ସର୍ପ ଦେବତା ଛତୁରେ ହେଲେ ଆବିର୍ଭାବ ! ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼…ନିଷ୍ଠାର ସହ ଚାଲିଛି ପୂଜାର୍ଚ୍ଚନା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆବିର୍ଭାବ ହେଲେ ଛତୁ ରୂପକ ସର୍ପ ଦେବତା ! ସମସ୍ତେ କହିଲେ ଏହା ହେଉଛି ଦେବ ଦେବ ମହାଦେବଙ୍କର ଚମତ୍କାରୀତା ! ତେବେ ଗୋଟିଏ ନୁହେଁ କି ୨ ଟି ନୁହେଁ । ବଂର ୩ ଟି ଛତୁରେ ଆବିର୍ଭାବ ହେଲେ ଛତୁ  ରୂପକ ସର୍ପ ଦେବତା ! ତେବେ ଯାଜପୁର ଜିଲ୍ଲା ବ୍ଯାସନଗରରୁ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବ୍ଯାସନଗରରୁ ଲାମୋହନଙ୍କ ଘରେ ଘରେ ୩ ଟି ସାପ ଆକୃତିର ଛତୁ ଆବିର୍ଭାବ ହୋଇଛି ।

ଯାହାକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକଙ୍କର ଅନେକ ମାତ୍ରାରେ ଭିଡର ସମାଗମ ଦେଖିବାକୁ ମିଳିଛି । ବହୁ ଲୋକଙ୍କ କହିବା ଅନୁସାରେ ଏହା ସବୁ ସେହି ପ୍ରଭୁଙ୍କର ଅପାର ଲୀଳା ! କାରଣ ୩ ଟି ସାପ ଆକୃତିର ଛତୁରେ ରେ ସ୍ଵୟଂ ବ୍ରହ୍ମା, ବିଶନୁ, ମହେଶ୍ଵର ଉଭା ହୋଇଛନ୍ତି । ଯାହାକୁ ଦେଖିବା ପରେ ସେଠାରେ ବ୍ରାହ୍ମଣଙ୍କୁ ଡାକି ବିଧିବିଧାନର ସହ ପୂଜା ଅର୍ଚନା ଆରମ୍ଭ ହୋଇଯାଇଛି । ତେବେ ସମସ୍ତଙ୍କର ମାନ୍ୟତା ରହିଛି ।

ଏହା କି ଯେ ପ୍ରଭୁ ଭୋଳାଶଙ୍କରର କୃପାରୁ ପ୍ରଭୁ ସ୍ଵୟଂ ଏହି ସ୍ଥାନରେ ଉଭା ହୋଇ ସମସ୍ତଙ୍କୁ ଏହି ଛତୁରେ ସାପ ଆକୃତି ଭଳି ଦର୍ଶନ ଦେଇଛନ୍ତି । କାରଣ ସମସ୍ତେ ଏହା ଭଲ ଭାବରେ ଜାଣିଛନ୍ତି । କି ଯେ ଦେବ ଦେବ ମହାଦେବଙ୍କର ଅତି ପ୍ରିୟ ଭକ୍ତ ହେଉଛନ୍ତି ସର୍ପ ମହାରାଜା । ପ୍ରଭୁ ଭୋଳାନାଥଙ୍କ ଗଳାରେ ସବୁବେଳେ ସର୍ପରାଜ ରହିଥାନ୍ତି । ତେବେ ସର୍ପଙ୍କୁ ପ୍ରଭୁ ଶଙ୍କରର ପ୍ରତୀକ ରୂପରେ ମଧ୍ୟ ବିବେଚନା କରାଯାଇଥାଏ ।

ତେବେ ଏହି ବ୍ଯାସନଗରରେ ଥିବା ଏକ ପରିବାରର ଘରେ ମହାଦେବଙ୍କର ଏହି ଅଲୌକିକ ଲୀଳା ଦେଖିବାକୁ ମିଳିଛି । ଯେତେବେଳେ ଏହି ପ୍ରଥମେ ପରିବାର ଲୋକେ ଦେଖିବାକୁ ପାଇଥିଲେ । ସେ ସ୍ଥାନୀୟ ଲୋକ ଓ ବ୍ରାହ୍ମଣଙ୍କ ସହ ଏହି ବିଷୟରେ କଥା ହୋଇଥିଲେ । ତେବେ ସେଠାକାର ଲୋକେ ଓ ପୂଜକ ମଧ୍ୟ ପ୍ରଭୁ ଭୋଳାନାଥଙ୍କର ଛତୁରେ ସର୍ପ ହୋଇ ଆବିର୍ଭାବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତାପରେ ଆରମ୍ଭ ହୋଇଯାଇଥିଲା ନିଷ୍ଠାର ପୂଜା ଓ ଅର୍ଚନା । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋସ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *