ଚାଲୁଥିଲେ ଲୋକ ଛିଡିଗଲା ପୋଲ, ଉଦଘାଟନ ଦିନ ହିଁ ଘଟିଲା ଭୟଙ୍କର ଘଟଣା, କ୍ୟାମେରାରେ କଏଦ ହେଲା ପୋଲ ଭୁଷୁଡିବାର ଭିଡିଓ, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉ ଥିବା ଭିଡିଓରେ ଏକ ପୋଲ ଉପରେ ଚାଲି ଚାଲି ଆସୁଥିଲେ ଲୋକ ହେଲେ ହଠାତ ପୋଲ ଭାଙ୍ଗିଗଲା ଆଉ ଲୋକ ମାନେ ଖସି ଗଲେ । ଉଦ୍ଭାବନା ଦିନ ପୋଲ ଭାଙ୍ଗିଗଲା ଆଉ ଅଭାବନୀୟ ଦୁର୍ଘଟଣାରେ ଅନେକ ଲୋକ ଆହାତ ହୋଇଛନ୍ତି । ଏହି ପୋଲଟି ନୂଆ ହୋଇଥିଲା ଆଉ ଉଦ୍ଘାଟନ ଦିନ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସମସ୍ତଙ୍କୁ ନିମନ୍ତ୍ରଣ କରଯାଇଥିଲା ।

ସମସ୍ତେ ଆସି ଏକତ୍ରିତ ହୋଇ ସାରିଥିଲେ ଆଉ କିଛି ସମୟ ପରେ ହୋଇଥାନ୍ତା ଉଦ୍ଘାଟନ । ହେଲେ ନବ ନିର୍ମିତ ପୋଲ ଦେଇ ଲୋକ ଯିବା ବେଳେ ଘଟିଲା ଦୁର୍ଘଟଣା । ହଠାତ ପୋଲଟି ଭାଙ୍ଗି ଯାଇଥିଲା ଆଉ ତଳେ ପଡି 20ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ବନ୍ଧୁଗଣ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ମେକ୍ସିକୋର କେର୍ନ୍ନାଭେଗାରେ ଘଟିଛି ।

ଅନେକ ସମୟରେ ନିର୍ମାଣ ଦିନ ପୋଲ ଭାଙ୍ଗିବାର ଖବର ଆସେ । ନିମ୍ନ ମାନର କାମ ପାଇଁ ଏଭଳି ଘଟଣା ଘଟିଥାଏ । ପୋଲ ଭାଙ୍ଗିବା ଫଳରେ ଅନେକ ଲୋକଙ୍କ ପ୍ରାଣ ଯାଇଥିବାର ଦେଖିବାକୁ ମିଳିଛି । ବନ୍ଧୁଗଣ ଏଇଠି ମଧ୍ୟ ସମାନ ଅବସ୍ଥା ହେଲେ ଶୋଭାଗ୍ୟ ବଶତଃ କାହାର ପ୍ରାଣ ଯାଇ ନାହିଁ 20ରୁ ଅଧିକ ଲୋକ ଆହାତ ହୋଇଛନ୍ତି ।କୀର୍ଣ୍ଣାଭେଗାର ଏହି କାଠ ପୋଲ ନଦୀ ଉପରେ ନିର୍ମିତ ହୋଇଥିଲା ।

ଏହି ପୋଲ ଦ୍ଵାରା ଦୁଇ ସହର ମଧ୍ୟରେ ଯାତାୟାତ ସୁବିଧା ହୋଇଥାନ୍ତା । ଏହି ପୋଲର ଉଦ୍ଘାଟନ ପାଇଁ ମେୟରଙ୍କ ସହ ମନ୍ତ୍ରୀ ମାନଙ୍କୁ ଡକା ଯାଇଥିଲା । ହେଲେ ପୋଲ ଉଦ୍ଘାଟନ ପୂର୍ବରୁ ଏହା ଭାଙ୍ଗି ଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *