CMC ମିଠା ଦୋକାନ ସିଲ କଲା ପରେ ଦେଖନ୍ତୁ କେମିତି ଏହି ବୃଦ୍ଧ ମହିଳା ଅଫିସରଙ୍କ ଗୋଡ ଧରି କରୁଛନ୍ତି କାକୁତି ମିନତୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କଟକ ମହାନଗର ମହାନିଗମ ପକ୍ଷରୁ ବିଭିନ୍ନ ହୋଟେଲ ଉପରେ ଚ-ଢ଼ା-ଉ ହୋଇଛି । ତେବେ ଲୋକ ମାନଙ୍କ ର ଅ-ଭି-ଯୋ-ଗ କ୍ରମେ ବାସି ଖାଦ୍ୟ ଦେଉଥିବା ଅ-ଭି-ଯୋ-ଗ ପରେ ସିଏମସି ପକ୍ଷରୁ ଚ-ଢ଼ା-ଉ ଆରମ୍ଭ ହୋଇଛି । ତେବେ ଏହି ଚ-ଢ଼ା-ଉ ବେଳେ ଜଣେ ମହିଳା ଯିଏ କି ନିଜର ମିଠା ବ୍ୟବସାୟ କରୁଛନ୍ତି ସେଠାରେ ମଧ୍ୟ ଚ-ଢ଼ା-ଉ ଆରମ୍ଭ ହୋଇଥିଲା ବେଳେ ସେହି ମହିଳା ଜଣଙ୍କ ଅଫିସର ମାନଙ୍କର ଗୋଡ଼ ହାତ ଧରି କାକୁତି ମିନତି କରିଥିଲେ ।

ତେବେ କିନ୍ତୁ ତାଙ୍କ କଥା କିଛି ନ ଶୁଣି ସେହି ଦୋକାନ କୁ ସିଲ କରାଯାଇଛି । ତେବେ ଅଫିସର ମାନଙ୍କ ର କହିବା କଥା ଏଠାରେ ଅ-ଭି-ଯୋ-ଗ ଆସିଥିଲା କି ଏଠାରେ ଖୁବ କମ ଏବଂ ଶସ୍ତା ରେ ମିଠା ବିକ୍ରି କରାଯାଉଛି । ତେବେ ଏଠାରେ ପୂଜା ପାଇ ଲଡୁ ପ୍ରସ୍ତୁତ ହୋଇଥିଲା । ଲଡୁ ପାଇଁ ମୁଖ୍ୟ ସାମଗ୍ରୀ ହେଉଛି ବେଶନ, ଘିଅ ଆଦି ତେବେ ଏଠାରେ ସେମାନେ ମଇଦା ସହ ଆରାରୋଟ ମିଶା ଯାଉଛି ଏବଂ ଲଡୁ କୁ ଠିକ ଭାବରେ ଦେଖେଇବା ପାଇଁ ଫୁଡ଼ କଲର ମଧ୍ୟ ମିଶା ଯାଉଛି ।

ତେବେ ଏହି ମିଠା କୁ ଯଦି ଲୋକମାନେ ଖାଇବେ ତେବେ ତାଙ୍କ ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଖରାପ ହେବ । ତା ସହ ଏହା ଶରୀର କୁ ଦୁର୍ବଳ ମଧ୍ୟ କରି ପାରିବ ସେଥିପାଇଁ ଆଜି ଏଠାରେ ଚ-ଢ଼ା-ଉ କରାଯାଇଛି ଏବଂ ସି-ଲ ମଧ୍ୟ କରାଯାଇଛି । ଏହା ସହ ଏହି ସ୍ଥାନ ମଧ୍ୟ ବହୁତ ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ହାଇଜିନିଙ୍ଗ ବିଲକୁଲ ନୁହେଁ । ତେବେ ସୂଚନାଯୋଗ୍ୟ ଯେ ସିଏମସି କଟକ ରେ ଥିବା ବଡ଼ ଦୋକାନ କେଏଫସି କୁ ମଧ୍ୟ ଚ-ଢ଼ା-ଉ କରି ସେଠାରୁ ଅନେକ ବାସି ଏବଂ ଡେଟ ନଥିବା ଜିନିଷ କୁ ଜ-ବ-ତ କରିଛି ।

ତେବେ ଦୀପାବଳି ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ କଟକରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲଗୁଡିକରେ ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି । କାରଣ ଏଭଳି ଭିଡ ସମୟରେ ଖାଦ୍ୟ ଷ୍ଟଲଗୁଡିକ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବା ପୂର୍ବରୁ ଅ-ଭି-ଯୋ-ଗ ରହିଛି । ତେଣୁ ପାର୍ବଣ ସମୟରେ ଯେପରି ଖାଦ୍ୟ ଷ୍ଟଲଗୁଡ଼ିକ ଲୋକଙ୍କୁ ନିମ୍ନମାନର ଖାଦ୍ୟ ନଦିଅନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଟିମ ଚ-ଢ଼ା-ଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *