ଦେଖନ୍ତୁ କେମିତି ବସ କୁ ବାଟ ଜଗିଲା ଜଙ୍ଗଲି ହାତୀ, ଦେଖନ୍ତୁ Exclusive Video

ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଘଟଣା ଗୁଡିକ ବହୁତ ଆଶ୍ଚର୍ଯ୍ୟ ଜନକ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଘ-ଟ-ଣା-ର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଏହାର ଚର୍ଚା ମଧ୍ୟ ଜୋର ସୋର ହେଉଛି ଯାତ୍ରୀଙ୍କୁ ନେଇ  ଏକ ବସ୍ ଯାଉଥବା ବେଳେ  ଅଚାନକ ଏକ ହାତୀ ଆସି ବସ୍ ଆଗରେ ଛିଡା ହୋଇ ଯାଇଥିଲା ।

ହାତୀ ସହ ଜଡିତ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତାମିଲନାଡୁର ନୀଳଗିରି ଅଞ୍ଚଳର ଏ ଦୃଶ୍ୟ  ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଛନ୍ତି ତାମିଲନାଡୁର ଜଙ୍ଗଲ ଓ ପରିବେଶ ସଚିବ ସୁପ୍ରିୟା ସାହୁ । ବସ ଯାଉଥିବା ସମୟରେ ହଠାତ ଏକ ବଡ ହାତୀ ବସ ସାମ୍ନାରେ ଛିଡା ହୋଇଯାଇଥିଲା ।

ଏହା ପରେ ବସ ଡ୍ରାଇଭର ବସଟିକୁ ପଛକୁ ନେଇଥିଲେ ହେଲେ ସେହି ସମୟରେ ହାତୀଟି ଦୌଡି ଆସି ବସ ସାମ୍ନା କାଚକୁ ଶୁଣ୍ଢ ମାରିଥିଲା ଯାହାଫଳରେ ବସର ସାମ୍ନା କାଚଟି ଭାଙ୍ଗି ଯାଇଥିଲା । ବସ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ସେହି ଦୃଶ୍ୟ ଦେଖି ଭୟବିତ ହୋଇଯାଇଥିଲେ । ଏହାପରେ ବସ ଡ୍ରାଇଭର ମଧ୍ୟ ନିଜ ସିଟ ଛାଡି ଯାତ୍ରୀ ମାନଙ୍କ ପାଖକୁ ଆସି ଛିଡା ହୋଇଥିଲେ ।

ହାତୀଟି କିଛି ସମୟ ଛିଡା ହେବା ପରେ ସେହି ସ୍ଥାନରୁ ଚାଲିଯାଇଥିଲା । ଶୋଭାଗ୍ୟ ବଶତଃ ହାତୀଟି କୌଣସି ଯାତ୍ରୀର କ୍ଷ-ୟ କ୍ଷ-ତି କରି ନଥିଲା । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ର ଭି-ଡି-ଓ-ଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଘଟଣା ଉପରେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ବିଷୟରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *