ଏହି ୪ ବର୍ଷର ପିଲାଟି ପ୍ରତି ମାସରେ କମାଉଛି ଲକ୍ଷ ଲକ୍ଷ ଟଙ୍କା, କାମ ଜାଣିଲେ ଆପଣ ବି ଚମକି ପଡିବେ…

ବହୁତ ଥର ଆପଣ ଦେଖିଥିବେ କି ସ୍କିଲ ପାଇଁ ବୟସର ଆବଶ୍ୟକ ହୋଇନଥାଏ ତେବେ ଆପଣ ପିଲାବେଳରୁ ମଧ୍ୟ ହେଇପାରିବେ ଓ ଜନ୍ମ ହେବା ସହିତ ସମସ୍ତଙ୍କ ପାଖରେ ଗୋଟେ ସ୍କିଲ ନିଶ୍ଚୟ ଥାଏ ତାକୁ କେବଳ ଚିହ୍ନିବା ଦରକାର ହୋଇଥାଏ । କେବେ କେବେ କିଛି ସ୍କିଲକୁ କେହି ଶୀଘ୍ର ଜାଣି ଯାଆନ୍ତି ଓ କେହି ଜାଣିବାକୁ ବହୁତ ସମୟ ଲାଗିଥାଏ କିନ୍ତୁ ଏମିତି ହିଁ ଗୋଟେ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଲା ।

ଜଣେ ୪ ବର୍ଷର ଛୁଆ ଏମିତି କରି ଦେଖେଇଲା କି ସମସ୍ତଙ୍କ ଆଖି ଖୋଲା କୂ ଖୋଲା ରହିଗଲା । 4 ବର୍ଷ ବୟସରେ ଯାହା ଖେଳନା ସହିତ ଖେଳିବା ବୟସ ହୋଇଥାଏ ସେହି ବୟସରେ ଏହି ପିଲା ଏମିତି କିଛି କରି ଦେଖେଇଲା କି ସବୁ ମାସରେ ଦେଢ଼ ଲକ୍ଷରୁ ଅଧିକ ରୋଜଗାର କରିଲା । ଆଜ୍ଞା ହଁ ଆପଣ ବି ଶୁଣି ଚମକି ପଡିଥିବେ କିନ୍ତୁ ଏହି କଥା ସତ ଅଟେ କି ଏହି 4 ବର୍ଷର ପିଲା ଭିତରେ ଗୋଟେ ଏମିତି ସ୍କିଲ ଅଛି କି ସେ ପ୍ରତି ମାସରେ ଏତେ ରୋଜଗାର କରୁଛି ।

ଏହି 4 ବର୍ଷର ପିଲା ପୁନେରେ ରହୁଥିବା ଜଣେ ପିଲା ଯାହାର ନାମ ଅଦ୍ୱେତ ଅଟେ । 4 ବର୍ଷ ବୟସରେ ପିଲା ରଙ୍ଗ ଚିହ୍ନିବା ଆରମ୍ଭ କରୁ କରୁ ସେ ରଙ୍ଗରେ ଏତେ ଭଲ ପେନଟିଙ୍ଗ ବନାଉଛୁ କି ଏହା ବହୁତ ରେଟରେ ବିକୁଛି । ଆପଣ ଜାଣି ବହୁତ ଆଶ୍ଚର୍ଯ୍ୟ ହେବେ କି ଏହି ପିଲା ନିଜର ଏହି କଳାରେ ଏତେ ମାହିର ଅଟେ କି ତାର ଏହି କଳାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

୨ ବର୍ଷ ହେଲାଣି ଅଦ୍ୱେତ ନିଜ ମାଆ ବାପାଙ୍କ ସହିତ କାନାଡ଼ାରେ ରହୁଛି ଓ ଏବେ ସେଠିକାର ନାମୀଦାମୀ ପେଣ୍ଟର ହେଇ ସାରିଲାଣି । ତାର ସବୁ ପେନଟିଙ୍ଗର ଦାମ ଅତି କମରେ 1.5 ଲକ୍ଷଠାରୁ ଉପରେ ହୋଇଥାଏ । ସବୁ ମାସରେ ତାର ପେନଟିଙ୍ଗର ଗୋଟେ ପ୍ରଦର୍ଶନୀ ମଧ୍ୟ ଲଗା ଯାଇଥାଏ ଯେଉଁଥିରେ ବଡ଼ ବଡ଼ କଳାକାର ତାଙ୍କର ପେନଟିଙ୍ଗକୁ ଅଧିକ ରେଟରେ ମଧ୍ୟ କିଣି ଥାଆନ୍ତି । ଏବେ କିଛିଦିନ ତଳେ ଗୋଟେ ମାସ ପୂର୍ବରୁ ସେଣ୍ଟ ଜୋନ ଆର୍ଟ ସେଣ୍ଟରରେ ତାଙ୍କ ପେନଟିଙ୍ଗର ବହୁତ ବଡ଼ ପ୍ରଦର୍ଶନୀ ଲଗାଇ ଥିଲେ । ଯେଉଁଥିରେ ବଡ଼ ବଡ଼ ସମାଲୋଚକ ମାନେ ତାଙ୍କର ପେନଟିଙ୍ଗକୁ ଦେଖି ଆଶ୍ଚର୍ଯ୍ୟରେ ପଡିଗଲେ ।

ତାର ସବୁ କଳାକୃତି Galaxy ଡାଇନାସୋର ଓ ଡ୍ରାଗନରୁ ଇନସ୍ପାୟର ହୋଇଥାନ୍ତି ଓ ତାକୁ ସେହି ରୂପରେ ପକା ଯାଇଥାଏ । ହୁସେନ ପେନଟିଙ୍ଗ ପାଇଁ କେବଳ ପ୍ରଶଂସା ମିଳେ ନାହିଁ ବରଂ ବଡ଼ ବଡ଼ ଫ୍ୟାନ ମାନେ ତାଙ୍କ ପେନଟିଙ୍ଗଙ୍କୁ କିଣି କି ମଧ୍ୟ ନେଇ ଯାଆନ୍ତି । ତାଙ୍କର ଏହି ବୟସରେ ଏତେ ପ୍ରତିଭା ପ୍ରଶଂସାଯୋଗ୍ୟ ଅଟେ । ତାଙ୍କର ମା କୁହନ୍ତି କି ଯେବେ ସେ 1 ବର୍ଷର ଥିଲା ରଙ୍ଗସବୁ ଚିହ୍ନିବାକୁ ଲାଗିଥିଲା ଓ 2 ବର୍ଷ ହେଲାବେଳକୁ ସେ ସବୁ ପ୍ରକାରର ପେନଟିଙ୍ଗ ବନେଇବାରେ ଲାଗିଥିଲା ।

4 ବର୍ଷ ବୟସରେ ନିଜର ନାମ ଜଣେ ସୁନ୍ଦର କଳାକାରଙ୍କ ଲିଷ୍ଟରେ ସାମିଲ କରିଦେଇଛନ୍ତି । ଯିଏ ନିଜ କାମରେ ବହୁତ ଲୋକଙ୍କର ମନରେ ରାଜ କରିବା ଆରମ୍ଭ କରି ସାରିଲେଣି । କିନ୍ତୁ ଏତେ କମ ବୟସରେ ଏତେ ବଡ଼ ସ୍କିଲ ହେବା ସହଜ କଥା ନୁହେଁ ଆଶ୍ଚର୍ଯ୍ୟକର କଥା ଅଟେ । ନିୟୁର୍କର ଆର୍ଟ ଏକ୍ସପୋରେ ପ୍ରଦର୍ଶନ ଭିତରେ ଅଦ୍ୱେତଙ୍କର ଗୋଟେ ପେନଟିଙ୍ଗ ଦୁଇ ହଜାର ଡଲାର ( ପାଖାପାଖି 1 ଲକ୍ଷ 30 ହଜାର ଟଙ୍କା ) ରେ ବିକା ହେଇଥିଲା । ତାଙ୍କର ଏହି ସ୍କିଲ ବଡ଼ ହିଁ ଅଦ୍ଭୁତ ଓ କାଳ୍ପନୀୟ ଅଟେ ।

ଆଶ୍ଚର୍ଯ୍ୟ ଜନକ କଥା ଏହା କି ଏହି ବୟସର ପିଲା ଠିକ ସେ କହିବା ମଧ୍ୟ ଶିଖି ନଥାଆନ୍ତି , ସେଇଠି ଏହି ପିଲା ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜ ମା ବାପାଙ୍କ ନାମ ଉଜ୍ଜଳ କରୁଛନ୍ତି । ଆଶା କରୁଛୁ ଆମର ଏହି ଲେଖାଟି ସମସ୍ତଙ୍କୁ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହିପରି ଦେଶ ଦୁନିଆର ଅପଡେଟ ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *