ଓଠକୁ ପୁରାପୁରି ଗୋଲାପୀ କରିବା ପାଇଁ ସହଜ ଘରୋଇ ଉପାୟ, ଝିଅମାନେ ନିହାତି ଦେଖନ୍ତୁ

ଓଠ ମନୁଷ୍ୟ ତଥା ଅନ୍ୟ ଜୀବ ଶରୀରର ବାହାରକୁ ଦେଖାଯାଇଥାଏ । ଓଠ କୋମଳ ଓ ଚଳନଶୀଳ ହୋଇଥାଏ ଓ ଆହାର ଗ୍ରହଣ କରିବା ମଧ୍ୟ ଓଠର ଛିଦ୍ର ଅର୍ଥାତ୍ ମୁହଁ ଦ୍ଵାରା ହୋଇଥାଏ । ଏହା ବ୍ୟତୀତ ଓଠ ଦ୍ଵାରା …

Read More

ଚାଣକ୍ୟଙ୍କ ନୀତି ଅନୁସାରେ ଏହି ଲୋକମାନଙ୍କ ପାଖରେ କେବେବି ରୁହନ୍ତି ନାହିଁ ଲକ୍ଷ୍ମୀ

ଚାଣକ୍ୟ ତାଙ୍କ ନୀତିରେ ବହୁତ୍ ଉପଦେଶ ମାନ ଦେଇଛନ୍ତି ଯାହାକୁ ଆମେ ଯଦି ଜୀବନରେ ଆପଣାଇବା ତେବେ ବହୁତ୍ ଜଲ୍ଦୀ ଜୀବନରେ ସଫଳତା ହାସଲ କରିବା । ତାଙ୍କ ନୀତି ବହୁତ ପ୍ରାଚୀନ କାଳର ହେଲେ ଏହା ଆଜି ମଧ୍ୟ ମନୁଷ୍ୟ …

Read More

ଚାଣକ୍ୟଙ୍କ ଅନୁସାରେ ସେହି ବ୍ୟକ୍ତି ହେଇଥାଏ ସବୁଠୁ ବୁଦ୍ଧିମାନ ଯିଏ ଏହି ୪ଟି କଥାକୁ ସମସ୍ତଙ୍କ ଠାରୁ ଲୁଚେଇକି ରଖିଥାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯିଏ ନିଜର ରହସ୍ୟକୁ ଲୁଚାଇ ରଖିଥାଏ ସେହି ବ୍ୟକ୍ତି ହିଁ ବୁଦ୍ଧିମାନ ଅଟେ । କାରଣ ଯେତେବେଳେ ମଣିଷ ସମାଜ ଆଗରେ ନିଜର କିଛି ରହସ୍ୟକୁ ପ୍ରକାଶ କରିଥାଏ ସେତେବେଳେ ସେ ପରିହାସ ର ପାତ୍ର …

Read More

ଦାନ୍ତରେ ଲାଗିଥିବା ତମାଖୁ, ଗୁଟଖାର ସବୁ ଦାଗ ସଫା ହେଇଯିବ ସଙ୍ଗେସଙ୍ଗେ, କେବଳ କରିବାକୁ ହେବ ଏହି ସହଜ କାମ

ଆମ ଶରୀରରେ ଥିବା ପ୍ରତ୍ୟେକ ଅଙ୍ଗ ର କିଛି ନା କିଛି ମହତ୍ଵ କାର୍ଯ୍ୟ ରହିଥାଏ । ଠିକ ସେହିପରି ଆମ ଶରୀରରେ ଦାନ୍ତର ଭୂମିକା ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟେ । ଦାନ୍ତ କେବଳ ଖାଇବାରେ ସାହାଯ୍ୟ କରେ ତାହା …

Read More

ଯଦି ଆପଣ ବି ବାନ୍ତି ବା ଦେହ ବୁଲାଇବାର ସମସ୍ୟାରେ ଚିନ୍ତିତ, ତ ଆପଣାନ୍ତୁ ଏହି ସହଜ ଉପାୟ

ଆଜିର ଜୀବନଶୈଳୀ କିଛି ଏମିତି ହୋଇ ଯାଇଛି କି ଲୋକମାନେ ନିଜର ଯତ୍ନ ନେଉ ନାହାଁନ୍ତି । ଅଧିକାଂଶ ଲୋକ ତ ବାହାରର ଅଏଲି ଜଙ୍କ ଫୁଡ ଖାଇବାକୁ ପସନ୍ଦ କରିଥାନ୍ତି । ଏମିତି ଅଭ୍ୟାସ କାରଣରୁ ସେମାନଙ୍କୁ ବହୁତ ସମସ୍ୟାର …

Read More

ଡେଲିଭରିର ଏତିକି ଦିନ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ଶାରିରୀକ ସମ୍ବନ୍ଧ, ହେଇଥାଏ ଏହି ବଡ କ୍ଷତି

କହିବାକୁ ଗଲେ ଦୁନିଆର ସବୁଠୁ ଖୁସିର କଥା ହେଉଛି ଯେତେବେଳେ ଗୋଟିଏ ଦମ୍ପତି ମାତା ପିତା ହୋଇଥାନ୍ତି । କିନ୍ତୁ ଗୋଟିଏ ଝିଅ ପାଇଁ ମା ହେବାର ଖୁସି ଦୁନିଆର ସବୁଠୁ ବଡ ଖୁସିର କଥା ହୋଇଥାଏ । ଗୋଟିଏ ଝିଅ …

Read More

ଚାଣକ୍ୟ ନୀତି: ମଣିଷକୁ ଭୁଲରେବି କରିବା କଥା ନୁହେଁ ଏହି କାମ, ଜୀବନ ଉପରେ ଆସିପାରେ ସଙ୍କଟ

ମଣିଷକୁ ପୃଥିବିରେ ଶ୍ରେଷ୍ଠ ପ୍ରାଣୀ ବୋଲି କୁହା ଯାଇଥାଏ । ତେଣୁ ମଣିଷ ଏମିତି କିଛି ଭଲ କାମ କରିବା ଉଚିତ ଯାହା ଦ୍ଵାରା ସେ ସମାଜରେ ସଂମ୍ମାନ ଏବଂ ପ୍ରତିଷ୍ଠା ପାଇ ପାରିବ । ମଣିଷ ଭଲ କାମ କଲେ …

Read More

ମହାଭାରତରେ ଏହି ଉପାୟ ଆପଣାଇଥିଲେ ଅର୍ଜୁନ, ସବୁ ଶତ୍ରୁ ଆପଣଙ୍କ ଆଗରେ ମୁଣ୍ଡ ନୂଆଁଇବେ

କୌଣସି ବି ମଣିଷ ଅସୁବିଧା ର ସମ୍ମୁଖୀନ ହେବା ଦ୍ଵାରା ସର୍ବଦା ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରିଥାଏ । ଏହା ସହିତ ଭଗବାନଙ୍କ ଦ୍ଵାରା ଉଚିତ ମାର୍ଗ ଦର୍ଶନ ପାଇଁ ଅଭିଳାଷୀ ହୋଇଥାନ୍ତି। ଲୋକମାନଙ୍କର ଏଥିରେ ପୁରା ବିଶ୍ଵାସ ଥାଏ କି …

Read More

ଭୋଜନ କରିବାର ୧ଘଣ୍ଟା ପୂର୍ବରୁ ଖାଆନ୍ତୁ ଏହି ଜିନିଷ, ମୋଟା ଅଣ୍ଟା ଆପେ ଆପେ ହେଇଯିବ ପତଳା, ଆସନ୍ତୁ ଜାଣିବା କେମିତି

ଆଜିକାଲି ମୋଟା ହେବାର ସମସ୍ୟା ଅଧିକ ଦେଖା ଯାଉଛି । ମୋଟା ହେବା ଦ୍ଵାରା ଆପଣଙ୍କୁ ହାଇ ବ୍ଲଡ଼ ପ୍ରେସର, କୋଲେଷ୍ଟ୍ରଲ, ସୁଗାର ଭଳି ରୋଗ ହୋଇଥାଏ । ମୋଟା ହେବା ଦ୍ଵାରା ପେଟରେ ବହୁତ ପ୍ରକାରର ରୋଗ ହୋଇଥାଏ । …

Read More

ଜନ୍ମିତ ଶିଶୁ ବହୁତ ଅଧିକ ବୁଦ୍ଧିମାନ ହେଉ, ଏଥିପାଇଁ ଗର୍ଭବତୀ ମହିଳାମାନେ କରିବା ଦରକାର ଏହି ସବୁ କାମ

ଗର୍ଭବତୀ ଥିବା ସମୟରେ ମହିଳାମାନଙ୍କୁ ପୌଷ୍ଟିକ ଆହାର ନେବା ବହୁତ ଜରୁରୀ ଅଟେ । ମା’ର ଖାଦ୍ୟପେୟ, କଥାବାର୍ତ୍ତା, ଚଳଣି ଇତ୍ୟାଦି ସମସ୍ତର ସିଧା ପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡିଥାଏ । ସେଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ପନିପରିବା, ଡାଲି, …

Read More