ଛାତ ଉପରେ ଉଡୁଛି ପୁଳା ପୁଳା ଟଙ୍କା, ପୋଲିସ ର ରେଡ ଦେଖି ପଡୋଶୀ ଘର ଛାତ ଉପରକୁ ଫିଙ୍ଗା ଚାଲିଛି ଟଙ୍କା, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆର ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକର ଚର୍ଚା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ହେଉଛି । ଗତ କିଛି ସମୟ ହେବ ଏକ ଖବର ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଜି ସକାଳେ ରାଜ୍ୟ ପୋଲିସ ହାଉସିଙ୍ଗ ଓ ୱେଲଫେୟାର କର୍ପୋରେସନର ଡେପ୍ୟୁଟି ମ୍ୟାନେଜର ପ୍ରତାପ ସାମଲଙ୍କର ୧୨ ସ୍ଥାନରେ ଭିଜିଲାନ୍ସ ଟିମ ରେ-ଡ ମା-ରି-ଛି । ଆଜି ନୟାପଲି ସ୍ଥିତ ଆଇଆରସି ଭିଲେଜର ଏନ୬ ପ୍ଲାଟ ଉପରେ ଭିଜିଲାନ୍ସ ଟିମ ରେ-ଡ ମା-ରି-ବା ସମୟରେ ପ୍ରତାପ ତାଙ୍କ ପଡୋଶୀ ଘର ଛାତ ଉପରେ ଭ-ୟ-ରେ ଫି-ଙ୍ଗି ଦେଇଥିଲେ ବିଡା ବିଡା ଟଙ୍କା ଭର୍ତ୍ତି ହୋଇଥିବା ଏକ ପେଟି ।

ଗୋଟିଏ ପେଟିରେ ପ୍ରାୟ ୨୦ ଲକ୍ଷ ଟଙ୍କା ଭର୍ତ୍ତି କରି ପଡୋଶୀ ଛାତରେ ଫି-ଙ୍ଗି ଦେଇଥିଲେ ପ୍ରତାପ । ଭିଜିଲାନ୍ସ ଟିମ ଏହି ଘଟଣା ଉପରେ ସ-ନ୍ଦେ-ହ କରି ପାଖଘର ପାଖରୁ ଜ-ବ-ତ କରିଛନ୍ତି ଏହି ଟଙ୍କା । ଆଜି ସକାଳେ ପ୍ରତାପଙ୍କ ଅଫିସ, ବାସ ଗୃହ, ଭଡା ଘର ସହିତ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ ଚ-ଢା-ଉ କରିଥିଲା ।

ପ୍ରତାପ ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ ଯାହା ପ୍ରଥମ ଚଢାଉରୁ ଜଣା ପଡିଯାଇଛି । ଭୁବନେଶ୍ଵର ଜୟଦେବ ବିହାରରେ ୬ ତାଲା ବିଶିଷ୍ଠ ଘର, ଖଣ୍ଡଗିରୀରେ ଥିବା ଭଡା ଘର ଆଦିରେ କ-ଡା-କ-ଡି ଭାବରେ ଚ-ଢା-ଉ କରିଥିଲା ଭିଜିଲାନ୍ସ ଟିମ । ସେହିପରି ଭଦ୍ରକ ଓ ବାଲେଶ୍ଵର ଆଦି ଜିଲ୍ଲାରେ ଥିବା ତାଙ୍କ ଘରେ ମଧ୍ୟ ଚ-ଢା-ଉ ହୋଇଛି ।

ତେବେ ୧୦ ସ୍ଥାନରେ ଚଢାଉ କରିବା ବେଳେ ଆଉ ଦୁଇଟି ସ୍ଥାନର ସ-ନ୍ଦେ-ହ ମିଳିଛି । ପ୍ରତାପଙ୍କ ପାଖରେ ଥିବା ଅଧିକାଂଶ ସମ୍ପତ୍ତି ଠାବ କରାଯାଇଥିବା ବେଳେ ତାଙ୍କ ପାଖରେ ଆଉ କେତେ ଅର୍ଥ ଅଛି ତାହାର ଆକଳନ କରାଯାଇ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *