ରଖେ ହରି ତ ମାରେ କିଏ ? ଆପଣ କେବେ ବି ଏମିତି ଆକ୍ସିଡେଣ୍ଟ ଦେଖି ନଥିବେ, ଦେଖନ୍ତୁ Live Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ଭାଗ୍ୟ ରେ ଯାହା ଥାଏ ତାହା ହୋଇକି ହିଁ ରୁହେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ନିଜ ଭାଗ୍ୟ ରେ ହେବାକୁ ଥିବା ଘଟଣା କୁ ବଦଳାଇ ପାରିବେ ନାହିଁ । ଯଦି ଆପଣଙ୍କ ସହ କିଛି ଅ-ଘ-ଟ-ଣ ହେବାର ଥିବ ତେବେ ଆପଣ ଘରେ ରହିଲେ ମଧ୍ୟ ଅ-ଘ-ଟ-ଣ ହୋଇକି ରହିବ କିନ୍ତୁ ଯଦି ଆପଣଙ୍କ ଭାଗ୍ୟ ବହୁତ ତେଜ ଥିବ ତେବେ ଆପଣ ବଡ଼ ବଡ଼ ଦୁ-ର୍ଘ-ଟ-ଣା ରୁ ମଧ୍ୟ ବଂଚି ପାରିବେ ।

ତେବେ ଏହାକୁ କିଛି ଲୋକ ମାନନ୍ତି ନାହିଁ କିନ୍ତୁ ବେଳେବେଳେ ଜୀଵନ ରେ ଏପରି କିଛି ଘ-ଟି-ଯାଇଥାଏ ଯାହା ପରେ ଭାଗ୍ୟ ଏବଂ ଚମତ୍କାର ଉପରେ ବିଶ୍ୱାସ କରିବାକୁ ପଡିଥାଏ ଯେପରି କି ଏକ ଭିଡିଓ ରେ ଦେଖିବାକୁ ମିଳୁଛି କି ଦୁ-ର୍ଘ-ଟ-ଣା ପରେ ଲୋକଟି ଏକଦମ ସୁସ୍ଥ ଏବଂ ସୁରକ୍ଷିତ ରହିଛି ତେବେ ଆସନ୍ତୁ ସେହି ଘଟଣା ବିଷୟରେ ଆଲୋଚନା କରି ନେବା । ତେବେ ବର୍ତ୍ତମାନ ଆପଣ ମାନେ ଜାଣିଥିବେ କି ରାସ୍ତା ଘାଟରେ ଚାଲିବା ବହୁତ ଭ-ୟ-ଙ୍କ-ର ଏବଂ କ-ଷ୍ଟ ହୋଇ ପଡ଼ିଲାଣି ।

କାରଣ ରାସ୍ତା ରେ ଚାଲୁଥିବା ଅମାନିଆ ଗାଡି ଗୁଡିକ ଯୋଗୁଁ କାରଣ କେତେବେଳେ ବି ସେମାନେ କାହାକୁ ବି ନିଜ ଗାଡି ତ-ଳେ ନେଇ ଯାଇଥାଏ ଯାହା ଫଳରେ ଲୋକମାନେ ରାସ୍ତା ରେ ଗାଡି ଚଳେଇବା ଦୋଷରା କଥା ଚାଲିକି ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି । ତେବେ ବର୍ତ୍ତମାନ ଏକ ସି-ସି-ଟି-ଭି ଭିଡିଓ ରେ ଦେଖିବାକୁ ମିଳୁଛି ଯେଉଁଥିରେ ଏକ ବାଇକ ଚାଳକ ନିଜ ଗାଡି ନେଇ ରାସ୍ତା ରେ ଯାଉଥିବା ସମୟରେ ପଛରୁ ଏକ ବସ ଆସି ଧକ୍କା ଦେଇଥିଲା ଏବଂ ବାଇକ ଵାଲା ଟି ବସ ର ସିଧା ତଳେ ପଡିଯାଇଥିଲା ।

ତେବେ ରଖିବ ସେ ତ ମାରିବ କିଏ ଅର୍ଥାତ ଭାଗ୍ୟ ବଶତଃ ବାଇକ ଚାଳକ ର କୌଣସି କ୍ଷତି ହୋଇ ନଥିଲା କେବଳ ସାଧାରଣ କ୍ଷତ ହୋଇ ଯାଇଥିଲା ତେବେ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ଏହା କୌଣସି ଚମତ୍କାର ଠାରୁ କମ ନୁହେଁ । ଏହା ଛଡା ଏହି ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ମଧ୍ୟ ବହୁତ ଭା-ଇ-ରା-ଲ ହେଉଛି ଏବଂ ସମସ୍ତେ ଏହା ଈଶ୍ୱରଙ୍କ ଚମ-ତ୍କା-ର ମଧ୍ୟ କହୁଛନ୍ତି ।

Leave a Reply

Your email address will not be published. Required fields are marked *