ବିକଳାଙ୍ଗ ମା’ ଓ ବୃଦ୍ଧ ପିତାଙ୍କୁ ଘରୁ ବାହାର କରିଦେଲେ ପୁଅମାନେ, ପୁଣି 15 ବର୍ଷ ପରେ ବୃଦ୍ଧ ବାପା ଶିଖାଇଲେ ଏମିତି ଶିକ୍ଷା କି…

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମା-ବାପା ନିଜ ଛୁଆ ମାନଙ୍କର ସମସ୍ତ ଇଛା ପୂରଣ କରନ୍ତି ଓ ବହୁତ ଭଲ ଭାବରେ ସେମାନଙ୍କର ଲାଲନପାଳନ କରିଥାନ୍ତି । ହେଲେ ବର୍ତ୍ତମାନର ସମୟରେ ଛୁଆ ମାନେ ନିଜ ମା-ବାପାଙ୍କ ମୁହଁକୁ ଚାହୁଁ ନାହାନ୍ତି ଓ ସେମାନଙ୍କୁ ଘର ମଧ୍ୟରୁ ବାହାର କରିଦେଉଛନ୍ତି । ବନ୍ଧୁଗଣ ଏହିପରି ଏକ ମାମଲା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି, ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ।

ଚିଖାଲି ଚଉକ ନାମକ ଏକ ସହରରେତ ରହୁଥିବା ପାଞ୍ଚ ଜଣ ପୁଅ ନିଜ ୮୬ ବର୍ଷ ବାପା ଓ ବିକଳାଙ୍ଗ ମାକୁ ଘରୁ ବାହାର କରିଦେଇଥିଲେ । ଯାହା ଫଳରେ ସେମାନେ ଏକ ଚାଳ ଘରେ ରହୁଥିଲେ । ସେ ପାଖା ପାଖି ୫ ବର୍ଷ ପର୍ଯ୍ୟନ୍ତ ସେହି ଚାଳ ଘରେ ରହିଥିଲେ । ବୃଦ୍ଧଙ୍କର ନାମ ହେଉଛି ହାରିଲାଲ ସାହୁ ।

ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ ହାରିଲାଲଙ୍କ ପାଞ୍ଚ ଜଣ ପୁଅ ତଥା ସୁମରନ ଲାଲ, ହୁକୁମ ଲାଲ, ପ୍ରମୋଦ ସାହୁ, ଉମାଶଙ୍କର ଓ କୀର୍ତ୍ତନ ସାହୁ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ବନ୍ଧୁଗଣ ହରିଲାଲ ଏକ ଜମି କିଣିଥିଲେ ଯେଉଁଠି ତାଙ୍କର ପାଞ୍ଚ ଜଣ ପୁଅ ଏକ ଘର କରି ରହୁଥିଲେ । ଘରେ ରହିବା ପରେ ପୁଅ ମାନେ ମିଶି ନିଜ ବାପା-ମାକୁ ଘରୁ କାଢି ଦେଇଥିଲେ ।

ହାରିଲାଲ ବହୁତ ଥର ତାଙ୍କ ପୁଅ ମାନଙ୍କୁ ନିବେଦନ କରିଥିଲେ ତାଙ୍କୁ ଘରେ ରଖିବା ପାଇଁ ହେଲେ ତାଙ୍କ ପୁଅ ମାନେ ରାଜି ହୋଇନଥିଲେ । ଏହାପରେ ହାରିଲାଲ ଚିଖାଲି ଥାନାରେ ନିଜ ପୁଅ ମାନଙ୍କ ବିରୋଧରେ ଏଫଆଇଆର ଲେଖିଥିଲେ । ଏହାପରେ ପୋଲିସ ଅଧିନିୟମ ୨୦୦୭ର ଧାରା ୨୪ ମୁତାବକ ପୁଅ ମାନଙ୍କ ବିରୋଧରେ ମାମଲା ରୁଜୁ କରିଦେଲା ।

ଏହାପରେ ବନ୍ଧୁଗଣ ପୋଲିସ ହାରିଲାଲଙ୍କର ୪ ଟି ପୁଅକୁ ଗିରଫ କରିଥିଲା । ଅନ୍ୟ ଏକ ପୁଅଟି ଭୋପାଳରେ ରହୁଥିଲା ଯେଉଁଥି ପାଇଁ ସେ ଗିରଫ ହୋଇପାରି ନଥିଲା । ଏହା ପରେ ବନ୍ଧୁଗଣ ପୋଲିସ ସେହି ୪ ଜଣଙ୍କ ଉପରେ ଚଢାଉ କରିଥିଲା ଯାହା ଫଳରେ ସେମାନେ ନିଜ ମା-ବାପାଙ୍କୁ ରଖିବା ପାଇଁ ରାଜି ହୋଇଥିଲେ । ବର୍ତ୍ତମାନ ହରିଲାଲ ଓ ତାଙ୍କ ସ୍ତ୍ରୀ ନିଜର ବାକି ଜୀବନ ବହୁତ ଖୁସିରେ ଅତିବାହିତ କରିପାରିବେ । ବନ୍ଧୁଗଣ ୧୫ ବର୍ଷ ହାରିଲାଲ ଚାଳ ଘରେ ରହି କେତେକ ଭଲ କାମ କରିଥିଲେ ।

ସେ ସେହି ସମୟରେ କେରଳରେ ହୋଇଥିବା ବାତ୍ୟା ହେତୁ ୭୦ ହଜାର ଟଙ୍କା ଦାନ କରିଥିଲେ । ସେ ସବୁବେଳେ ଅନ୍ୟ ମାନଙ୍କ ସହାୟତା କରିବା ପାଇଁ ଛିଡା ହୋଇଥାନ୍ତି । ସେଥିପାଇଁ ତାଙ୍କ ସହ ଭଗବାନ ଛିଡା ହୋଇଥିଲେ ଯାହା ଫଳରେ ସେ ଆଜି ନିଜ ଘରେ ରହିପାରିଲେ । ବନ୍ଧୁଗଣ କେବେ ହେଲେ ନିଜ ପିତା-ମାତାଙ୍କୁ କଷ୍ଟ ଦେବା ଉଚିତ ନୁହେଁ । ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *