Special Story: ଜଣେ ଏମିତି Collector ଯିଏ ଚାଷୀ ଙ୍କୁ କରିଦେଲେ କୋଟିପତି, ପୁରା ଘଟଣା ଜାଣିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରି ସବୁ ଖବର ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଖବର ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଖବର ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚାଷୀ ବର୍ତ୍ତମାନ କୋଟିପତି ହୋଇଯାଇଛନ୍ତି । ଅନ୍ୟ କ୍ଷେତରେ କାମ କରି ଚାଷୀ ଜଣକ ଥକି ପଡିଥିଲେ । ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କ ପାଇଁ ଆଜି ସେ କୋଟିପତି । ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ମଧ୍ୟପ୍ରଦେଶ ରତଳରମ ଠାରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ କଲେକ୍ଟର କୁମାର ପୁରୁଷତ୍ତମ ଗରିବ ଚାଷୀଙ୍କୁ ତାଙ୍କ ୧୬ ପିଘା ଜମି ଫେରାଇ ଦେଇଛନ୍ତି । ଜମିର ମାଲିକ ହେବା ପରେ କୃଶକ ଜଣକ ହୋଇଯାଇଛନ୍ତି କୋଟିପତି । ହଠାତ ଏତେ ଟଙ୍କାର ମାଲିକ ହେବା ପରେ ସେ ବହୁତ ଅଧିକ ଖୁସି ହୋଇଯାଇଛନ୍ତି ।

ବନ୍ଧୁଗଣ କଲେକ୍ଟରଙ୍କ ଏହି କାମର ପ୍ରଶଂସା କରି ଟ୍ବିଟ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ତେବେ କୃଶକଙ୍କ କହିବା ଅନୁଯାଇ ୧୯୬୧ ମସିହାରେ ତାଙ୍କ ପୈତୃକ ଜମିକୁ ତାଙ୍କ ଭାଇ ଠାରୁ କିଛି ଲୋକ ବହୁତ କମ ଟଙ୍କାରେ ନେଇଯାଇଥିଲେ । ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ବହୁତ କମ ଥିଲା ତେଣୁ ସେ ସେହି ସମୟରେ ଜମି ବିକି ଦେଇଥିଲେ ।


ଏ ସମ୍ପର୍କରେ ଥାବ୍ରା ଜାଣିବା ପରେ ଜମିକୁ ଫେରାଇ ଆଣିବା ପାଇଁ ବହୁତ ଚେଷ୍ଟା କରିଥିଲେ । ବହୁତ ଚେଷ୍ଟା କରିଲେ ମଧ୍ୟ କିଛି ଫଳ ମିଳି ନଥିଲା । ଏତେ ଗୁଡାଏ ଜମିକୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା ପୁରା ପରିବାର । ଜମି ଫେରାଇ ଆଣିବା ପାଇଁ ଦୀର୍ଘ ୬୦ ବର୍ଷ ହେବ ଲଢେଇ କରିଥିଲେ ଥାବ୍ରା ହେଲେ କିଛି ଲାଭ ହୋଇନଥିଲା ।

ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଭେଟିବା ପରେ ମଧ୍ୟ କିଛି ଲାଭ ମିଳି ନଥିଲା । ପରିବାର ଚଳେଇବା ପାଇଁ ପର ଘରେ କାମ କରୁଥିଲେ । ଏହାପରେ ସେ ନିଜ ସମସ୍ୟାକୁ ନେଇ ସ୍ଥାନୀୟ କଲେକ୍ଟରଙ୍କ ପାଖକୁ ଯାଇଥିଲେ । କଲେକ୍ଟର ସବୁ କାଗଜ ପତ୍ର ଦେଖିବା ପରେ ଏସଡିଏମକୁ ଜମି କବଜା କରିବାକୁ ନିର୍ଦ୍ଧେଶ ଦେଇଥିଲେ ।ଦୀର୍ଘ ବର୍ଷ ପରେ କୃଶକଙ୍କ ପରିବାର ନିଜ ଜମି ଫେରି ପାଇବା ପରେ ବର୍ତ୍ତମାନ ଖୁସି ଅଛନ୍ତି । ବର୍ତ୍ତମାନ ସେ କୋଟି କୋଟି ଟଙ୍କାର ମାଲିକ ଅଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *