ ଅରିନ୍ଦମଙ୍କୁ ମନେ ରଖିବା ପାଇଁ ଓଟିଭିର ଏମଡି ଜାଗି ମଙ୍ଗତ ପଣ୍ଡା ଭଲ ପାଠ ପଢୁଥିବା ସାମ୍ବାଦିକ ଷ୍ଟୁଡେଣ୍ଟ ମାନଙ୍କୁ ଅରିନ୍ଦମ ଦାସଙ୍କ ନାମରେ ସ୍କଲାରସିପ ଦେବାର ଘୋଷଣା କରିଛନ୍ତି । ଏହି ସ୍କଲାରସିପ ଜରିଆରେ ସବୁଦିନ ପାଇଁ ଅରିନ୍ଦମ ଲୋକ ମାନଙ୍କ ମନରେ ରହିଯିବେ ।

ଓଟିଭିର ସାହସୀ ସାମ୍ବାଦିକ ଅରିନ୍ଦମ ଦାସ ବାତ୍ୟା ହେଉ ବା ବନ୍ୟା ହେଉ ଲୋକ ମାନଙ୍କୁ ନ୍ୟୁଜ ଦେବା ପାଇଁ ସବୁବେଳେ ନିଜ ଜୀବନକୁ ବାଜିରେ ପକାଇ ନିଜ ଦାୟିତ୍ଵକୁ ଗୁରୁତ୍ଵ ଦିଅନ୍ତି । ହେଲେ ଗତ ୨୪ ତାରିଖରେ ଅରିନ୍ଦମଙ୍କ ମୃ-ତ୍ୟୁ ପରେ ସାରା ଓଡିଶାରେ ଦୁଃଖର ଲହରୀ ଖେଳି ଯାଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅରିନ୍ଦମଙ୍କ ସହ ଜଡିତ ଏହି ଖୁସି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *