ଚାହୁଁ ଚାହୁଁ ମଡ ମଡ ହେଇ ଗାଳି ପଡିଲା 4 ମହଲା ବିଶିଷ୍ଟ କୋଠା, ଦେଖନ୍ତୁ Exclusive Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଏହି ଦୁନିଆର ସମସ୍ତ ମଣିଷ ନିଜ ଫୋନ ବ୍ୟବହାରରେ ସବୁ କିଛି କରିପାରୁଛନ୍ତି । ଖବର ପଢିବା ଠାରୁ ଆରମ୍ଭ କରି ଖବର ଜନସାଧାରଣଙ୍କୁ ପଠାଇବା ପର୍ଯ୍ୟନ୍ତ ସବୁ କିଛି ସୋ-ସି-ଆ-ଲ ମିଡିଆ ଦ୍ଵାରା ହୋଇ ପାରୁଛି । ସୋ-ସି-ଆ-ଲ ମିଡିଆର ବ୍ୟବହାରରେ ଆପଣ ଘରେ ରହି ଦେଶ ବିଦେଶର ସମସ୍ତ ଖବର ଓ ଘ-ଟ-ଣା ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।

ବନ୍ଧୁଗଣ ଗୋଟେ ଗୋଟେ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଅଧିକ ଭା-ଇ-ରା-ଲ ହୁଏ ଯାହାକୁ ଦେଖି ଲୋକ ମାନଙ୍କର ହୋସ ଉଡିଯାଏ । ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓକୁ ନେଇ ଗତ କିଛି ଦିନ ହେବ ବହୁତ ଚର୍ଚା ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ଚାରି ମହଲା ବିଶିଷ୍ଟ ବଡ ଘର ମାତ୍ର କିଛି ସମୟ ମଧ୍ୟରେ ଭୁସୁଡି ତଳେ ପ-ଡି-ଯାଉଛି । ଭାବନ୍ତୁ ବନ୍ଧୁଗଣ ଯଦି ଆପଣଙ୍କ ଘର ଏହି ପରି ଭାବେ ଭୁ-ସୁ-ଡି ଯିବ ତା ହେଲେ ଆପଣ ମାନଙ୍କୁ କେମିତି ଲାଗିବ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ବେଙ୍ଗାଲୁରୁରେ ଘ-ଟି-ଛି । ହେଲେ ଶୋଭାଗ୍ୟ ବଶତଃ ଏହି ଘ-ଟ-ଣା ପାଇଁ କାହାର ପ୍ରା-ଣ ଯାଇ ନାହିଁ ।

ଘର ଭୁ-ସୁ-ଡି-ବା ପୂର୍ବରୁ ଦୁଇଟି ପରିବାର ଘରୁ ବାହାରକୁ ଚାଲି ଯାଇଥିଲେ ଓ ନିଜ ଜୀବନ ହରାଇ ନଥିଲେ । ସୋ-ସି-ଆ-ଲ ମି-ଡି-ଆରେ ଏହି ଘ-ଟ-ଣା-ର ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *