କାଷ୍ଟିଂ କାଉଚ୍ କୁ ନେଇ ପ୍ରତିକ୍ରିୟାଦେଲେ ଅଭିନେତ୍ରୀ Pupul Bhuyan, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୋସିଆଲ ମିଡିଆ ସାମନାରେ କାଷ୍ଟିଂ କାଉଚ୍ କି ନେଇ ପ୍ରତିକ୍ରିୟା କରିଛନ୍ତି ଅଭିନେତ୍ରୀ  ପୁପୁଲ ଭୂୟା । ଅଭିନେତ୍ରୀ ପୁପୁଲ ଭୁୟାଙ୍କ କହିବା ମୁତାବକ ଗତଦିନମାନଙ୍କରେ  ଅଭିନେତ୍ରୀ ପ୍ରକୃତ ମିଶ୍ର ଏବଂ ଓଡିଆ  ଫିଲ୍ମ ପ୍ରଯୋଜକ ତୁଟୁ ନାୟକ ମଧ୍ୟ ହୋଇଥିବା ଅଭିଯୋଗକୁ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପୁପୁଲଙ୍କ କହିବା ଅନୁସାରେ ସେ କହୁଛନ୍ତି ମୁଁ ଏହାକୁ ସମର୍ଥନ କରେ ।

ଯଦି ଓଡିଆ ଫିଲ୍ମ ଇଣ୍ଡର୍ଷ୍ଟିକୁ Talented ପିଲା ଆସୁଛନ୍ତି ତେବେ ସେମାନେ ଗାୟବ କେମିତି ହେଇଯାଉଛନ୍ତି । ମୁଁ ମଧ୍ୟ ଓଡିଆ ଫିଲ୍ମ ଇଣ୍ଡର୍ଷ୍ଟିରେ କାମ କରୁଛି ଏବଂ ମୁଁ ଯେଉଁ ସ୍ଥାନରେ କାମ କରେ ସେଠାକାର ଲୋକମାନେ ବହୁତ ଭଲ ଅଟନ୍ତି । ମାତ୍ର ଏକଥା ସତ୍ୟ ଯେ କିଛି ଲୋକମାନେ ଅଛନ୍ତି ଯେଉଁମାନେ ଝିଅମାନଙ୍କୁ ଇଣ୍ଡର୍ଷ୍ଟିରେ ଆଣିବା ପଛରେ ତାଙ୍କଠି କିଛି ଆଶା କରିଥାନ୍ତି ।

ଯଦି ଝିଅ ହଁ କରେ ତେବେ ଆଗକୁ ବଢିବ ନଚେତ୍ ଇଣ୍ଡର୍ଷ୍ଟିକୁ ଛାଡି ଯିବାକୁ ପଡିବ । ବର୍ତ୍ତମାନ ୱ୍ହାଷ୍ଟପ ଚାର୍ଟକୁ ନେଇ ଖୁବ ଚର୍ଚ୍ଚା ଧରିଛି । ଇଣ୍ଡର୍ଷ୍ଟି ରେ 99% ଲୋକେ ଭଲ ଥିବା ବେଳେ କେବଳ 1% ଲୋକଙ୍କ ପାଇଁ ଇଣ୍ଡର୍ଷ୍ଟିକୁ କଳୁଷିତ କରୁଛନ୍ତି  । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ମଧ୍ୟ ଏହି ପରିସ୍ଥିତି ଦେଇ ଯିବାକୁ ପଡିଥିଲା ।

ଯେବେ ଅଭିନେତ୍ରୀ ପୁପୁଲିଙ୍କୁ ଫିଲ୍ମ କରିବାର ସୁଯୋଗ ମିଳିଥିଲା ତେବେ ତାଙ୍କ ଉନ୍ନତି ପଥରେ ଏକ କଣ୍ଟା ପରି ଛିଡା ହୋଇଥିଲା । ତେଣୁ ସେ ଫିଲ୍ମ କୁ ଛାଡି ରିୟାଲଟି ଶୋ ହୋଷ୍ଟିଙ୍ଗ କରିବାରେ ଫେରିଆସିଥିଲେ । ଏବେ କିନ୍ତୁ ସେ ପୁନର୍ବାର ଫିଲ୍ମ କରିଛନ୍ତି ବୋଧେ ତାଙ୍କ ବୟସ ହେତୁ କିଏ ପ୍ରତିବନ୍ଧକ ସାଜୁନାହାଁନ୍ତୁ । ସେ ଯେଉଁ ବୟସରେ ଥିଲେ ସେହି ମାନେ ଏବେ ତାହାର ସମୁଖୀନ ହେଉଛନ୍ତି ।

ଜାସ୍ମିନ ରଥ କ୍ଲବ ନ ଯିବା କାରଣରୁ ଫିଲ୍ମରୁ ବାହାର କରାଯାଇଥିବା ଖବରକୁ ନେଇ ପୁପୁଲି ତାହା ସତ ହୋଇପାରେ ବୋଲି କହିଛନ୍ତି । ତେବେ ଚାର୍ଟରେ ଏସବୁ କଥା ଚର୍ଚ୍ଚା ନ କରି ଥାନାଯାଇ ତୁଲାଇବା ଠିକ ହେବ ବୋଲି କହିଛନ୍ତି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *