ବୃଦ୍ଧାଶ୍ରମରେ କଣ ଚାଲିଥିଲା କାରାନାମା ? ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ହତୟଆ ର ଷଡ଼ଯନ୍ତ୍ରକାରୀ ସାମ୍ବାଦିକା ଙ୍କୁ ଖୋଜୁଛି ପୋଲିସ । ପୋଲିସ କୁ ଚକମା ଦେଖାଇ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି ଏହି ସାମ୍ବାଦିକା?ଗିରଫ ହୋଇଥିବା ତିନି ଅଭିଯୁକ୍ତ ଙ୍କ କହିବାନୁଯାୟୀ ପୋଲିସ ସ୍କାନର ରେ ସାମ୍ବାଦିକା । ଏହି ଜଘନ୍ୟ ହତୟଆକାଣ୍ଡ ରେ ସାମ୍ବାଦିକା ଙ୍କ ସିଧାସଳଖ ହାତ ରହିଛି । ସାମ୍ବାଦିକା ଙ୍କ ରହିଥିବା ଦୟାଲ ବୃଦ୍ଧାଶ୍ରମ ହିଁ ଖୋଲିବ ମାନସ ହତୟଆ ର ରହସ୍ୟ ।

କଣ ଚାଲିଥିଲା ଏହି ବୃଦ୍ଧାଶ୍ରମ ର ଉପର ମହଲା ରେ? କି ଭିଡିଓ ସୁଟିଂ କରୁଥିଲେ ସେହିଠାରେ କ୍ୟାମେରା ମ୍ୟାନ ମାନସ । ଏୟାର ଫିଲଡ଼ର ବୃଦ୍ଧାଶ୍ରମ ର ଉପର ମହଲା କୁ ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ । ଏହି ଘରେ ହିଁ ମାନସ ଙ୍କୁ ହତୟଆ କରାଯାଇଥିଲା । ହତୟଆ କରିବା ପରେ ରଣପୁର ନିଆଯାଇ ସେଠାରେ ସୁଚିନ୍ତିତ ଭାବରେ ପୋତି ଦିଆ ଯାଇ ଥିଲା ।

ଫେବୃଆରୀ ୭ ତାରିଖରେ ମାନସ ଙ୍କୁ ଚାରି ରୁ ପାଞ୍ଚ ଜଣ ଡାକି ଆଣିଥିଲେ ଏବଂ ଭିଡିଓ କ୍ଲିପ ଦେବାକୁ କହିଥିଲେ । ପରେ ଆରମ୍ଭ ହୋଇଥିଲା ବଚସା ଏବଂ ଏହାପରେ ହତୟଆ । ଦୟାଲ ବୃଦ୍ଧାଶ୍ରମ କୁ ଚଳାଉଥିଲେ ସାମ୍ବାଦିକା । ଆଶ୍ରମ ର ଉପର ମହଲା ରେ ହିଁ ସାମ୍ବାଦିକା ଚଳାଉଥିଲେ ତାଙ୍କର ୱେବପୋର୍ଟାଲ ଅଫିସ । ସେଠାରେ ହିଁ ଚଳାଉଥିଲେ ତାଙ୍କର କଳା ସାମ୍ରାଜ୍ୟ ।

ଏହି ସମ୍ବନ୍ଧରେ ଯେତେବେଳେ ବୃଦ୍ଧାଶ୍ରମ ର କେୟାର ଟେକର ଙ୍କୁ ପଚରା ଯାଇଥିଲା ସେ କହିଥିଲେ ଯେ, ଏଠାରେ ଉଭୟ ଆସି ଷ୍ଟୋରି ସୁଟିଂ କରନ୍ତି । ସ୍କାଏ ଟାୱାର ର ସମ୍ପୂର୍ଣ୍ଣ ଅଫିସ ରେ ମଧ୍ୟ ଷ୍ଟୋରି ସୁଟିଂ ହୋଇଥାଏ । ସେ କହିଛନ୍ତି ଯେ, ଚାରି ଜଣ ସିଭିଲ ଡ୍ରେସ ରେ ଏବଂ ଜଣେ ପୋଲିସ ଡ୍ରେସ ରେ ଆସି ଉକ୍ତ ସମ୍ବାଦିକା ଙ୍କ ସମ୍ବନ୍ଧରେ ପଚରାଉଚରା କରିଲେ ଏବଂ ଇଂକ୍ବାରି କରି ଚାଲିଗଲେ ।

ସେହି ଭିଡିଓ କ୍ଲିପ ରେ କଣ ଥିଲା ?  କାହିଁକି ଅତି ଜଘନ୍ୟ ଭାବରେ ହତୟଆ କରିଲେ ସାମ୍ବାଦିକା? କେବଳ ସାମ୍ବାଦିକା ନା ଆଉ କେହି ବଡ଼ବଡ଼ିଆ ଙ୍କ ହାତ ରହିଛି ଏହା ପଛରେ । ସାମ୍ବାଦିକା ଧରା ପଡ଼ିଲେ ସବୁକିଛି ତଥ୍ୟ ପଦା କୁ ଆସିବ । ତେବେ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *