କ୍ୟାମେରାରେ କଏଦ ହେଲା ଲୋମ ଟାଙ୍କୁରେଇ ଦେବା ଭଳି 8 ଟି ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ନିଦ ହଜିଯିବ…ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆମେ ମାନେ ଅନେକ ଭିଡିଓ ଦେଖୁଛୁ । ଏହା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛୁ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ଲୋମ ଟାଙ୍କୁରି ଉଠିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ଗୁଡିକ ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଗୋଟେ ବୁଲ ରିଙ୍ଗରେ ୪୦ ଜଣ ଯୁବକ-ଯୁବତୀ ଅଛନ୍ତି । ସେହି ସମୟରେ ବୁଲକୁ ରିଙ୍ଗ ଭିତରକୁ ଛଡା ହେଇଗଲା । ସମସ୍ତ ଯୁବକ-ଯୁବତୀ ନିସ୍ତୁକ ହୋଇ ବିନା ହଲଚଲରେ ଛିଡା ହୋଇଛନ୍ତି । ବୁଲଟି ଦ୍ରୁତ ଗତିରେ ଏପଟ ସେପଟ ଦୌଡୁଛି ହେଲେ ସେ କାହାର ବି କ୍ଷତି କରୁନି । ସେ କେବଳ ନିଜ ରାସ୍ତା ଦେଖି ଦୌଡୁଛି । ଏଥିରେ ଜଣା ପଡୁଛି ଯେ, ଯଦି ଆପଣ ଷଣ୍ଢକୁ ଉସ୍କେଇବେ ନାହିଁ ତା ହେଲେ ସେ ଆପଣଙ୍କର କ୍ଷତି କରିବନି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଏକ ଘର ଭିତରକୁ ଯାଉଛି । ବ୍ୟକ୍ତି ଜଣକ ଘରକୁ ଯିବା ପରେ ଘର ପାଖରେ ଥିବା ଏକ ଗଛ ଉପରେ ବଜ୍ରପାତ ହେଉଛି । ଏହା ଦ୍ଵାରା ଗଛଟି ଭାଙ୍ଗି ଯାଉଛି । ବ୍ୟକ୍ତିର ଭାଗ୍ୟ ଭଲ ଥିବାରୁ ସେ ବଞ୍ଚି ଗଲା ।

୩. ୫ ଜୁଲାଇ ୨୦୧୯ରେ ଆମେରିକାର କାର୍ଲେଫୋର୍ନିଆ ସହରରେ ଏକ ବଡ ଭୂକମ୍ପ ହୋଇଥିଲା । ବନ୍ଧୁଗଣ ଏ ଭୂକମ୍ପର ପ୍ରଭାବରେ ଲୋକମାନେ ଭୟବିତ ହୋଇଯାଇଥିଲେ । ଏମିତି କି ଅନେକ ରାସ୍ତା ବି ଭାଙ୍ଗି ଯାଇଥିଲା ଯାହାର ଭିଡିଓ ଆପଣ ମାନେ ଦେଖି ପାରୁଥିବେ ।

୪. ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଅଲି ଜେ ନାମକ ଜଣେ ୟୁଟ୍ୟୁବର ମେକ ଅପ୍ ଭିଡିଓ କରୁଛନ୍ତି । ସେ ନିଜ ଫ୍ୟାନ୍ସ ମାନଙ୍କୁ ଲିପ ଷ୍ଟିକ ଲଗେଇବା ଶିଖାଉ ଥିଲେ । ହେଲେ ବନ୍ଧୁଗଣ ସେହି ସମୟରେ ହଠାତ ଭୂକମ୍ପ ହେବାରୁ ତାଙ୍କ ମେକ ଅପ୍ ଖରାପ ହେଇଯାଉଛି ଆଉ ଏହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

୫. ୨୦୧୩ ମସିହାରେ କେଦାରନାଥରେ ପ୍ରାକୃତିକ ବିପଦ ଆସିଥିଲା । ଏହି ବନ୍ୟାକୁ ଯେତେ ଚାହିଁଲେ ବି ଭୁଲି ହେବ ନାହିଁ । ଏହି ବନ୍ୟା ପୂର୍ବରୁ ଉତ୍ତରାଖଣ୍ଡରେ ତିନି ଦିନ ଲଗାଣ ବର୍ଷା ହେଉଥିଲା । ବନ୍ୟା ଆସିବା ପରେ ଅନେକ ଘର ଓ ଜନ ଜୀବନ ଧ୍ଵଂସ ହୋଇଗଲା । ଏମିତି କି ଉତ୍ତରାଖଣ୍ଡର ନକସା ବି ପୁରା ବଦଳି ଯାଇଥିଲା । ସେହି ଘଟଣାର କେତେକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave a Reply

Your email address will not be published. Required fields are marked *