ଜାଣନ୍ତୁ କିଛି ରହସ୍ୟମୟ କଥା ! ବ୍ରିଟିଶ ଜମାନା ର ଏହି ପୁରୁଣା ଘରୁ ବାହାରିଲେ ଏକ ପୁରୁଣା ନାଗ-ନାଗୁଣୀ ଯୋଡି, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ସାପ ସହ ଜଡିତ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି । ଆପଣ ମାନେ ସମସ୍ତେ ଚିଡିଆ ଖାନା ବା ଟିଭିରେ ସାପ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାପଙ୍କର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମରେ କେବଳ ନାଗ ସାପତୁ ବହୁତ ପୌରାଣିକ ମାନ୍ୟତା ରହିଛି । ଭଗବାନ ଶିବ ସବୁବେଳେ ନିଜ ବେକରେ ନାଗ ସାପକୁ ଧାରଣ କରନ୍ତି  । ତେଣୁ ଆଗ କାଳରୁ ହିଁ ଲୋକମାନେ ନାଗ ସାପର ପୂଜା ଅର୍ଚ୍ଚନା କରନ୍ତି ।

ହେଲେ ନାଗ ସାପକୁ ଘରେ ରଖି ପୂଜା କରିବା ହେଉଛି ଲୋକଙ୍କର ସବୁଠାରୁ ବଡ ମୁ-ର୍ଖା-ମି କାରଣ ଏହି ସାପ ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ । ତେବେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ସାପ ସହ ଜଡିତ ଏକ ନୂଆ ଭିଡିଓ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ତେବେ ଉତ୍ତର ପ୍ରଦେଶ ଜୋନପୁରର ଏକ ଗାଁରେ ଏକ ବ୍ରିଟିଶ ସମୟର ପୁରୁଣା ଘର ଅଛି । ସେହି ଘର ଭିତରୁ ଦୁଇଟି ନାଗ ନାଗୁଣୀ ଉଧାର ହୋଇଛନ୍ତି । ପରିବାର ଲୋକଙ୍କୁ ଯେତେବେଳେ ସାପ ବିଷୟରେ ଜଣା ପଡିଲା ସେତେବେଳେ ସେ ଏକ ସାପ ଧରାଳିକୁ ଏହାର ସୂଚନା ଦେଇଥିଲେ ।

ଯେହେତୁ ଘରଟି ବହୁତ ପୁରୁଣା ଅଛି ତେଣୁ ନାଗ ନାଗୁଣୀ ଅତି ସହଜରେ ଘର ଭିତରେ ମାଟି ତଳେ ପଶି ରହିଥିଲେ । ସାପ ଧରାଳି ଜଣକ ଅତି ସାବଧାନତାର ସହ ନାଗ ନାଗୁଣୀଙ୍କୁ ଉଧାର କରିଛନ୍ତି । ନାଗ ନାଗନୁ ପ୍ର-ଜ-ନ-ନ କରିବା ବେଳେ ସାପ ଧରାଳି ସେମାନଙ୍କୁ ଉଧାର କରିଛନ୍ତି । ଏମାନେ ପ୍ରାୟତଃ ଘର ଭିତରକୁ ପଶି ଆସିଥାନ୍ତି ।  କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମାନବିକାତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି ।

ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅ-ନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝା-ଡ଼ ଫୁ-ଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *