‘ଇତିହାସ କଥା ମୁଁ କିଛି ଜାଣିନି ମୁଁ ବୁଲିବାକୁ ଆସିଛି , 400ଟଙ୍କା ଦେଇ ଚୁଟି କାଟିଛି ..ରାତି ସାରା ଵୁଲିବି ଓ ଶେଷରେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ବାଲିଯାତ୍ରା ବୁଲିବାକୁ ଯାଇଥିବା ଜଣେ ଯୁବକ ଏଭଳି କହିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ହସି ହସି ଗଡିଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯୁବକ ଜଣଙ୍କ କହିଛନ୍ତି ଯେ ସାଙ୍ଗପିଲା ମିଶି ସମୁଦାୟ 3 ଜଣ ଆସିଛନ୍ତି । ବହୁତ ମଜାମସ୍ତି କରି ବାଲିଯାତ୍ରା ବୁଲି ଯିବେ । ସେମାନେ ରାମଦୋଳିରେ ବସିବା ସହିତ କାର, ଟ୍ରେନ ରେ ମଧ୍ୟ ବସିଥିଲେ । ବୁଲି ଖାଇ ଆରଦିନ ସକାଳେ ଯିବେ ବୋଲି କହିଥିଲେ ।

ରାମଦୋଳି ଅଧିକ ଉଚ୍ଚ ଥିବାରୁ ବହୁତ ଦର ଲାଗେ ତାଙ୍କୁ ବୋଲି ସେ କହିଛନ୍ତି । ଅମୁଲ ଆଇସକ୍ରିମ ସାଙ୍ଗକୁ କଟକର ଦହିବରା ଆଲୁଦମ ଖାଇ ବାଲିଯାତ୍ରା ବୁଲିଥିବାର କହିଛନ୍ତି । ମାତ୍ର ଗତ 2 ବର୍ଷ ହେବ ବାଲିଯାତ୍ରା ବନ୍ଦ ଥିଲା ଏହାକୁ ନେଇ ଯୁବକ ଜଣକ ମନଦୁଃଖ ପ୍ରବଳ ହେଉଥିଲା ବୋଲି ସେ କହିଛନ୍ତି । ମାତ୍ର ଦୁଇବର୍ଷ ହେବ ସେ ଆସିପାରୁନଥିଲେ କିନ୍ତୁ 3 ବର୍ଷ ବେଳ କୁ ସେ ଆସିଛନ୍ତି ।

ଆଜି ସେ ଯିବେ ଏବଂ ରାତିସାରା ବୁଲି କାଲି ସକାଳେ ଘରକୁ ଯିବେ । ମାତ୍ର ଏତିହାସିକ କଥା ସେ କିଛି ଜାଣିନାହାଁନ୍ତି ବର୍ଷ କୁ ଥରେ ବାଲିଯାତ୍ରା ସେଥିପାଇଁ ଉପଭୋଗ କରିବାକୁ ସେ ଆସିଛନ୍ତି । ଯୁବକ ଜଣଙ୍କ ଛତିଆ ପାର୍ଲରରେ ଚୁଟି କାଟିଛନ୍ତି ବୋଲି କହିଛନ୍ତି । ଏହିଭଳି ଚୁଟି ୪୦୦ ଟଙ୍କା ଦେଇ କାଟି ବହୁତ ଗର୍ବିତ ଅଛନ୍ତି ବୋଲି କହିଛନ୍ତି ।

ଯୁବକ ଜଣକ ହସି ହସି କହିଛନ୍ତି ଯେ ମୁଁ ଏହି ଷ୍ଟାଇଲ କରିଛି ବୋଲି ଗାଁ ରେ ମୋ ଷ୍ଟାଇଲ କୁ ନେଇ ଫଟୋ ଉଠାଇ ଉଠାଇ ସବୁ ଛାଡୁଛନ୍ତି । ନିଜ ସାଙ୍ଗସାଥି ମାନଙ୍କୁ ମଧ୍ୟ ଯୁବକ ଜଣକ ପରାମର୍ଶ ଦେଇ କୁହନ୍ତି ଯେ ଯେତିକି ଦିନ ବଞ୍ଚିବା ଏହି ସମାଜରେ ଭଲରେ ବଞ୍ଚିବା । ସମସ୍ତେ ଷ୍ଟାଇଲ ମାର କିନ୍ତୁ ବାନାବାତ୍ରା ହୁଅନି । ଅର୍ଥାତ ଝିଅ ପିଲା ଙ୍କ ପଛରେ ଆଦୌ ପଡନାହିଁ ।

ଯେତିକି ଦିନ ବଞ୍ଚିବ ବିନଦାସରେ ବଞ୍ଚିବା ଅୟସରେ ବଞ୍ଚିବା କଥା ପଇସା ଗୁଡାକ ଅଯଥାରେ ବରବାଦ କରିବା କଥା ନୁହେଁ । ନିଜ ସାଙ୍ଗସାଥି ଏହିଭଳି ପଇସା ବରବାଦ ଝିଅ ଙ୍କ ପଛରେ କରୁଥିବାର ଯୁବକ ଜଣକ ଦେଖୁଛନ୍ତି ଏଣୁ ସେ ଏହିଭଳି ମତ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *