ଯେତେବେଳେ ଭୟଙ୍କର କ୍ରୋଧୀ ନାଗ (Cobra) ର ରୁଦ୍ରରୂପ ଦେଖି ପୁରା ଗାଁ ଥରିବାକୁ ଲାଗିଲେ, ଆଉ ତା’ପରେ ଯାହା ହେଲା ଦେଖନ୍ତୁ ଏହି ଭିଡିଓ

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ସହ ଜଡିତ ଅନେକ ଭିଡିଓ ଦେଖିଥିବେ ।

ଅନେକ ଫିଲ୍ମରେ ମଧ୍ୟ ଆପଣ ସାପ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ସମସ୍ତ ସାପ ମଧ୍ୟରୁ କେବଳ ନାଗ ସାପକୁ ପୂଜନୀୟ ମାନା ଯାଇଛି । କାରଣ ଭଗବାନ ଶିବ ସବୁବେଳେ ନିକ ବେକରେ ନାଗ ସାପ ଧାରଣ କରିଥାନ୍ତି । ତେବେ ବନ୍ଧୁଗଣ ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ । ବନ୍ଧୁଗଣ ଯଦି ସାପ କାହାକୁ ଚୋଟ ମାରେ ତା ହେଲେ ମାତ୍ର କିଛି ମିନିଟ ମଧ୍ୟରେ ସେହି ବ୍ୟକ୍ତି ନିଜ ପ୍ରାଣ ହରାଇବ ।

ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ଚନ୍ଦ୍ରନାଗ ସାପର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବନ୍ଧୁଗଣ ଏକ ଗାଁର ଗାଡିଆ ଭିତରୁ ଏକ ଚନ୍ଦ୍ରନାଗ ସାପକୁ ଉଦ୍ଧାର କରାଯାଇଛି । ଗାଁ ଲୋକ ମାନେ ସାପଟିକୁ ଦେଖି ଏକ ସାପ ଧରାଳିକୁ ଡକାଇ ଥିଲେ । ସାପ ଧରାଳି ଜଣକ ଚନ୍ଦ୍ରନାଗ ସାପକୁ ଉଦ୍ଧାର କରିବା ସମୟରେ ନାଗଟି ନିଜର ଉଗ୍ର ରୂପ ଦେଖାଇ ଥିଲା ।

ଅନେକ ଥର ସାପଟି ସାପ ଧରାଳି ଜଣକଙ୍କୁ ଚୋଟ ମାରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସାପ ଧରାଳି ଜଣକ ଅତି ସାବଧାନତାର ସହ ଚନ୍ଦ୍ରନାଗ ସାପଟିକୁ ଉଦ୍ଧାର କରିଥିଲେ । ସାପ ଉଦ୍ଧାର ସମୟରେ ଗାଁରେ ଥିବା ସମସ୍ତ ଲୋକ ସେଠାରେ ଉପସ୍ଥିତ ଥିଲେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *