6 ବର୍ଷର ପିଲାକୁ ଝାମ୍ପି ନେଲା ବାଘ, ଦେଖନ୍ତୁ Video 

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ବର୍ତମାନ ପର୍ଯ୍ୟନ୍ତ କମି ନାହିଁ ଓ ଏଭଳି ଜଟିଳ ସମୟରେ ଏପରି ସବୁ ଘଟଣା ବିଭିନ୍ନ ସ୍ଥାନ ମାନଙ୍କରେ ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାରେ ରହୁଛି । ଗତ କିଛି ସମୟ ହେବ ଏକ ହୃଦୟ ବିଦାରକ ଘଟଣା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେବାରେ ଲାଗିଛି । ସମସ୍ତ ସ୍ଥାନରେ ଏହି ଘଟଣାର ଚର୍ଚା ହେଉଛି ।

ଆପଣ ମାନେ ବି ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ୬ ବର୍ଷର ଏକ ପିଲାକୁ ବାଘ ନେଇ ଯାଇଥିବା ସୂଚନା ମିଳିଛି । ପିଲାଟିକୁ ଏକ କଲରାପତରିଆ ବାଘ ଆ-କ୍ର-ମ-ଣ କରିଛି ଓ ପିଲାର ମୃ-ତ୍ୟୁ ଘ-ଟି-ଛି । ମି-ଡି-ଆ ରିପୋର୍ଟସ ଅନୁସାରେ ଛତିଶଗଡ ସିହାୱା ଶୀତଳା ମନ୍ଦିର ଯାଇଥିଲା ପିଲାଟି ନିଜ ପରିବାର ସହ । ସେହି ସ୍ଥାନରେ ଏହି ଘ-ଟ-ଣା-ଟି ଘ-ଟି-ଛି ।

ପରିବାର ସହ ଛୁଆଟି ବୁଲିବାକୁ ଯାଇଥିବା ବେଳେ ବାଘଟି ତାକୁ ଝା-ମ୍ପି ଦେଇଥିଲା । ନବରଙ୍ଗପୁର ରାଇଘର ବ୍ଲକ ତୁରୁହିରୁ ଛତିଶଗଡ ଯାଇଥିଲେ ସେମାନେ । ଛୁଆଟିକୁ ବାଘ ନେଇଯିବା ପରେ ପରିବାର ଲୋକ ପୋଲିସ ପାଖକୁ ଯାଇ ଘ-ଟ-ଣା ବିଷୟରେ କହିଥିଲେ । ବନ ବିଭାଗ ବର୍ତ୍ତମାନ ଛୁଆର ମୃ-ତ ଦେ-ହ ଉ-ଦ୍ଧା-ର କରି ପରିବାରକୁ ହସ୍ତାନ୍ତର କରିଛି ।

ଶୀତଳା ମନ୍ଦିରଟି ଛତିଶଗଡ ପାହାଡ ଉପରେ ରହିଛି । ସେହି ମନ୍ଦିରକୁ ଚାଲିକି ଯିବାକୁ ପଡିଥାଏ । ନବରାତ୍ରି ପାଇଁ ପରିବାର ଶୀତଳା ମନ୍ଦିର ଯାଇଥିଲେ । ମନ୍ଦିର ଦର୍ଶନ କରି ସେମାନେ ଫେରିବା ବେଳେ ଏକ କଲରାପତରିଆ ବାଘ ୬ ବର୍ଷର ଛୁଆକୁ ଝା-ମ୍ପି ନେଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *