ଲେଡିଜ୍‌ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ସହ ଜବତ ହୋଇଛି ଏକ ସୁଇସାଇଡ୍ ନୋଟ, ଆଉ ସେଥିରେ ଯାହା ଲେଖା ଯାଇଛି ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ମମିତା ମୃ-ତ୍ୟୁ ମା-ମ-ଲା ବହୁତ ଚର୍ଚାରେ ଅଛି । ମମିତାଙ୍କ ମୃ-ତ୍ୟୁ ପରେ ଯୁବଦୟ କଲେଜରେ ଚାଲୁଥିବା ସମସ୍ତ କଳା କ-ର୍ଣ୍ଣ-ମା-ର ପ-ର-ଦା-ଫ-ସ ହୋଇଛି । ମହାବୀର କଲେଜ ସହ ଜଡିତ ନୂଆ ନୂଆ ରହସ୍ୟ ବର୍ତ୍ତମାନ ଲୋକ ମାନଙ୍କ ସାମ୍ନାକୁ ଆସି ସାରିଛି ଓ ଏହି ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ପୋଲିସ ଗି-ର-ଫ କରିଛି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋ-ସ ଉଡିଯିବ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମମିତା ଘଟଣାରୁ ପୋଲିସ୍ ବାହାରି ନଥିବାବେଲେ ପୁଣି ଏକ ହଷ୍ଟେଲ୍ ଷ୍ଟୋରୀ । ଏବେ ଚର୍ଚ୍ଚାରେ ରୁମ୍ ନମ୍ବର ୩୦୫ ।

ପ୍ରଥମେ ଏହି ରୁମରେ ଏକ ଛାତ୍ରୀଙ୍କ ଆ-ତ୍ମ-ହ-ତ୍ୟା ହୋଇଛି ବୋଲି ଖବର ଆସିଥିଲା । ହେଲେ କିଛି ସମୟ ପର୍ଯ୍ୟନ୍ତ ଗଣମାଧ୍ୟମକୁ ସେହି ସ୍ଥାନରେ ଛଡା ଯାଇନଥିଲା । ବଲାଙ୍ଗିର ଲୋଇସିଂହାରେ ଲେଡିଜ୍‌ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃ-ତଦେହ ଉଦ୍ଧାର ସହ ଜ-ବ-ତ ହୋଇଛି ଏକ ସୁ-ଇ-ସା-ଇ-ଡ୍ ନୋ-ଟ, ଆଉ ସେଥିରେ ଲେଖାଯାଇଛି ‘Sorry ଭଲରେ ଥିବରେ ପିଲେ’ ।

ବନ୍ଧୁଗଣ ସେହି ମୃ-ତ ଶ-ବ ଦେଖିଲେ ଅନେକ ସ-ନ୍ଦେ-ହ ସୃଷ୍ଟି ହେଉଛି । ସେହି ମୃ-ତ ଶ-ବ-ରେ ହାତ କ-ଟା ହୋଇଛି ଓ ହାତରେ ବ୍ଯା-ଣ୍ଡେ-ଡ ମଧ୍ୟ ଲାଗିଛି । ମହିଳା ଯେଉଁ ଫ୍ୟାନରେ ଝୁଲି ଆ-ତ୍ମ-ହ-ତ୍ୟା କରିଛନ୍ତି ସେହି ଫ୍ୟାନଟି ବଙ୍କା ହୋଇ ନାହିଁ । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ପରିବାର ଲୋକ ମୃ-ତ ଶ-ବ ଚିହ୍ନଟ କରି ସାରିଛନ୍ତି ଓ ହ-ତ୍ୟା-ର ଅ-ଭି-ଯୋ-ଗ ଆଣି ଛନ୍ତି ।

ଏହା ସହିତ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସିଛି ଯେତେବେଳେ ସମସ୍ତ ଛାତ୍ର କ୍ଳାସ କରିବାକୁ ଯାଇଥିଲେ ସେତେବେଳେ ମୃ-ତ ଛାତ୍ରୀ କାହିଁକି କ୍ଳାସ କରିବାକୁ ଯାଇ ନଥିଲେ । ବର୍ତ୍ତମାନ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ଓ ପୋଲିସ ଏହାର ତ-ଦ-ନ୍ତ ଆରମ୍ଭ କରିସାରିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *