ନିଜ ଝିଅ ମାନଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଆଉ ହଟ ନଜର ଆସନ୍ତି Bollywood ର ଏହି 4 ଜଣ ହିରୋଇନ ଙ୍କ ମା, ନମ୍ବର 3 ମା’ ଙ୍କ ପାଇଁ ତ ପୁରା ଦୁନିଆ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବଲିଉଡର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ମା ମାନେ ମଧ୍ୟ ବହୁତ ସୁନ୍ଦର ଓ ହଟ୍ ନଜର ଆସନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଓ ସେମାନଙ୍କ ମା’ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଓ ସେମାନଙ୍କ ମାଙ୍କ ବିଷୟରେ ।

ପୂଜା ବେଦି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପୂଜା ବେଦି । ବଲିଉଡର ଦିଗଜ ଅଭିନେତା କବୀର ବେଦିଙ୍କ ଝିଅ ପୂଜା ବେଦି ବଲିଉଡରେ ସଫଳତା ହାସଲ କରି ସାରିଛନ୍ତି । ପୂଜା ବେଦି ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ହେଲେ ତାଙ୍କ ଝିଅ ଆଲିଆ ଫରନିଚରବାଲା ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଆଲିଆ ଅଭିନେତା ସେଫ ଅଲି ଖାନଙ୍କ ସହ ‘ଯବାନୀ ଜାନେମନ’ରୁ ନିଜ ଫିଲ୍ମ କାରିୟରର ଆରମ୍ଭ କରିଛନ୍ତି । ସେ ଏହି ଫିଲ୍ମ ରେ ବହୁତ ଭଲ ଅଭିନୟ କରିଥିଲେ ଯାହାକୁ ଦର୍ଶକ ମାନେ ମଧ୍ୟ ପସନ୍ଦ କରିଛନ୍ତି ।

ଉର୍ବଶୀ ରୋତେଲା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଉର୍ବଶୀ ରୋତେଲା । ଉର୍ବଶୀ ବହୁତ ସୁନ୍ଦର ଓ ସେକ୍ସି ନଜର ଆସନ୍ତି । ଉର୍ବଶୀଙ୍କ ମା’ଙ୍କ ନାମ ହେଉଛି ମୀରା ସିଂହ । ମୀରା ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଆପଣ ଏହି ଦୁଇଜଣଙ୍କୁ ଏକା ସହ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ବିଶ୍ଵାସ କରିବେ ନାହିଁ ଯେ, ଏହି ଦୁଇଜଣ ହେଉଛନ୍ତି ମା ଓ ଝିଅ ।


ଟ୍ଵିଙ୍କଲ ଖନା- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କୁ ନିଶ୍ଚୟ ଜାଣିଥିବେ । ଟ୍ଵିଙ୍କଲ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଟ୍ଵିଙ୍କଲଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଟ୍ଵିଙ୍କଲଙ୍କ ମା ହେଉଛନ୍ତି ଡିମ୍ପଲ କପାଡିଆ । ଟ୍ଵିଙ୍କଲଙ୍କ ମା ମଧ୍ୟ ଟ୍ଵିଙ୍କଲଙ୍କ ଠାରୁ ସୁନ୍ଦରତା ମାମଲାରେ କମ ନୁହନ୍ତି । ଡିମ୍ପଲ ମଧ୍ୟ ବହୁତ ହଟ୍ ଓ ସୁନ୍ଦର ନଜର ଆସନ୍ତି ।

ଶ୍ରଦ୍ଧା କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ବହୁତ ସୁନ୍ଦର ଓ ସେକ୍ସି ନଜର ଆସନ୍ତି ହେଲେ ସୁନ୍ଦରତା ମାମଲାରେ ଶ୍ରଦ୍ଧାଙ୍କ ମା ଶିବାଙ୍ଗି କପୁର ମଧ୍ୟ ଶ୍ରଦ୍ଧାଙ୍କ ଠାରୁ କମ ନୁହନ୍ତି । ଶିବାଙ୍ଗି ଏକ ଅଭିନେତ୍ରୀ ହେବା ସହ ଏକ ବହୁତ ଭଲ ସିଙ୍ଗର ମଧ୍ୟ ଅଟନ୍ତି । ଶିବାଙ୍ଗି ବଲିଉଡର କେତେକ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଶିବାଙ୍ଗି ବର୍ତ୍ତମାନ ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *