ବୁଲଡୋଜର୍ ଆଗରେ ବସିଲେ ସୁର ଭାଇ (Sura Routray), ହେଲେ କାହିଁକି ? ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ସୁର ଭାଇ ସବୁବେଳେ ନିଜ କଡା ବୟାନ ଓ ସମାଜ ସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସୁଛି । ଏହି ଭିଡିଓରେ ସୁର ଭାଇ ଯାହା କରିଛନ୍ତି ତାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଅନେକ ଥର ଗରିବ ଓ ନିମ୍ନ ଶ୍ରେଣୀର ଲୋକମାନେ ସରକାରୀ ଜାଗାରେ ଘର ଦ୍ଵାର କରି ରହିଥାନ୍ତି ହେଲେ ଯେତେବେଳେ ସରକାର ସେହି ସ୍ଥାନରେ କିଛି ପ୍ରୋଜେକ୍ଟ ଆରମ୍ଭ କରନ୍ତି ସେହି ସ୍ଥାନରେ ଥିବା ସବୁ ଘର ଗୁଡକୁ ଭାଙ୍ଗି ଦିଆଯାଏ । ଏଠାରେ ମଧ୍ୟ କିଛି ଏଭଳି ଦେଖିବାକୁ ମିଳିଛି ହେଲେ ଠିକ ସମୟରେ ସୁର ଭାଇ ଟୁଇସ୍ଟ କରିଛନ୍ତି । କିଛି ଘର ଗୁଡିକୁ ଭାଙ୍ଗିବା ପାଇଁ ବୁଲଡୋଜର ଆସିଥିବା ବେଳେ ବୁଲଡୋଜର ସାମ୍ନାରେ ଯାଇ ସୁର ଭାଇ ବସି ଯାଉଛନ୍ତି ।

ସୁର ଭାଇଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ସେଠାରେ ବସ ଛନ୍ତି । ସ୍ଥାନୀୟ ଲୋକ ମାନଙ୍କୁ ସୁର ଭାଇ ସାହାସ ଦେଉଥିବାର ନଜର ଆସୁଛନ୍ତି । ଅନେକ ଥର କହିବା ପରେ ସୁର ଭାଇ ବୁଲଡୋଜର ସାମ୍ନାରେ ଉଠୁ ଛନ୍ତି । ତା ହେଲେ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଘଟଣାଟି ଭୁବନେଶ୍ଵରରେ ଘଟିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *