ରାତିରେ ଛାତ ଉପରେ ପ୍ରେମ କରୁଥିଲା ଝିଅ, ଦେଖିଦେଲା ବାପା…ଆଉ ତା’ପରେ ଯାହା ହେଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାତିରେ ଛାତ ଉପରେ ପ୍ରେମୀ ଯୁଗଳ କରୁଥିଲେ ରୋମାନ୍ସ । ଆଉ ଠିକ ଏହି ସମୟରେ ଯୁବତୀ ଙ୍କ ବାପା ତାଙ୍କୁ ଦେଖିଦେଲେ । ବାପା ଙ୍କୁ ଦେଖି ଛାତରୁ ଚମ୍ପଟ ମାରିଲେ ପ୍ରେମିକ । ପ୍ରେମିକ ଘରର ଛାତ ଉପରେ ଏକାଠି ହୋଇଥିଲେ ଦୁଇଜଣ । ଛାତ ଉପରେ ପ୍ରେମିକା ଙ୍କୁ ଏକୁଟିଆ ପାଇ ଟିକିଏ ରୋମାନ୍ସ କରିବାକୁ ଇଛା ହେଲା, ଅପର ପାର୍ଶ୍ଵରେ କୀଟକିଟ ଅନ୍ଧକାର ରାତି ଆଉ ପ୍ରବଳ ଶୀତ ।

ପାଖରେ ଏକୁଟିଆ ଥିଲା ପ୍ରେମିକା ଆଉ ପ୍ରେମିକା କୁ ଏକୁଟିଆ ଦେଖି ସବୁକିଛି ଭୁଲିଯାଇଥିଲା ପ୍ରେମିକ । ମାତ୍ର ରୋମାନ୍ସ କରିବା ସମୟରେ ପାଖରେ ପହଞ୍ଚି ଯାଇଥିଲେ ଯୁବତୀ ଙ୍କ ବାପା । ଆଉ ଝିଅ ଙ୍କୁ ଏହିଭଳି ଅବସ୍ଥାରେ ଦେଖି ରାଗି ଯାଇଥିଲେ ବାପା । ଅପର ପାର୍ଶ୍ଵରେ ଝିଅ ବାପା ର ରାଗ ଦେଖି ଡରିଗଲା ପ୍ରେମିକ । ଆଉ ନିଜ ପ୍ରେମିକା କୁ ସେହି ସ୍ଥାନରୁ ଫେରାର ହୋଇଥିଲା ମହାନ ପ୍ରେମିକ ଜଣଙ୍କ ।

ଆଉ ନିଜ ଝିଅ ର ଏହି ରୂପ ଦେଖିଲା ପରେ ଝିଅକୁ ଘରୁ ତଡି ଦେଇଥିଲେ ବାପା । ଆଉ ଘରୁ ବାହାରିବା ପରେ ଝିଅଟି ଯାଇ ପହଞ୍ଚି ଥିଲା ଯୁବକଙ୍କ ଘରେ । ମାତ୍ର ସେତେବେଳେ ପ୍ରେମ କରୁଥିବା ଦେଖାଇଥିଲା ନିଜର ଅସଲ ରୂପ । ଆଉ ଅଧା ରାସ୍ତାରେ ହାତ ଛାଡି ଦେଇଥିଲା ପ୍ରେମିକାର । ଯୁବତୀ ଙ୍କୁ ନିଜ ଘରେ ଦେଖି ଯୁବକ ଜଣଙ୍କ ନ ଜାଣିଲା ଭଳି ଅଭିନୟ କରିଥିଲା ।

ଆଉ ଯୁବତୀ ଜଣଙ୍କୁ ଘର ଭିତରକୁ ନେଇ ନଥିଲା ଆଉ ଯୁବତୀ ଜଣଙ୍କ ଯେତେ ନେହୁରା ହେଲେ ମଧ୍ୟ ଶୁଣି ନଥିଲା ମହାନ ପ୍ରେମିକ ଜଣକ । ଆଉ ଶେଷରେ ରାତି ଅଧରେ ଯୁବତୀ ଙ୍କୁ ଘରୁ ବାହାର କରି ଘରେ ତାଲା ପକାଇ କୁଆଡେ ପଳାଇ ଯାଇଛି ପ୍ରେମିକ ଜଣକ । ମାତ୍ର ଯୁବତୀ ଜଣଙ୍କ ରାତି ୧୨ ଟା ରୁ ଯୁବକଙ୍କ ଦୁଆରେ ସେହିଭଳି ଅପେକ୍ଷା କରି ବସିଛନ୍ତି ।

ଘର ଛାଡି ଫେରାର ପ୍ରେମିକ ଆଉ ସବୁକିଛି ଛାଡି ପ୍ରେମିକ ଙ୍କ ହାତ ଧରି ଚାଲିବାକୁ ଅପେକ୍ଷା କରି ଶୀତକାକରରେ ବସିଛି ପ୍ରେମିକା ଜଣଙ୍କ । ଏହି ଦୃଶ୍ୟ ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ର । ନିକିରାଇ ଗାଁ ର ଚକ୍ରଧର ମଲ୍ଲିକ ଙ୍କ ପୁଅ ଜନ୍ନଜୟ ମଲ୍ଲିକ ସେହି ଗ୍ରାମର ଯୁବତୀ ଙ୍କୁ ୭ ବର୍ଷ ହେବ ପ୍ରେମ କରୁଥିଲେ ବୋଲି ସୂଚନା ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *