ଦେଖନ୍ତୁ କାମେଡିଆନ Chandan Biswal ଙ୍କ ଏହି Special Interview, କିପରି ଓ କାହିଁକି ସେ ବନିଗଲେ ୟୁଟ୍ଯୁବର କମେଡିଆନ ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ୟୁ ଟ୍ୟୁବର ତଥା କମେଡିଆନ ଚନ୍ଦନ ବିଶ୍ଵାଳ କିଛି ଏଭଳି କହିଛନ୍ତି ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ତେବେ ଜାଣିନେବା ସେ ଏଭଳି କ’ଣ କହିଛନ୍ତି ? ଚନ୍ଦନ ବିଶ୍ଵାଳ ଙ୍କର ସମାଜକୁ ବାର୍ତ୍ତା ଦେବାପାଇଁ ଲକ୍ଷ ଅଛି ବୋଲି ସେ କହିଥିଲେ । ସେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ହିରୋ ହେବା ନିମନ୍ତେ ସେ କେବେ ମଧ୍ୟ ଚେଷ୍ଟା କରିନାହାଁନ୍ତି କମେଡିଆନ ହିଁ ଠିକ ଅଛନ୍ତି ।

ଛୋଟ ବେଳୁ ତାଙ୍କର ଲୋକଙ୍କୁ ହସାଇବା ପ୍ରୟାସ ଥିଲା ମାତ୍ର ସେଭଳି କିଛି ସ୍କୋପ ତାଙ୍କୁ ମିଳିନଥିଲା ।ମନ ଭିତରେ ଏହା ଚାପି ହୋଇ ଥିଲା ଚନ୍ଦନଙ୍କର । ଯେବେଠାରୁ ସୋ-ସି-ଆ-ଲ ମି-ଡି-ଆ ଆସିଲା, ପ୍ରଥମେ 2G ଚାଲିଲା ଏହାପରେ 4G ଚାଲିଲା ସେବେଠାରୁ ସେ ୟୁ ଟ୍ୟୁବ ଷ୍ଟାର୍ଟ କରି ଲୋକଙ୍କୁ ହସାଇବାକୁ ଲାଗିଲେ । ଛୋଟରୁ ସେ ସେମିତି କିଛି ଭାବି ନଥିଲେ ଯେ ଏଭଳି କିଛି କରିବେ ବୋଲି ।

ସେ କହିଛନ୍ତି ଯେ ଯଦି ଆପଣ ଜଣେ କମେଡିଆନ ହେଲେ ତେବେ ଆପଣ କେବଳ କମେଡି କରିପାରିବେ ଲୋକ ଗ୍ରହଣ କରିବେ ସିଙ୍ଗର ହେଲେ ସିଙ୍ଗିଙ୍ଗ । ମାତ୍ର ଜଣେ ୟୁ ଟ୍ୟୁବର ହେଲେ ଆପଣ ସବୁକିଛି କରିପାରିବେ । ୟୁ ଟ୍ୟୁବର ଫାଇଦା ଏହା ଯେ ଯାହା କଂସେପ୍ଟ ମନକୁ ଆସିବ ତାହା ଆପଣ କରି ପାରିବେ । ତାଙ୍କ ଟିମ ରେ ସମୁଦାୟ ୧୦ ରୁ ୧୨ ଜଣ ଅଛନ୍ତି ଯିଏ କି ତାଙ୍କୁ ବହୁତ କୋପ୍ରେଟ କରନ୍ତି ।

ୟୁ ଟ୍ୟୁବରେ କଂସେପ୍ଟ କରିବାକୁ ଏକ ନିର୍ଦ୍ଧିଷ୍ଟ ବଡ ରକମର ଆବଶ୍ୟକତା ନାହିଁ ଯେଉଁଭଳି ଭାବରେ ପଇସା ଖର୍ଚ୍ଚ କରିବେ, ସେହିଭଳି ଭାବରେ ଜିନିଷ ଭଲ ହେବ । ଚନ୍ଦନ ବିବାହ କୁ ନେଇ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରିନାହାଁନ୍ତି କିନ୍ତୁ ତାଙ୍କର ବିବାହ କରିବାକୁ ଇଛା ଅଛି ।

କଥା କଥାରେ ୟୁ ଟ୍ୟୁବର ଚନ୍ଦନ ଏକ ମଜାଦାର ଗୀତ ଗାଇଥିଲେ ତାହା ଥିଲା “ଚିରି ଦେବା ଆଗରୁ ଜେରକ୍ସ ଗୋଟିଏ କରି ରଖ, ଭୁଲିଯିବା ଆଗରୁ ସେଟିଂ ଗୋଟିଏ କରି ରଖ, ଭଲ ପାଇବାର କେତେ ଯେ ଯାତନା କି ଯେତେ ପଟଉଛି ସେତେ ଛାଡିଦେଇ ପଳଉଛି ସେହି ପ୍ଲାନିଂ ପଚାରି ଦେଖ” । ଏହିଭଳି ଭାବରେ ଦର୍ଶକଙ୍କୁ କିଛି କଥା କହି ହସାଇଥିଲେ ୟୁ ଟ୍ୟୁବର ଚନ୍ଦନ ବିଶ୍ଵାଳ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *