ଏହି 4 ଜଣଙ୍କ ଘରେ କେବେବ ବି ଭୁଲରେ ମଧ୍ୟ ଭୋଜନ କରିବେ ନାହିଁ, ହେଇଯିବେ ଭିକାରି- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ କିଛି ଲୋକଙ୍କ ଘରେ ଭୋଜନ କରିବା ଉଚିତ ହୋଇନଥାଏ । କୁହାଯାଇ ଥାଏ ଯେ, ସେହି ଲୋକମାନଙ୍କ ଘରେ ଭୋଜନ କରିଲେ ମନ ଓ ମସ୍ତିସ୍କ ଦୂଷିତ ହୋଇ ଯାଇଥାଏ । ତେଣୁ ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଏହି ଲୋକମାନଙ୍କ ଘରେ ଖାଦ୍ୟର ସେବନ କରିବା ଉଚିତ ନୁହେଁ । ଏହା ବ୍ଯତୀତ ଏହି କଥା ଗରୁଡ ପୁରାଣରେ ମଧ୍ୟ କୁହାଯାଇଛି । ବର୍ତ୍ତମାନର ଜୀବନରେ ଏହି ସମସ୍ତ କଥା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଘରେ ଖାଦ୍ୟର ସେବନ କରିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲୋକମାନଙ୍କ ବିଷୟରେ ।

୧. ଯେଉଁ ଲୋମମାନେ ଅନ୍ୟ ଲୋକମାନଙ୍କୁ ଉଧାରରେ ଟଙ୍କା ଦେଇଥାନ୍ତି ଓ ସେମାନଙ୍କ ଠାରୁ ଦୁଇଗୁଣ ଟଙ୍କା ସୁଧ ମାଧ୍ୟମରେ ଆଣିଥାନ୍ତି, ଏହି ଲୋକଙ୍କ ଘରେ କେବେହେଲେ ଭୋଜନ କରିବେ ନାହିଁ । ବନ୍ଧୁଗଣ ଏହି ଲୋକମାନଙ୍କ ଘରେ ଭୋଜନ କରିଲେ ଅପାନଙ୍କ ମନ ଓ ମସ୍ତିସ୍କ ଦୂଷିତ ହୋଇପାରେ । ତେଣୁ ଚାଣକ୍ୟଙ୍କ ମତରେ ଏହି ଲୋକଙ୍କ ଘରେ କେବେହେଲେ ଭୁଲ ସେ ମଧ୍ୟ ଭୋଜନ କରିବେ ନାହିଁ ।

୨. ଯେଉଁ ଲୋକ ଚୋରୀ ବା ଅପରାଧ କରିଥିବ ସେହି ଲୋକ ଘରେ କେବେହେଲ ଭୋଜନ କରିବେ ନାହିଁ । ବନ୍ଧୁଗଣ ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକମାନେ ଚୋରୀ ବା ଅପରାଧ କରିଛନ୍ତି ସେମାନଙ୍କ ଘରେ ଭୁଲ ସେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । କାରଣ ଏହି ଲୋକଙ୍କ ଘରେ ଭୋଜନ କରିବା ଦ୍ଵାରା ସେମାନଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ତେଣୁ ବନ୍ଧୁଗଣ ଏହି ଲୋକମାନଙ୍କ ଘରେ ଭୋଜନ କରିବେ ନାହିଁ ।

୩. ବନ୍ଧୁଗଣ ଯେଉଁ ଲୋକମାନେ ଅଧିକ କ୍ରୋଧ କରିଥାନ୍ତି ସେମାନଙ୍କ ଘରେ କେବେହେଲେ ଭୁଲ ସେ ମଧ୍ୟ ଭୋଜନ କରିବେ ନାହିଁ । କାରଣ କ୍ରୋଧରେ ମଣିଷ ଠିକ ଭୁଲର ଅନ୍ତର ବୁଝିପାରି ନଥାଏ । ଯାହା ଫଳରେ ସେ ସମସ୍ତ ଭୁଲ କାର୍ଯ୍ୟ କରିଥାଏ । ଯଦି ଆପଣ କ୍ରୋଧୀ ବ୍ୟକ୍ତି ଘରେ ଭୋଜନ କରିବେ ତା ହେଲେ ସେହି ବ୍ୟକ୍ତିର ସ୍ଵଭାବର ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ତେଣୁ ବନ୍ଧୁଗଣ ଏହି ଲୋକଙ୍କ ଘରେ କେବେହେଲେ ଭୋଜନ କରିବେ ନାହିଁ ।


୪. ବନ୍ଧୁଗଣ ଯଦି କୌଣସି ଲୋକକୁ ବହୁତ ସମୟ ପର୍ଯ୍ୟନ୍ତ କିଛି ସଂକ୍ରମିତ ରୋଗ ହୋଇଛି ତା ହେଲେ ସେହି ବ୍ୟକ୍ତି ଘରେ ଭୁଲ ସେ ମଧ୍ୟ ଭୋଜନ କରିବେ ନାହିଁ । କାରଣ ସେହି ସଂକ୍ରମିତ ବ୍ୟକ୍ତି ଶରୀରରେ ଥିବା ଭୂତାଣୁ ବାୟୁ ବା ଜଳ ମାଧ୍ୟମରେ ଆପଣଙ୍କୁ ସଂକ୍ରମଣ କରିପାରେ । ଏହା ଦ୍ଵାରା ଆପଣଙ୍କୁ ମଧ୍ୟ ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ସଂକ୍ରମିତ ରୋଗରେ ପୀଡିତ ଥିବା ଲୋକମାନଙ୍କ ଘରେ ଭୂଲ ସେ ମଧ୍ୟ ଭୋଜନ କରିବେ ନାହିଁ । ତା ହେଲେ ବନ୍ଧୁଗଣ ଏହି ୪ ପ୍ରକାରର ବ୍ୟକ୍ତିଙ୍କ ଘରେ ଭୋଜନ କରିବେ ନାହିଁ । ଭୋଜନ କରିବା ଦ୍ଵାରା ଆପଣଙ୍କର ହାନି ହେବାର ସମ୍ଭାବନା ବହୁତ ଅଧିକ ରହିଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *