ବ୍ୟକ୍ତିଙ୍କ ୧୫ ପତ୍ନୀ ଏବଂ ୧୦୭ ସନ୍ତାନ, ତଥାପି କମିନି ଯୌବନ, ୬୧ ବର୍ଷ ବୟସରେ ପୁଣି କରିବେ ବିବାହ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ଗୋଟିଏ ପତ୍ନୀ ରେ ଖୁସି ନୁହଁନ୍ତି । ବ୍ୟକ୍ତିଙ୍କର ୧୫ ପତ୍ନୀ ତଥା ୧୦୭ ସନ୍ତାନ ତଥାପି କାମିନୀ ଯୌବନ । ୬୧ ବର୍ଷ ବୟସରେ ପୁଣିଥରେ ବିବାହ କରିବାକୁ ଇଛା । ବର୍ତ୍ତମାନ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଯେ ମହଙ୍ଗା ଯୁଗ । ଏବଂ ଏଭଳି ପରିସ୍ଥିତିରେ ଦରଦାମ ବଢିଲାଣି । ଏଭଳି କ୍ଷେତ୍ରରେ ମଧ୍ୟମିତ ଏବଂ ଗରିବ ଶ୍ରେଣୀର ଲୋକମାନେ ପତ୍ନୀ ଏବଂ ଗୋଟିଏ ପିଲାକୁ ପାଳିବା କଷ୍ଟକର ହୋଇଯାଉଅଛି ।

ମାତ୍ର ଏଇ ବ୍ୟକ୍ତି ଙ୍କର ୧୫ ପତ୍ନୀ ସମେତ ୧୦୭ ସନ୍ତାନ । ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚତ ଭାବରେ ଲାଗୁଥିବ । ମାତ୍ର ଏହି କଥା ସଂପୂର୍ଣ୍ଣ ଭାବରେ ସତ । ବ୍ୟକ୍ତି ଜଣକ ଗ୍ରାମରେ ସମସ୍ତ ପତ୍ନୀ ଙ୍କ ସହତ ରହୁଛନ୍ତି । ସେ ସମସ୍ତଙ୍କ ଦାଇତ୍ଵ ମଧ୍ୟ ଭଲ ଭାବରେ ନେଉଛନ୍ତି । ସେ ସମସ୍ତଙ୍କ ପାଇଁ କରନ୍ତି ଭିନ୍ନ ଭିନ୍ନ କର୍ତ୍ତବ୍ୟ । କାହାକୁ ମଧ୍ୟ କେବେ ଅବହେଳା କରନ୍ତି ନାହିଁ ।

ଏହି ବ୍ୟକ୍ତି ଜଣଙ୍କ ନିଜକୁ ରାଜା ସୁଲେମାନ ଙ୍କ ଭଳି ମନେ କରନ୍ତି । ଯାହାଙ୍କର ୭୦୦ ପତ୍ନୀ ଥିଲେ । ସେ ହେଉଛନ୍ତି ପଶ୍ଚିମ କେନିୟା ବାସିନ୍ଦା ଦେବିଦ ସକେୟା କଲିହାନା । ଏକ ଗଣ ମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଦେବିଡ କହିଛନ୍ତି ତାଙ୍କ ମସ୍ତିସ୍କ ଅତ୍ୟନ୍ତ ତୀକ୍ଷଣ । ତାଙ୍କ ପାଇଁ ଜଣେ ମହିଳା ଯଥେଷ୍ଟ ନୁହଁନ୍ତି । ତାଙ୍କ ମସ୍ତିଷ୍କ ଉପରେ ବହୁତ ଭାର ରହିଅଛି ।

ତେଣୁ ତାଙ୍କୁ ଜଣେ ମହିଳା ସମ୍ଭାଳି ପାରିବେ ନାହିଁ । ସେଥିପାଇଁ ସେ ଏକାଧିକ ବିବାହ କରିଛନ୍ତି । ଡେବିଦ ଆହୁରି କହିଛନ୍ତି ଯେ ଯଦି ମୋର ୨୦ ପତ୍ନୀ ରହିଥାନ୍ତେ ତଥାପି ମୋର କୌଣସି ସମସ୍ୟା ହୋଇ ନଥାନ୍ତା । ମୁଁ ରାଜା ସୁଲେମାନ ଙ୍କ ଭଳି ୭୦୦ ପତ୍ନୀ ତଥା ୩୦୦ ଦାସୀ ଥିଲେ । ସର୍ବମୋଟ ୧୦୦୦ ପତ୍ନୀ ଥିଲେ । ତେବେ ମୁଁ ମଧ୍ୟ ସେହିଭଳି ।

ଡେବିଡଙ୍କ ପତ୍ନୀ ମାନେ ମଧ୍ୟ ତାଙ୍କ ସହିତ ବେସ ଖୁସିରେ ଅଛନ୍ତି । ପତ୍ନୀ ଜେସିକା କଲୁହନାଙ୍କ ସହିତ ଡେବିଡଙ୍କର ୧୩ ସନ୍ତାନ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃ-ତ୍ୟୁ ହୋଇଛି । ଜେସିକା କୁହନ୍ତି ଆମ୍ଭେ ମାନେ ଖୁବ ଭଲରେ ରହୁ । ଶାନ୍ତିର ସହିତ ଏକାଠି ହୋଇ ରୁହନ୍ତି । ସେ ତାଙ୍କ ସ୍ଵାମୀ କୁ ବହୁତ ଭଲ ପାଆନ୍ତି ।

ଡେଭିଡ ଙ୍କ ଅନ୍ୟତମ ପତ୍ନୀ ଡୁରିନା କଲୁଭାନା କହିଛନ୍ତି ମୁଁ କାହାକୁ ଈର୍ଷା କରେନାହିଁ । ଆମ୍ଭେ ମାନେ ସମନୟ ସହିତ ରହୁ । ଡେଭିଡଙ୍କର ସପ୍ତମ ପତ୍ନୀ ରୋଜ ଡେବିଡ କଲଭାନା କୁହନ୍ତି ଆମ୍ଭେ ମାନେ ଉତ୍ତମ ଜୀବନ ନିର୍ବାହ କରୁଛୁ । ଏହା ସହିତ ଆମ୍ଭେ ପରସ୍ପର କୁ ବହୁତ ଭଲ ପାଉଛୁ । ଡେବିଡ ଙ୍କ ସହତ ରୋଜ ଙ୍କର ୧୫ ସନ୍ତାନ । ତେବେ ଏହା ସତରେ ଶୁଣି ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *