କ୍ୟାମେରାରେ କଏଦ ହେଇଗଲା କିଛି ଏମିତି ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଆମେ ମାନେ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛୁ । ମୋବାଇଲ ଫୋନ ଓ ସିସି ଟିଭି କ୍ୟାମେରା ଆମ ମାନଙ୍କ ପାଖକୁ ଆସିବା ପରେ ଦୁନିଆରେ ଘ-ଟୁ-ଥିବା ସମସ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା ଆମେ ଘରେ ବସି ଦେଖିପାରୁଛୁ ।

ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଭା-ଇ-ରା-ଲ ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭା-ଇ-ରା-ଲ ଭିଡିଓ ବିଷୟରେ ।

୧. ୨ ଜୁଲାଇ ୨୦୨୧ରେ ବ୍ରାଜିଲର ସାଓପାଓଲୋରେ ଏକ ଆଶଚାରଜୀ ଜନକ ଘ-ଟ-ଣା ଘ-ଟି-ଥି-ଲା । ଶୀତରୁତୁ ସମୟରେ ମାଲିକ ନିନା ନାମକ ଏକ କୁକୁର ଦେହରେ ଟି ସାର୍ଟ ପିନ୍ଧାଇ ଥିଲା । କୁକୁରଟି ଘର ବାହାରେ ବୁଲୁଥିବା ଏଲେ ଜଣେ ବ୍ୟକ୍ତି କୁକର ପାଖକୁ ଆସି ତାକୁ ଗେଲ କରିଥିଲା । ବ୍ୟକ୍ତିଟି ଖରାପ ଉଦ୍ଦେଶ୍ୟରେ ସେହି କୁକର ପାଖକୁ ଆସିଥିଲା । କିଛି ସମୟ କୁକୁରକୁ ଗେଲ କରି ତାର ଭରସା ଜିତିବା ପରେ ବ୍ୟକ୍ତି ଜଣକ କୁକୁର ଟି ସାର୍ଟକୁ ବାହାର କରି ଚୋ-ରୀ କରିଥିଲା । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ।

୨. ସେପ୍ଟେମ୍ବର ୨୦୨୧ରେ ବହୁତ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହିପରିକା କିଛି ଅବସ୍ଥା ତେଲେଙ୍ଗାନାରେ ହୋଇଥିଲା । ତେଲେଙ୍ଗାନାରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିକା ପରିସ୍ଥିତି ହୋଇ ଯାଇଥିଲା ।

ସେହି ସ୍ଥାନରେ ରହୁଥିବା ଏକ ବୁଦ୍ଧିମାନ ମଣିଷ ନିଜ ଗାଡିକୁ ବଞ୍ଚାଇବା ପାଇଁ ଏକ ଏମିତି ଉପାୟ କରିଥିଲା ଯାହା ବିଷୟରେ କେହି କଳ୍ପନା କରିପାରିବେ ନାହିଁ । ବ୍ୟକ୍ତି ଜଣକ ନିଜ ଝରକାରୁ ଦୁଇଟି ରସି ନେଇ ଗାଡିରେ ବା-ନ୍ଧି ଥିଲା । ଯାହା ଫଳରେ ଗାଡିଟି ପାଣିରେ ଯେମିତି ଭାସି ନଯିବ । ଏହି ଭିଡିଓଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

୩. ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଜଣେ ଯୁବତୀ ସେଲଫି ଷ୍ଟିକକୁ ଧରି ପାରା ଗ୍ଲାଇଡିଙ୍ଗ ସ୍ଥାନରେ ଷ୍ଟାଇଲ ମା-ରୁ-ଥିବାର ନଜର ଆସୁଛନ୍ତି । ଷ୍ଟାଇଲ ମା-ରି-ବା-ରେ ଯୁବତୀ ଏତେ ବ୍ୟସ୍ତ ହୋଇ ଯାଇଥିଲେ ତାଙ୍କ ଉପରେ ପ-ଡୁ-ଥିବା ଏକ ପାରାଷୁଟକୁ ସେ ଦେଖିପାରିଲେ ନାହିଁ ।

୪. ଆମ ଲିଷ୍ଟର ଶେଷ ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ଭିଡିଓଟି ହେଉଛି ତାମିଲନାଡୁର । ତାମିଲନାଡୁର ଏକ ମହିଳା ସ୍କୁଟିରେ ନିଜ ଛୁଆକୁ ସ୍କୁଲ ନେଇକି ଯିବାର ନଜର ଆସୁଛି । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଛୁଆଟି ସ୍କୁଟି ପଛରେ ବସି ପାଠ ପଢୁଛି । ପାଠ ପଢିବାର ଏତେ ଜିଜ୍ଞାସା ବୋଧେ ଆପଣ ମାନେ କେବେବି ଦେଖି ନଥିବେ ।

Leave a Reply

Your email address will not be published. Required fields are marked *