ଛାତ୍ରୀ ପଚାରିଲେ ଅଙ୍କ ପ୍ରଶ୍ନ ମନ୍ତ୍ରୀ କହିଲେ ‘HAPPY DIWALI’, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଛାତ୍ରୀ ଜଣକ, ଦେଖନ୍ତୁ Video

ବନ୍ଧୁଗଣ ଆମ ଦେଶରେ ବଲିଉଡ ଷ୍ଟାରଙ୍କ ପରି ମନ୍ତ୍ରୀ ମାନେ ବି ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଅନେକ ମନ୍ତ୍ରୀ ସମାଜ ସେବା କରି ଚର୍ଚାକୁ ଆସନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି  । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଆପଣ ମାନେ ସମସ୍ତେ ଆମ ଓଡିଶାର ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସଙ୍କୁ ବେସ ଭଲ ଭାବରେ ଜାଣିଥିବେ । କରୋନା ସମୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସମୀର ରଞ୍ଜନ ଦାସ ବହୁତ ଚର୍ଚାକୁ ଆସିଥିଲେ ହେଲେ ଏବେ ସେ କିଛି ଅନ୍ୟ କାରଣ ପାଇଁ ଚର୍ଚାକୁ ଆସିଛନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ସମୀରଙ୍କ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ସମୀରଙ୍କୁ ଜଣେ ସ୍କୁଲ ଛାତ୍ରୀ ଅଙ୍କ ପ୍ରଶ୍ନ ପଚାରୁଛି । ଅଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ମନ୍ତ୍ରୀ କହିଲେ ‘ହାପି ଦୀପାବଳି’ । ସେହି ସ୍କୁଲ ଛାତ୍ରୀ ଏକ ସାକ୍ଷାତ୍କାରରେ କହିଛି- ‘ସାର ପ୍ରଥମେ ଆମକୁ କଣ ପଢୁଛ ବୋଲି ପଚାରିଲେ ସେତେବେଳେ ଆମେ ଗଣିତ ପଢୁଛୁ ବୋଲି କହିଲୁ’ ।

ଏହା ପରେ ଆଗକୁ ଛାତ୍ରୀ ଜଣକ କହିଛନ୍ତି- ‘ଆମେ ତଳେ ବସିଥିବାର ଦେଖି ସେ ଆମକୁ ପଚାରିଲେ ତମେ ତଳେ ବସିବାର କିଛି ଅସୁବିଧା ହେଉଛି କି ?, ଆମେ କହିଲୁ ସାର ଏବେ ସ୍ମାର୍ଟ କ୍ଳାସର ଅଧା କାମ ଚାଲିଛି ଅବଶ୍ୟ ଅସୁବିଧା ତ ହେଉଛି । ସାର ଆମକୁ ପଚାରିଲେ ଆଉ କିଛି ଚାହୁଁଛ କି କଥା ବାର୍ତ୍ତା ହେବା ପାଇଁ ବା କିଛି ପଚାରିବା ପାଇଁ । ସେତେବେଳେ ମୁ କହିଲି ସାର ଆପଣ କିଛି ପଢେଇ ଥିଲେ ବହୁତ ଖୁସି ଲାଗିଥାନ୍ତା ହେଲେ ତାଙ୍କ ପାଖରେ ସମୟ ନାହିଁ ତେଣୁ ସେ ହାପି ଦୀପାବଳି କହି ଚାଲିଗଲେ’ ।

ବନ୍ଧୁଗଣ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଏହି ଭିଡିଓ ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି ଓ ଲୋକମାନେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *