ବୟସ ୮୦ ନୁହେଁ ୮୨, ବୁଢା ବୟସରେ ବି ଥରି ଥରି ଅର୍ଚ୍ଚନା ସହ କରୁଛି ଖେଳ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବୟସ ୮୦ ନୁହେଁ ପାଖାପାଖି ୮୨ ହେବ । ଠିଆ ହେବାକୁ ବଳ ପାଉନି ଏବଂ ହାତ ମଧ୍ୟ ଥରୁଛି । ଚମ ମୁହଁ ସବୁ ପଡି ଗଲାଣି । ତଥାପି ସେ ଲୋକ ପ୍ରତିନିଧି । ଚାଲିବାକୁ ସାହାରା ଖୋଜୁଥିବା ଉତ୍ତର ଓଡିଶା ର ଜଣେ ପୁରୁଣା ନେତା, ପୁରୁଖା ନେତା, ବୟସ୍କ ନେତା, ଅଭିଜ୍ଞତା ସମ୍ପର୍ଣ୍ଣ ନେତା । ସେ ବର୍ତ୍ତମାନ ଅର୍ଚ୍ଚନା ର ଫାଶ ରେ ପଡିଛି । ତେବେ ଏହାକୁ ଯେତେ ଲୁଚାଇବା ଚେଷ୍ଟା କରିଲେ ମଧ୍ୟ ଜଳଜଳ ହୋଇ ଦିଶୁଛି ।

ତେବେ ଏଥର ଧରା ଦେଲା ଗୋଆରୁ ଆସିଥିବା ସାଢେ ୩ ଲକ୍ଷ ର ନାୟିକା । ମାତ୍ର ରାତିକୁ ଯେଉଁ ସାଢେ ୩ ଲକ୍ଷ ଟଙ୍କା ଦେଇଥିଲେ ସେଥିରୁ ସେହି ବଙ୍ଗୀୟ ରୂପଜୀବି ୨୦ ହଜାର ଟଙ୍କା ନେଇଥିଲେ । ଆଉ ୩ ଲକ୍ଷ ୩୦ ହଜାର ଟଙ୍କା ନେତା ଜଣଙ୍କ ଭଲ ପାଉଥିବା ଅର୍ଚ୍ଚନା ନେଇଥିଲା । ମାତ୍ର ସତରେ କଣ ନେତା ଜଣକ ଅର୍ଚ୍ଚନା ଙ୍କୁ ଅନ୍ଧ ଭଳି ବିଶ୍ଵାସ କରିଥିଲେ ?

ଏହାର ଫାଇଦା ନେଇ ଅନେକ ଥର ଅର୍ଚ୍ଚନା ଲୁଟିଛି । ଆଉ ଲୋକ ଲାଜ୍ୟା ଭୟରେ ଏହି ନେତା ଜଣଙ୍କ ୨୫ ଲକ୍ଷ ଟଙ୍କା ଅର୍ଚ୍ଚନା ଙ୍କୁ ଦେଇଥିଲେ । ରାତିକୁ ମାତ୍ର ୩ ଲକ୍ଷ ଟଙ୍କା ନେତା ଙ୍କ ପାଇଁ କିଛି ବଡ କଥା ନୁହେଁ । ତାହା ସେ କେଉଁଠାରୁ ଆଣିଲେ ତଥା ଦେଲା କିଏ ପଚାରିବାକୁ କେହି ନାହାଁନ୍ତି । ମାତ୍ର ଯେଉଁ ବୟସରେ ତାଙ୍କୁ ସାହାରା ଦରକାର ସେହି ବୟସରେ ସେ ଚାଟିଙ୍ଗ କରି ପୁରୀ ଯାଉଛନ୍ତି ।

ଲୋକେ ଏହାକୁ ନେଇ ପଚାରୁଛନ୍ତି ଯେ ଏହି ପୁରୁଖା ନେତା ଜଣଙ୍କ କିଏ ? ତେବେ ଏହିଭଳି ନେତା ଙ୍କ ସମ୍ବନ୍ଧରେ ଖବର ମିଳିଛି  । ମାତ୍ର ନେତା ଜଣଙ୍କ ର ନାମ କଣ ସ୍ପଷ୍ଟ ହୋଇନାହିଁ । ତେବେ ଆଉ କେଉଁ କେଉଁ ଗୁମର ଖୋଲିବା ବାକି ଅଛି ତାହା ଅପେକ୍ଷାର ବିଷୟ ପାଲଟିଛି । ଗୋଟେ ପରେ ଗୋଟେ ଆଶ୍ଚର୍ଯ୍ୟ କରିଲା ଭଳି ତଥ୍ୟ ସାମ୍ନା କୁ ଆସିବାରେ ଲାଗିଛି ।

ଏହାକୁ ନେଇ ପୋଲିସ ବାବୁଙ୍କର ମଧ୍ୟ ମୁଣ୍ଡ ବିନ୍ଧିବାରେ ଲାଗିଛି । ଅପର ପାର୍ଶ୍ଵରେ ଅର୍ଚ୍ଚନା ଜେଲରେ କାନ୍ଦୁଥିବାର ସୂଚନା ପ୍ରକାଶିତ ହୋଇଛି । ତେବେ ଆଗକୁ କିଏ କିଏ ଗିରଫ ହେଉଛନ୍ତି ଏହି ମାମଲାରେ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *