ଓଃ କି ଡ୍ୟାନ୍ସ ! ବୁଢୀ ମାଉସୀ ନାଚିଲେ ଏମିତି ଦେଖିଲେ ଆପଣ ହସି ହସି ଗଡିଯିବେ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବୃଦ୍ଧ ମାଉସୀ ନାଚୁ ଥିବାର ନଜର ଆସୁଛନ୍ତି । ମାଉସୀ ଜଣକ ଅତି ଖୁସିର ସହ ମଜା ନେଇ ନେଇ ଡ୍ୟାନ୍ସ କରୁଛନ୍ତି ।

ପାଖରେ ଥିବା ଲୋକ ମାନେ ମଧ୍ୟ ମାଉସୀଙ୍କ ଏହି ଡ୍ୟାନ୍ସ ଦେଖି ଖୁସି ହେଉଛନ୍ତି । ତେବେ ବନ୍ଧୁଗଣ ସେଠାରେ ଥିବା ଜଣେ ଲୋକ ମାଉସୀ ନାଚୁ ଥିବା ବେଳେ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହା ପରେ ଏହି ଭିଡିଓଟି ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଅନେକ ଲୋକ ମାଉସୀଙ୍କ ନାଚ ଦେଖି ତାଙ୍କର ପ୍ରଶଂସା କରିବା ସହ ଅନେକ ଲୋକ ମାଉସୀଙ୍କ ନାଚ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

କାରଣ ଅଧିକ ବୟସରେ ମଧ୍ୟ ମାଉସୀ ଏଭଳି ନାଚି ପାରୁଛନ୍ତି । ଏହି ବୟସର ବୃଦ୍ଧା ମାନେ ସାଧାରଣତ ଠିକ ଭାବରେ ଚାଲି ପାରନ୍ତି ନାହିଁ ହେଲେ ଏହି ମାଉସୀ ନିଜ ଦମଦାର ନାଚ ଦେଖାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମାଉସୀଙ୍କ ନାଚ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *